Browsing Category

ଦେଶ- ବିଦେଶ

ଜାଣନ୍ତୁ,ରେଳବାଇ ପାଇଁ କ’ଣସବୁ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ବଜେଟରେ ସବୁଥର ଭଳି ଏଥର ମଧ୍ୟ ରେଳସେବାରେ ବିକାଶ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ ମନ୍ତ୍ରଣାଳୟକୁ ଏଥର ମିଳିଛି ୧,୪୦,୩୬୭.୧୩ କୋଟି ଟଙ୍କା । ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ଏହା ୨୦,୩୧୧ କୋଟି ଟଙ୍କା ଅଧିକ । ଅତିରିକ୍ତ
Read More...

ଲୋକଙ୍କ ପାଇଁ ନୂଆ ଆଶା ଓ ସୁଯୋଗ ଆଣିଛି ବଜେଟ : ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଦ୍ୱାରା ଆଜି ଲୋକସଭାରେ ଆଗତ ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଲୋକଙ୍କ ପାଇଁ ଆଶା ଓ ଅନେକ ସୁଯୋଗ ଆଣି ଦେଇଛି । ଏହା ଏକ ପ୍ରଗତିଶୀଳ ବଜେଟ । ଏଥିରେ ଅର୍ଥନୈତିକ ସ୍ଥିତି ସୁଦୃଢ କରିବା
Read More...

ବଜେଟ୍ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

:ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ମଧ୍ୟ ଅର୍ଥମନ୍ତ୍ରୀ
Read More...

ଖୋଲିବ ଡିଜିଟାଲ୍‌ ବିଶ୍ୱ ବିଦ୍ୟାଳୟ, ପିଏମ୍‌-ଇ ବିଦ୍ୟା ୨୦୦ ଚ୍ୟାନେଲକୁ ହେବ ବିସ୍ତାର

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଡିଜିଟାଲ ଶିକ୍ଷା ତଥା ଅନଲାଇନ୍‌ ଶିକ୍ଷା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କରୋନା ଅବଧିରେ ଶିକ୍ଷାର ଅନେକ କ୍ଷତି ହୋଇଛି, ତେଣୁ ଇ-ବିଷୟବସ୍ତୁ ଏବଂ ଇ-ଲର୍ନିଂକୁ ଉତ୍ସାହିତ
Read More...

କେନ୍ଦ୍ର ବଜେଟ : ଆଗାମୀ ତିନିବର୍ଷରେ ଚାଲିବ ୪୦୦ ବନ୍ଦେ ଭାରତ ଟ୍ରେନ୍‌

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ ୧୬ ଲକ୍ଷ ଚାକିରି ଯୁବକମାନଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ରଖିଛନ୍ତି । ଆସନ୍ତା ୨୫ ବର୍ଷ ପାଇଁ ଏହି ବଜେଟରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି କୁହାଯାଇଛି
Read More...

ବଜେଟରେ କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଦିଆଯିବ, ତୈଳବୀଜ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନ ଆରମ୍ଭ ହେବ । ଏହା ବ୍ୟତୀତ ରାସାୟନିକ ମୁକ୍ତ
Read More...

ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, ପୁଞ୍ଜି ବିନିବେଶ, ସଡ଼କ
Read More...

ଜଣକ ଦେହରେ ତିନୋଟି ଭାରିଆଣ୍ଟ

ଜେରୁଜେଲାମ: ଗୋଟିଏ କି ଦୁଇଟି ନୁହେଁ,ଜଣକ ଠାରେ କରୋନାର ୩ଟି ଭାରିଆଣ୍ଟ । ଏହା ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗିୁଥିଲେ ମଧ୍ୟ ନିରାଟ ସତ୍ୟ । ଇସ୍ରାଏଲରେ ଏହା ଦେଖିବାକୁ ମିଲିଛି । ତାହା ପୁଣି ଏକ ଶିଶୁ ଠାରେ । ମାତ୍ର ୧୧ ବର୍ଷ ବୟସର ବାଳକ ଦେହରେ କରୋନାର ତିନୋଟି ଭାରିଆଣ୍ଟ ଆଲ୍ଫା, ଡେଲ୍ଟା
Read More...

“ଭାରତର କରୋନା ମୁକାବିଲା ସାମର୍ଥ୍ୟ ପ୍ରମାଣିତ ହୋଇଛି’

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦବୋଧନ ସହ ଏହି ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଦେଶ କରୋନା ବିରୋଧରେ ଲଢେଇ ଚଳାଇଛି । ମହାମାରୀ
Read More...

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ଟିକାକରଣ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିବସରେ ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଆଗତ ୨୦୨୧-୨୨ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ
Read More...