Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
“ଅନ୍ଧ ବିରୋଧ ଗଣତନ୍ତ୍ରର ପରିପନ୍ଥୀ’
ନୂଆଦିଲ୍ଲୀ,୭/୨: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ । ଯେତେ ଚେଷ୍ଟା କଲେ ବି ଏହା ସେହିସବୁ ରାଜ୍ୟରେ କ୍ଷମତାକୁ ଆସିପାରୁ ନାହିଁ । ନିଜ ଘରକୁ ସଜାଡ଼ିବା ପରିବର୍ତ୍ତେ ଏହା ଆମକୁ ବିରୋଧ କରିବା କାର୍ଯ୍ୟରେ ମାତିଛି । ନିର୍ବାଚନରେ ବାରମ୍ବାର ପରାଜୟ ସତ୍ତେ୍ୱ ଏହା!-->…
Read More...
Read More...
ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର
ଡେରାଡୁନ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର। ସୋମବାର ଡେରାଡୁନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି।
ଏହି ଅବସରରେ!-->!-->!-->…
Read More...
Read More...
ପୁରସ୍କାର ଓ ସମ୍ମାନ
୧୯୫୯: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ମଧୁମତି)୧୯୬୩: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ବିସ୍ ଶାଲ୍ ବାଦ)୧୯୬୬: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର୧୯୬୬: ସାଧ ମନସା ପାଇଁ ସର୍ବଶେଷ୍ଠ ଗାୟିକା୧୯୬୯:!-->…
Read More...
Read More...
ପୁଣି ବଢିଲା ନିର୍ବାଚନୀ ପ୍ରଚାର କଟକଣା
ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଦେଶର ନିର୍ବାଚନ କମିସନ ସବୁପ୍ରକାର ଉଦ୍ୟମ କରୁଛନ୍ତି । କରୋନା କଟକଣା ମଧ୍ୟରେ ପ୍ରଚାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଚଛି । ଏବେ ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି ନିର୍ବାଚନ!-->…
Read More...
Read More...
ପଞ୍ଚଭୂତରେ ଲୀନ ହେଲା ଲତାଙ୍କ ପାର୍ଥିବ ଶରୀର : ଭାଇ ଦେଲେ ମୁଖାଗ୍ନି
ମୁମ୍ୱାଇ ,୬/୨: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର । ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ୱାଇର ଶିବାଜୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଗାର୍ଡ ଅଫ୍ ଅନର ପ୍ରଦାନ!-->…
Read More...
Read More...
ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ, ୯୨ ବର୍ଷରେ ଆଖି ବୁଜିଲେ ମହାନ ଗାୟିକା ଲତା ମଙ୍ଗେସକର
ନୂଆଦିଲ୍ଲୀ,୬/୨ : ଆରପାରିରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବଲିଉଡ୍ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍ ହୋଇଥିବା ବେଳେ ତାଙ୍କୁ!-->…
Read More...
Read More...
ଘୁଞ୍ଚିଲା ନିଟ୍-ପିଜି ପରୀକ୍ଷା
ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍-ପିଜି ପରୀକ୍ଷା । କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଜି ଏହାକୁ ୮ ସପ୍ତାହ ଘଞ୍ଚାଇ ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୧୨, ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା । ୬ଜଣ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନିଟ୍-ପିଜି ପରୀକ୍ଷା!-->…
Read More...
Read More...
ଅଢେଇ ବର୍ଷରେ ଖତମ ହେଲେଣି ୪୩୯ ଆତଙ୍କବାଦୀ
ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହୃତ ହେବାର ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ଆତଙ୍କବାଦୀ ଗତିବିଧି ପୂର୍ବପରି ଲାଗି ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ସେଠାରେ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୩୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ରାଜ୍ୟସଭାରେ!-->…
Read More...
Read More...
ଗାଡ଼ି ଆଲୁଅରେ ପରୀକ୍ଷା ଦେଲେ ୪୦୦ ଛାତ୍ର
ପାଟନା: ବିହାରରେ କୋଡର଼୍ ଇଣ୍ଟର ପରୀକ୍ଷା ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯେ ପିଲାମାନଙ୍କୁ ଗାଡ଼ି ହେଡଲାଇଟରେ ପରୀକ୍ଷା ଦେବାକୁ ପଡ଼ିଛି ।!-->…
Read More...
Read More...
ୟୁଏଇ ଉପରେ ଘନ ଘନ ମିସାଇଲ ମାଡ : ସମର୍ଥନରେ ବାହାରିଲା ଆମେରିକା
ଦୁବାଇ: ଏବେ କିଛି ଦିନ ହେଲା ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଉପରେ ଚାଲିଛି ଭୟଙ୍କର ମିସାଇଲ ମାଡ । ଏଥିରେ ଏହାର ବିପୁଳ କ୍ଷତି ହେଲାଣି । ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ଏଭଳି ଆକ୍ରମଣ କରୁଛି । ଏହି ଆକ୍ରମଣର ଜବାବ ଦେବା ପାଇଁ ବର୍ତ୍ତମାନ ଆମେରିକା ଆଗେଇ ଆସିଛି । ୟୁଏଇକୁ ଏହା!-->…
Read More...
Read More...