Browsing Category

ଦେଶ- ବିଦେଶ

କେରଳରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି। ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ଶୁକ୍ରବାର ଠାରୁ ସ୍ଥିତି ଜଟିଳ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ
Read More...

ଦେଶରେ ପୁଣି ବାହାରିଲେ ୧୩୫୯୬ କରୋନା, ୧୬୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୩୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ
Read More...

ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି
Read More...

ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୨୪ ଘଣ୍ଟାରେ ୧୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨ରେ
Read More...

କିପର ନବରାତ୍ରି ବ୍ରତ ପାଳନ କରୁଛନ୍ତି ପ୍ରିୟଙ୍କା; ଦେଖନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏକ ଖବର ଆସିଛି ସାମ୍ନାକୁ । ଦଳ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଏଥର ନବରାତ୍ରି ବ୍ରତ କରୁଛନ୍ତି ପାଳନ । ତେବେ ଏ ସମ୍ବନ୍ଧରେ ପ୍ରିୟଙ୍କାଙ୍କ ତରଫରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରାପ୍ତ ସୂଚନାରୁ
Read More...

ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬
Read More...

୩୦ ଦିନରେ କରୋନା ପୀଡିତଙ୍କୁ ମିଳିବ କ୍ଷତିପୂରଣ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ । କିନ୍ତୁ
Read More...

ଖେରୀ ହିଂସା ତାତି: ଅଖିଳେଶ, ପ୍ରିୟଙ୍କା ଅଟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ରାଜନୀତି ବଢିବାରେ ଲାଗିଛି । ଏହି ହିଂସାକାଣ୍ତରେ ୮ ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।
Read More...

ଦୀପାବଳୀରେ ଫୁଟିବନି ବାଣ,ଏସବୁ ରାଜ୍ୟ କଲେ ବ୍ୟାନ୍

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ପାର୍ବଣ ଋତୁ ଆସି ପହଞ୍ଚିଯାଇଛି । ତେଣୁ ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ପାର୍ବଣ ସମୟରେ ଲୋକମାନେ ଅନେକ ସ୍ଥାନରେ ଭିଡ଼ ଜମାଇପାରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି
Read More...

୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ
Read More...