Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କଂଗ୍ରେସ ଛାଡିବି, ବିଜେପିରେ ଯୋଗ ଦେବିନାହିଁ: ଅମରିନ୍ଦର
ନୂଆଦିଲ୍ଲୀ: କ୍ୟାପଟେନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ସେ ଏହି ଚର୍ଚ୍ଚାକୁ ସମାପ୍ତ କରିଛନ୍ତି । ସେ କହିଛନ୍ତି ଯେ, ସେ ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି କିନ୍ତୁ ବିଜେପିରେ ଯୋଗ ଦେବେ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ!-->…
Read More...
Read More...
ଅକ୍ଟୋବର ୧ରୁ ଦିଲ୍ଳୀରେ ସମସ୍ତ ବେସରକାରୀ ମଦ ଦେକାନ ବନ୍ଦ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ବେସରକାରୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହିବ। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୨୬୬ ବେସରକାରୀ ମଦ ଦୋକାନ ସହିତ ସମସ୍ତ ଦୋକାନକୁ ଟେଣ୍ଡର!-->…
Read More...
Read More...
ନଦୀକୁ ଖସିଲା ବସ୍ :୬ ମୃତ, ୨୧ ଗୁରୁତର
ଶିଲଂ : ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାନୁସାରେ. ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ନଷ୍ଟ କରୁଛନ୍ତି: ରାହୁଲ୍ ଗାନ୍ଧୀ
ମଲପ୍ପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଦୋଷାରୋପ କରିଛନ୍ତି। କେରଳର ମଲପ୍ପୁରମ୍ରେ ଏକ ‘ଡାଏଲିସିସ୍ ସେଣ୍ଟର୍’ର ଉଦ୍ଘାଟନୀ ଉତ୍ସବରେ!-->…
Read More...
Read More...
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା
ଚଣ୍ଡିଗଡ : ପଞ୍ଜାବ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ଆଜି କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ମାତ୍ର ୭୨ ଦିନ ରହିଛନ୍ତି । ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ!-->…
Read More...
Read More...
ଅମିତ ଶାହଙ୍କୁ ଭେଟିବେ କ୍ୟାପଟେନ୍ ଅମରିନ୍ଦର
ଚଣ୍ଡିଗଡ : କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୩:୩୦ ରେ କ୍ୟାପଟେନ୍ ଦିଲ୍ଲୀ ଯିବେ । କୁହାଯାଉଛି ଯେ କ୍ୟାପଟେନ!-->…
Read More...
Read More...
ଦେଶରେ ୨୪ ଘଣ୍ଟାରେ ୨୬,୯୬୪ କରୋନା ସଂକ୍ରମିତ ଓ ୩୮୩ ମୃତ
ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୯୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି, ଯାହ ଏକ ଆଶ୍ୱସ୍ତିକର କଥା । ସୁସ୍ଥତା ହାର ୯୭.୭୭ ପ୍ରତିଶତ!-->…
Read More...
Read More...
ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ!-->…
Read More...
Read More...
ଅଶ୍ଳୀଳ ଚଳଚ୍ଚିତ୍ର ମାମଲା: ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା
ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି । ସୋମବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ । ଅଦାଲତ କୁଣ୍ଡ୍ରାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ!-->…
Read More...
Read More...
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଉଧମପୁର: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ହେଲିକପ୍ଟର କ୍ରସ୍ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ଜିଲ୍ଲାର ଶିବଗଡ ଧର଼ ଠାରେ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୋଲିସ୍ ଟିମ୍ ସେଠାରେ ଯାଇ ପହଞ୍ଚିଛନ୍ତି । ସୂଚନା ଯେ, ଉକ୍ତ ସ୍ଥାନରେ!-->…
Read More...
Read More...