Browsing Category

ଦେଶ- ବିଦେଶ

୧୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ନିୟନ୍ତ୍ରିତ ହେଉନାହିଁ । ଦୈନିକ ସଂକ୍ରମଣ ପୂର୍ବ ପରି ପ୍ରତିଦିନ ୪୦ ହଜାରରୁ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୮ ହଜାର ୫୫୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
Read More...

ପହଞ୍ଚିଲା ରାଫେଲ୍‌, ସ୍ୱାଗତ କଲା ଭାରତ

ଅମ୍ବାଲା : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତରେ ପହଞ୍ଚିଛି ଦୁର୍ଦ୍ଧଷ ଲଢ଼ୁଆ ବିମାନ ରାଫେଲ୍‌ । ଫ୍ରାନ୍ସରୁ ପାଞ୍ଚୋଟି ରାଫେଲ୍‌ ବିମାନ ଆସି ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଅବତରଣ କରିଛି । ଏହାପରେ ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ସେଠାରେ ଏହି
Read More...

ଦେଶରେ ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫

ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜିର ଦୈନିକ ସଂକ୍ରମଣ କମ୍‌ ରହିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୬୫୪ କରୋନା ରୋଗୀଙ୍କର ମୃତ୍ୟୁ
Read More...

ସନ୍ତ୍ରାସବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

ନୂଆଦିଲ୍ଲୀ : ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଅଯୋଧ୍ୟା ସହରରେ ଏକ ବଡ଼ ଧରଣର ହମ୍‌ଲା କରିପାରନ୍ତି । ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ
Read More...

ରେସରେ ସବୁଠୁ ଆଗରେ ଏହି ଟପ୍ ୫ କରୋନା ଭେକସିନ, ଜାଣନ୍ତୁ କେଉଟା ମିଳିବ ପ୍ରଥମେ ଓ କାହାର ଦାମ୍ କେତେ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ୧୫୦ ଭେକସିନକୁ ନେଇ ରିସର୍ଚ୍ଚ ଚାଲିଛି ଓ ଏଥିରୁ ୧୪୦ଟି ଭେକସିନ ଆରମ୍ଭ ଷ୍ଟେଜରେ ରହିଛି । ୧୦ରୁ ୧୨ଟି ଭେକସିନ ଏବେ ଆଂଶିକ ଭାବେ ସଫଳ ହୋଇଛି । ଏବେ ଗ୍ଲୋବାଲ କମ୍ୟୁନିଟିର ନଜର ରହିଛି ଏହି ଭେକସିନ ସଫଳ ହେବା ପରେ
Read More...

ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା
Read More...

ଭାରତ ଆସୁଛି “ରାଫେଲ୍’

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଶକ୍ତି ଆଗକୁ ଆହୁରି ସୁଦୃଢ଼ ହେବାକୁ ଯାଉଛି । ସମ୍ଭାବ୍ୟ ପଡୋଶୀ ଆକ୍ରମଣର ମୁକାବିଲା ପାଇଁ ଭାରତ ତା'ର ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅସ୍ତ୍ର ସାମିଲ କରୁଛି । ଏବେ ଫ୍ରାନ୍ସରୁ ଭାରତ ଅଭିମୁଖେ ଯାତ୍ରା କରିଛି ରାଫେଲ୍ । ରାଫେଲ୍ ହେଉଛି
Read More...

ରେକଡର଼୍ ଭାଙ୍ଗିଲା କରୋନା:ଦିନକରେ ପ୍ରାୟ ୫୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି । ଆଜି ସଂକ୍ରମଣ ସବୁ ରେକଡର଼୍ ଭାଙ୍ଗିଛି । ଦିନକରେ ୪୯ ହଜାର ୯୩୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ
Read More...

ଦେଶର କରୋନା ମୃତ୍ୟୁ ୩୨ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୮ ହଜାର ୬୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୫ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଥିବା ବେଳେ
Read More...

୩ ହଜାରରୁ ଅଧିକ କରୋନା ରୋଗୀଙ୍କ ପତ୍ତା ମିଳୁନି

ବେଙ୍ଗାଲୁର: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଉ କେତେକ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । କରୋନା ରୋଗୀମାନଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । କାରଣ ବହୁ ଆକ୍ରାନ୍ତ ବ୍ୟକ୍ତି ନିଜଆଡୁ ସୂଚନା ଦେଉନାହାନ୍ତି । ସେମାନଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି ।
Read More...