Browsing Category

ଦେଶ- ବିଦେଶ

କୋଭାକ୍ସିନ୍‌ ଅପେକ୍ଷା କୋଭାଶିଲ୍ଡ ଅଧିକ ଫଳପ୍ରଦ,କିନ୍ତୁ…

ନୂଆଦିଲ୍ଲୀ : ଏକ ଅଧ୍ୟୟନ ଦାବି କରିଛି ଯେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଅପେକ୍ଷା ପ୍ରଥମ ଡୋଜ ପରେ କୋଭିଶିଲ୍ଡ ଅଧିକ ଆଣ୍ଟିବଡି ଉତ୍ପାଦନ କରିବାରେ ସକ୍ଷମ ହେଉଛି । କରୋନା ଭାଇରସ୍‌ ଭ୍ୟାକ୍ସିନ୍‌-ପ୍ରେରିତ ଆଣ୍ଟିବଡି ଟାଇଟ୍ରେ (ସିଓଭିଏଟି) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ
Read More...

ସୁଧୁରୁଛି ଦେଶର କୋରନା ସ୍ଥିତି : କମୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୦୯,୯୭୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ
Read More...

୨ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା : ୩୦ ମୃତ, ୫୦ରୁ ଅଧିକ ଆହତ

କରାଚୀ : ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧର ଦହରକି ଅଞ୍ଚଳରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମିଲାଟ
Read More...

ସୀମାରେ ୯୦ ପ୍ରତିଶତ ଯବାନ ବଦଳାଇଲା ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ୯୦ ପ୍ରତିଶତ ଯବାନଙ୍କୁ ବଦଳାଇ ଦେଇଥିବା ଜଣାଯାଇଛି । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଚୀନ ଯବାନମାନଙ୍କୁ ବଦଳାଇ ଦେଇଛି । ଯେଉଁ ଯବାନ ଅତ୍ୟଧିକ ଥଣ୍ଡାରେ ଅତିଷ୍ଠ ସେମାନଙ୍କୁ ଚୀନ ବଦଳାଇ ଦେଇଛି । ଗତ ବର୍ଷ ଏପ୍ରିଲ- ମେରୁ ଚୀନ ୫୦ ହଜାର ଯବାନଙ୍କୁ
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ କୁମାର

ମୁମ୍ବାଇ : ଭେଟେରାନ୍‌ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ରବିବାର ଦିନ ହଠାତ୍‌ ଖରାପ ହୋଇଯାଇଛି । ସେ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ରବିବାର ଦିନ ୯୮ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ଏଫ୍‌ଆଇଆର

କୋଲକତା : ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ଏବଂ ତାଙ୍କ ଭାଇ ସୋମଣ୍ଡୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି । ତାଙ୍କ ନାମରେ ପୌର ସଂସ୍ଥାରୁ ରିଲିଫ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । କାଣ୍ଠି ମ୍ୟୁନିସିପାଲିଟି ପ୍ରଶାସନିକ୍‌ ବୋର୍ଡର ସଦସ୍ୟ ରତ୍ନାଦୀପ
Read More...

ଭାରତୀୟଙ୍କୁ କ୍ଷମା ମାଗିଲା ଗୁଗୁଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ କନ୍ନଡ ଭାଷାକୁ ଭାରତର ସବୁଠାରୁ ଖରାପ ଭାଷା ବୋଲି ଆଖ୍ୟା ଦେଇଛି । ଯେଉଁଥିପାଇଁ ଗୁଗୁଲ କ୍ରମାଗତ ଭାବରେ ସମାଲୋଚନାର ସମ୍ମୁଖୀନ ହେଉଥିଲା । ଏହା ପରେ ଗୁରୁବାର ଦିନ ଗୁଗୁଲ ଇଣ୍ଡିଆର ମୁଖପାତ୍ର ଏକ ବିବୃତ୍ତି ଦେଇ ଭାରତୀୟଙ୍କ ନିକଟରେ କ୍ଷମା
Read More...

ମମତା ଶରଣଂ ଗଚ୍ଛାମି : ଟିଏମ୍‌ସି ସଂପର୍କରେ ଅଛନ୍ତି ୩୩ ବିଜେପି ବିଧାୟକ !

କୋଲକତା : ପଶ୍ଚିମବଙ୍ଗରେ ଟିଏମସି ବହୁମତ ହାସଲ କରିବା ସହ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ କେତେକ ଟିଏମ୍‌ସି ନେତା ବିଜେପି ଦଳରେ ମିଶିଥିଲେ । ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ବିଜେପି ଟିକେଟ୍ ଦେଇଥିଲା । ସେମାନଙ୍କ ମଧ୍ୟରୁ କେତେକ ବିଧାୟକ ହୋଇଥିବା ବେଳେ ଆଉ କେତେକ ପରାଜିତ
Read More...

୧୫ ଦିନରେ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ଏବେ ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ ସିବିଏସଇ ସମ୍ପାଦକ ଅନୁରାଗ
Read More...