Browsing Category

ଦେଶ- ବିଦେଶ

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଏନ.ଭି. ରାମନ୍ନାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ,୨୪/୪- ରାଷ୍ଟ୍ରପତିଭବନରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରାମନ୍ନା ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ
Read More...

ରାହୁଲ ଗାନ୍ଧିଙ୍କୁ କରୋନା

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ରାହୁଲ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ସବୁ
Read More...

୨୨ରୁ ପୂରା ଝାଡ଼ଖଣ୍ଡ ଲକଡାଉନ

ରାଞ୍ଚି : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ପରେ ଝାରଖଣ୍ଡ ସରକାର ପୂରା ରାଜ୍ୟକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଆସନ୍ତା ୨୨ ତାରିଖରୁ ୨୯
Read More...

ଲକଡାଉନ୍ ଲାଗୁ ଅଧିକାର ରାଜ୍ୟ ପାଖରେ ରହିଛି : ଶାହ

ନୂଆଦିଲ୍ଲୀ : ଦେଶରେ କରୋନାକୁ ନେଇ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ଲକ୍ଷଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୫୦୦ରୁ ଅଧିକ ସଂକ୍ରମିତ ଦୈନିକ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ ଓ ୱିକଏଣ୍ଡ୍ ଫେରିଛି । ସ୍ଥିତି ଏପରି ହୋଇଛି ଯେ, ଦେଶରେ ପୁଣି ଥରେ
Read More...

ସ୍ଥଗିତ ହେଲା ଜେଇଇ ମେନ୍

ନୂଆଦିଲ୍ଲୀ: ସ୍ଥଗିତ ହେଲା ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍‌) ବା ଜେଇଇ(ମେନ୍‌) । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜେଇଇ (ମେନ୍‌)ର ନୂଆ ତାରିଖ ପରୀକ୍ଷାର ୧୫ ଦିନ ପୂର୍ବରୁ ଘୋଷଣା କରାଯିବ ବୋଲି
Read More...

ଟିକା ନନେଲେ ହଜ୍ ଯାତ୍ରା ମନା

ମୁମ୍ୱାଇ: ଆଗକୁ ହଜ୍ ଯାତ୍ରା । ଏହା ପୂର୍ବରୁ ଭାରତରେ ଥିବା ହଜ୍ କମିଟି ଏହି ଯାତ୍ରା ବାବଦରେ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେଉଁମାନେ ହଜ୍ ଯିବାକୁ ଚାହୁଁଥିବେ ସେମାନଙ୍କୁ କୋଭିଡର ଦୁଇଟି ଯାକ ଟିକା ନେବାକୁ ହେବ । ଅର୍ଥାତ୍ ଚଳିତ ବର୍ଷ କୋଭିଡ୍ ଟିକା ନେଇନଥିଲେ
Read More...

ସୁଧୁରୁଛି ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

ହାଇଦ୍ରାବାଦ,୨୬/୧୨: ଶୁକ୍ରବାର ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ ହସ୍ପିଟାଲେର ଭର୍ତ୍ତି ହୋଇଥିଲେ । ସେ ନିଜ ଆଗାମୀ ଚଳଚ୍ଚିତ୍ର ଆନ୍ନାନ୍ଥେର ଶୁଟିଂ ବେଳେ ତାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ଦିଲ୍ଲୀରେ ଭୂମିକମ୍ପ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ନିମ୍ନ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍‌ମୋଲୋଜି କହିବା ଅନୁସାରେ,ଭୋର୍ ୫.୦୨ରେ ସଙ୍ଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୨.୩ ବୋଲି ରିକ୍ଟର୍ ସ୍କେଲ୍‌ରୁ ଜଣାପଡିଛି ।
Read More...

ପିଏମ୍‌-କିଷାନ୍ ଯୋଜନା : ୯କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୦୦୦ କୋଟି

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ରିଲିଜ୍ କରିଛନ୍ତି । ଗତ ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ
Read More...

ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।ରିପୋର୍ଟ ଲେଖା
Read More...