Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ
ବେଜିଂ : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ସହ ଲଢ଼ୁଥିବା ବେଳେ ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ ହୋଇଛି । ଏହା ମଧ୍ୟ କରୋନା ଭଳି ଅତି ମାରାତ୍ମକ ଭୂତାଣୁ । ଘୁଷୁରୀମାନଙ୍କଠାରେ ଏହି ଭୂତାଣୁ ରହିଛି । ଏହା ମଣିଷକୁ ସଂକ୍ରମଣ କରିପାରେ । ପରେ ଏହି ଭୂତାଣୁ ମଣିଷକୁ ମଣିଷ ସଂକ୍ରମଣ!-->…
Read More...
Read More...
ଟିକ୍ ଟକ୍ ସମେତ ୫୯ଟି ଚାଇନିଜ ଆପ୍କୁ ନିଷିଦ୍ଧ
ନୂଆଦିଲ୍ଲୀ,୨୯/୬- ଚୀନ ସୀମାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ହେବାକୁ ଥିବାବେଳେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍କୁ ଦେଶରେ ନିଷିଦ୍ଧ କରିବାପାଇଁ ଆଜି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଳଏସିରେ ଉଭୟ ଦେଶର!-->…
Read More...
Read More...
ଦିନକରେ ୧୯, ୪୫୯ ଆକ୍ରାନ୍ତ
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯,୪୫୯ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୩୮୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୪୭୫କୁ ବୃଦ୍ଧି ପାଇଛି ।!-->…
Read More...
Read More...
ବିଶ୍ୱରେ ଭାରତ ପ୍ରତି ବଢ଼ୁଛି ସମର୍ଥନ
ସୀମାରେ ଚୀନ୍ର ଉତ୍ପାତ୍ତ ଏବଂ କରୋନା ପ୍ରସଙ୍ଗରେ ବିଶ୍ୱରେ ଭାରତ ପ୍ରତି ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ଦୃଢ଼ ସମର୍ଥନ ଜଣାଉଛନ୍ତି । ଋଷ୍ ପରେ ଏବେ ଆମେରିକ, ଇସ୍ରାଏଲ୍ ଓ ଜାପାନ୍ ଭାରତ ସପକ୍ଷରେ ବାହାରିଛନ୍ତି । ଫଳରେ ଚୀନ୍ ବିରୋଧୀ ଅଭିଯାନରେ!-->…
Read More...
Read More...
ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ପ୍ରତିଦିନ ଏହା ଅତୀତର ଦୈନିକ ସଂକ୍ରମଣ ରେକଡର଼୍କୁ ଅତିକ୍ରମ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକଡର଼୍ ୧୯ ହଜାର ୯୦୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୮!-->…
Read More...
Read More...
ସୀମା ସୁରକ୍ଷାରେ ସାଲିସ୍ର ପ୍ରଶ୍ନ ଉଠୁନି :ମୋଦି
ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ବି ଭାରତ ସୀମା ସୁରକ୍ଷା କ୍ଷେତ୍ରରେ କିମ୍ବା ଅଖଣ୍ଡତା ସହିତ କେବେବି କୌଣସି ପରିସ୍ଥିତିରେ ସାଲିସ୍ କରିବ ନାହିଁ । ଭାରତକୁ ଯେଉଁମାନେ ନାଲି ଆଖି ଦେଖାଇଛନ୍ତି ଆମ ଯବାନ୍ମାନେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଲଦାଖରେ ମଧ୍ୟ ଯବାନ୍ମାନେ ଉତ୍ପାତ୍ତ!-->…
Read More...
Read More...
ଆୟକର ନିୟମରେ ପରିବର୍ତ୍ତନ: ଭତ୍ତା ଉପରେ ଦାବି କରିହେବ ରିହାତି
ନୂଆଦିଲ୍ଲୀ: ଆୟକର ନିୟମରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯାହା ଆୟକର ଦାତାଙ୍କୁ ବେଶ୍ ଫାଇଦା ଦେବ । ଏହି ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ନୂଆ କର ବ୍ୟବସ୍ଥା ଚୟନ କରୁଥିବା କରଦାତା ଅଧିକାରୀଙ୍କ ପ୍ରୟୋଜନ ଲାଗି ହୋଇଥିବା ଖର୍ଚ୍ଚର ଭତ୍ତାରେ ଶୁଳ୍କ ରିହାତି ଦାବି କରିପାରିବେ । ଏଥିରେ!-->…
Read More...
Read More...
ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା
ନୂଆଦିଲ୍ଲୀ : ସୀମାରେ ଚୀନ୍ର ଉତ୍ପାତ୍ତ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଆଖି ଆଗରେ ରଖି ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଏହି ବୈଠକରେ ତିନିବାହିନୀର ମୁଖ୍ୟ ଓ ସିଡିଏସ୍ ବିପିନ୍ ରାୱତଙ୍କ!-->…
Read More...
Read More...
ଚୀନ୍ ଉପରେ ପ୍ରହାର
ନୂଆଦିଲ୍ଲୀ : ଲଦାଖ୍ସ୍ଥିତ ଏଲ୍ଏସିରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ ୨୦ଜଣ ଭାରତୀୟ ଯବାନ୍ ସହିଦ୍ ହେବା ଘଟଣାରେ ଚୀନ୍କୁ କଡ଼ା ଜବାବ ଦେବା ପ୍ରକ୍ରିୟା ଭାରତ ଆରମ୍ଭ କରିଛି । ଏଲ୍ଏସିରେ ଭାରତ ତା'ର ସେନା ଶକ୍ତି ବୃଦ୍ଧି କରିଛି । ତିନିବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ବିବାଦର ସମାଧାନ!-->…
Read More...
Read More...
ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ: ମୋଟ ସଂକ୍ରମିତ ସଂଖ୍ୟା ୩.୬୬ ଲକ୍ଷ
ନୂଆଦିଲ୍ଲୀ : ଭାରତରେ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ସତ୍ତେ୍ୱ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷକରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ପ୍ରତିଦିନ ରେକଡର଼୍ ଭାଙ୍ଗୁଛି । ଆଜି ଏହା ଗତ ଦିନଗୁଡ଼ିକର ସବୁ ରେକଡର଼୍କୁ ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ!-->…
Read More...
Read More...