Browsing Category

ଦେଶ- ବିଦେଶ

ଚୀନର କରୋନା ତଥ୍ୟକୁ ନେଇ ସବୁ ଦେଶର ସନ୍ଦେହ

ବେଜିଂ: ଚୀନରେ କରୋନା ଭାଇରସର ସଂକ୍ରମଣରେ ଆକ୍ରାନ୍ତ ଓ ମୃତ୍ୟୁ ସଂପର୍କରେ ଦେଶର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ଆମେରିକା, ବ୍ରିଟେନ, ଋଷିଆ, ଫ୍ରାନ୍ସ, ଦକ୍ଷିଣକୋରିଆ ସମେତ ବହୁ ଦେଶ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଶୁକ୍ରବାର ଚୀନର ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ
Read More...

ବିଶ୍ୱର ପ୍ରଥମ ସୁନାର ଏଟିଏମ ନିର୍ମାଣ ହେଲା, ଯାହାର ମୂଲ୍ୟ ଜାଣିଲେ ଆପଣ ଚମକିବେ

ଏଟିଏମ କାର୍ଡ ଆମେ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାଉ । ଏହା ଆମ ଦୈନନ୍ଦିନ ଜୀବନ ଏକ ପ୍ରମୁଖ ଅଙ୍ଗ ପାଲଟିଯାଇଛି । ଏଟିଏମ କାର୍ଡ ଆମକୁ ବ୍ୟାଙ୍କିଂ କାମକୁ ଏତେ ସହଜ କରିଦେଇଛି ଯେ, ଆମେ ଏହା ଉପରେ ପୁରା ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବନାହିଁ । ଆମର ବିକାଶରେ ଏଟିଏମ କାର୍ଡର ବହୁତ
Read More...

ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ

ନ୍ୟୁୟର୍କ : ଆମେରିକାରେ ଯେତେଯାହା ପଦକ୍ଷେପ ନିଆଗଲେ ମଧ୍ୟ ସଂକ୍ରମଣର ପ୍ରଭାବ ନିୟନ୍ତ୍ରିତ ହେଉନାହିଁ । ପ୍ରତିଦିନ ଶତାଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଓ ଆତଙ୍କ ସୃଷ୍ଟିକଲା ଭଳି ଘଟଣା ଘଟିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି ।
Read More...

ଲକଡାଉନ୍ ସମୟରେ ପୁଲିସର ମହାନତା : ମହିଳାଙ୍କ ଶବକୁ କାନ୍ଧଦେଲେ, ଅନ୍ତିମ ସଂସ୍କାର ମଧ୍ୟ କଲେ

ଲକ୍ଷେ୍ନା÷: ବର୍ତ୍ତମାନ ଲକଡାଉନ ସମୟରେ ପୁଲିସ କର୍ମଚାରୀ ଓ ମେଡିକାଲ କର୍ମଚାରୀମାନେ ଯେଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି ତାହାକୁ ଦେଶବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଲକଡାଉନ ଯୋଗୁଁ ବହୁ ଅସହାୟ ଓ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି ।
Read More...

ଚୀନରୁ ଆସିଲା ୬ଲକ୍ଷ ଟେଷ୍ଟକିଟ୍‌

ନୂଆଦିଲ୍ଲୀ: ଭାରତର ଅନୁରୋଧ କ୍ରମେ ଚୀନ ସରକାର ୬ଲକ୍ଷରୁ ଅଧିକ ଟେଷ୍ଟକିଟ୍ ପଠାଇଛି । ଆଜି ଏହି କିଟ୍ ଭାରତରେ ପହଞ୍ଚିଛି । ଏହାଛଡା ୧ଲକ୍ଷ ଆର୍‌ଏନ୍‌ଏ କିଟ୍ ମଧ୍ୟ ଆସିଛି । ଦେଶରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା
Read More...

୧୦୮ ଦେଶକୁ ମେଡିସିନ ପଠାଇଲା ଭାରତ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଲାଗି ରହିଥିବା କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଭାରତ ବର୍ତ୍ତମାନ ପ୍ରାଣକର୍ତ୍ତା ସାଜିଛି । ସଂକ୍ରମଣର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କ୍ଲୋରୋକୁଇନ୍ ଓ ପାରାସିଟାମଲ ବଟିକା ବହୁ ପରିମାଣରେ ଭାରତ ବିଭିନ୍ନ ଦେଶକୁ ପଠାଉଛି । ବର୍ତ୍ତମାନ ସୁଦ୍ଧା
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଘଟଣା ଅତି ନିନ୍ଦନୀୟ: ସଲମନ୍‌

ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନାରେ ଆକ୍ରାନ୍ତ । ଏହି ମହାମାରୀ କରୋନାକୁ ହଟାଇବା ପାଇଁ ଏକମାତ୍ର ମୂଳ ଅସ୍ତ୍ର ହେଉଛି ଲକ୍‌ଡାଉନ୍ । ଏହି ଲକ୍‌ଡାଉନ୍ ସମୟରେ ସରକାରଙ୍କ ଦ୍ୱାରା ଜାରି ନିୟମକୁ ଉଲ୍ଲଙ୍ଘନ କରିବା, ବାହାରେ ବିନା କାରଣରେ ଭ୍ରମଣ କରିବା, ଡାକ୍ତରଖାନାମାନଙ୍କରେ
Read More...

ଏଣିକି ଛେପ ପକାଇଲେ ଫାଇନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ଅଧିକରୁ ଅଧିକ ବ୍ୟାପୁଥିବାରୁ ତାହାକୁ ରୋକିବା ପାଇଁ କେନ୍ଦ୍ର ସରକାର କେତେକ କଡା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଏଣିକି ସାର୍ବଜନିନ ସ୍ଥାନରେ ଛେପ ପକାଇଲେ ମାମଲା ରୁଜୁ ହେବ । ଏବଂ ଫାଇନ ଆଦାୟ କରାଯିବ । ଏହା ସାରା ଦେଶରେ ଲାଗୁ
Read More...

ଜେଲ ଗଲେ ୧୭ ବିଦେଶୀ ନାଗରିକ

ପାଟନା : ବିହାରରେ କୋରନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଂକ୍ରମଣ ଯେପରି ଅନ୍ୟ ଅଂଚଳଗୁଡିକ ନବ୍ୟାପିବ ସେଥିପାଇଁ ବିଦେଶରୁ ଆସି ଏହି ରାଜ୍ୟରେ ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସେମାନଙ୍କର ଚିହ୍ନଟ
Read More...

ଲକଡାଉନ-୨କୁ ନେଇ ଗାଇଡଲାଇନ ଜାରି : କ’ଣ ରହିବ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ଏହା ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକଡାଉନ ୨.୦କୁ ନେଇ ଆଜି ଗୃହମନ୍ତ୍ରଣାଳୟ କିଛି ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read More...