Browsing Category

ଦେଶ- ବିଦେଶ

ସ୍ଥିତି ସୁଧୁରୁନି: ଗୋଟିଏ ଦିନରେ ୧୩୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସଂକ୍ରମଣକୁ ପ୍ରତିହତ କରାଯାଇ ପାରୁ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩୯୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୮୯୨ରେ ପହଞ୍ଚିଛି । ସେହିପରି,
Read More...

୩ ପରେ ବି ବଢ଼ିବ ଲକ୍‌ଡାଉନ୍ !

ନୂଆଦିଲ୍ଲୀ : ଚାଳିଶି ଦିନ ହେଲା ଲକ୍‌ଡାଉନ୍‌ରେ ଆବଦ୍ଧ ହୋଇ ରହିଥିବା ଭାରତବାସୀଙ୍କ ପାଇଁ ନିସ୍ତାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷିତ ୪୦ ଦିନିଆ ଲକ୍‌ଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହୋଇଯାଉଥିଲେ ମଧ୍ୟ ମହାମାରୀ କରୋନା ନିୟନ୍ତ୍ରଣ ରୋକି ହୋଇପାରୁ ନାହିଁ
Read More...

ଲକଡାଉନରେ ଗଙ୍ଗାର ପାଣି ଏତେ ସଫା ହେଲା ଯେ ଦେଖାଯାଉଛି ତଳର ମାଟି, ଦେଖନ୍ତୁ ଭିଡିଓ

କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତରେ ୩ମଇ ଯାଏ ଲକଡାଉନ ଘୋଷଣା କରାଯାଇଛି । ପିଏମ୍ ମୋଦି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଯେଉଁଥି ପାଇଁ ଗଙ୍ଗାର ପାଣିରେ ମଧ୍ୟ ସୁଧାର ଆସିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପର୍ଯ୍ୟବରଣ ବୋର୍ଡରୁ କହିବା ଅନୁଯାୟୀ ପୂର୍ବ
Read More...

କରୋନା ନେଲା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଜୀବନ

କୋଲକାତା : ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ, ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Read More...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ସନ୍ତ୍ରାସବାଦୀ

ଶ୍ରୀନଗର : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ତା\'ର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି । ବିଶେଷ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା କାଶ୍ମୀର ଭିତରକୁ ଅସଂଖ୍ୟ ଆତଙ୍କବାଦୀଙ୍କୁ
Read More...

ଗୋଟିଏ ଦିନରେ ରେକର୍ଡ଼ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ସଂକ୍ରମଣ ପ୍ରତିହତ ହେବା ବଦଳରେ ରେକର୍ଡ଼ ସୃଷ୍ଟି କରୁଛି । କେବଳ ଗୋଟିଏ ଦିନରେ ଦେଶରେ ରେକର୍ଡ଼ ୧୯୯୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ୨୪ ଘଣ୍ଟା ଭିତରେ
Read More...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ଡେଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ ୨୪,୫୦୬ ଲୋକ ଆକ୍ରାନ୍ତ ହୋଇସାରିଲେଣି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୪,୮୧୯ଜଣ ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ୭୨୩ଜଣ
Read More...

ଯୁବକଙ୍କୁ କରୋନା ରୋଗୀ ଭାବି କଲେ ଏଭଳି କାଣ୍ଡ

ଥାନେ : କରୋନା ପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ବିଚିତ୍ର ଘଟଣା ସବୁ ଘଟିଚାଲିଛି । କେଉଁଠି ଗାଁରେ ଲୋକଙ୍କୁ ପୁରାଇ ଦିଆଯାଉନି, ଆଉ କେଉଁଠି ଲୋକଙ୍କୁ କରୋନା ରୋଗୀ ସନ୍ଦେହରେ ଆକ୍ରମଣ ମଧ୍ୟ କରାଯାଉଛି । ଏଭଳି ଏକ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି । ଥାନେର କଲ୍ୟାଣ ସହରରେ ରହୁଥିବା
Read More...

ବିଶ୍ୱରେ ୧.୯୧ ଲକ୍ଷ ଲୋକଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଏବେବି ତା\'ର ରାଜୁତି ଜାରି ରଖିଛି । ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ ବହୁସଂଖ୍ୟାରେ ସଂକ୍ରମିତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ରୋଗରେ ଏକ ଲକ୍ଷ ୯୧ ହଜାର ୫୫ ଜଣଙ୍କର ମୃତ୍ୟୁ
Read More...

ଗାଁର ବିକାଶ ପାଇଁ ନିରନ୍ତର ଜାରି ରହିଛି ପ୍ରୟାସ

ଭୁବନେଶ୍ୱର : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ଦେଶର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସରପଞ୍ଚମାନଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମହାମାରୀ ଆମର ଜୀବନଶୈଳୀ, କାର୍ଯ୍ୟଶୈଳୀ ବଦଳାଇ ଦେଇଛି ।
Read More...