Browsing Category

ଦେଶ- ବିଦେଶ

ଭାରତୀୟ ଛାତ୍ରଙ୍କୁ ୧୧ ଥର ଛୁରାମାଡ଼; ଜଣେ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡ୍‌ନିରେ ୧୧ ଥର ଛୁରି ଭୁଷାଖାଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ କହିଛନ୍ତି। ସଂଗୃହୀତ ସୂଚନା
Read More...

ତନ୍ତ୍ର ମନ୍ତ୍ର ଦ୍ୱାରା ବଞ୍ଚାଇ ଦେବାର ଆଶା ରଖିଥିଲା…ନବରାତ୍ରୀରେ ଝିଅକୁ ବଳି ଦେଲା ବାପା !

ସୁରାଟ : ଗୁଜୁରାଟର ଗିର୍‌ ସୋମନାଥ ଜିଲ୍ଲାରେ ନରବଳିର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ନବରାତ୍ରୀ ସମୟରେ ଜଣେ ପିତା ନିଜର ୧୪ ବର୍ଷର ଝିଅକୁ ବଳିଦାନ ଦେଇଛନ୍ତି । ସେ ତନ୍ତ୍ରମନ୍ତ୍ର ଦ୍ୱାରା ପୁନର୍ଜୀବିତ କରିଦେବେ ବୋଲି ଆଶା କରିଥିଲେ । କିନ୍ତୁ ବଳିଦାନ ଦେବା
Read More...

ଜଷ୍ଟିସ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବାକୁ ଯାଉଛନ୍ତି । ଆଜି ସେ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କୁ ଏକ ଚିଠି ହସ୍ତାନ୍ତର କରିବାକୁ ଯାଉଛନ୍ତି ଯେଉଁଥିରେ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି
Read More...

ୟୁପିରେ ବନ୍ୟା ବିତ୍ପାତ,ଗଲାଣି ୩୫ ଜୀବନ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉଦ୍‌ବେଗନକ ହୋଇପଡ଼ିଛି । ବନ୍ୟାରେ ପ୍ରାୟ ଏଯାବତ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜଧାନୀ ଲକ୍ଷେ୍ନø ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି । ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ
Read More...

ସହରୀ ନକ୍ସଲଙ୍କ ପଛରେ ଅଛି ବିଦେଶୀ ଶକ୍ତି : ମୋଦୀ

ନୂଆଦିଲ୍ଲୀ : ସହରୀ ନକ୍ସଲମାନେ ବର୍ତ୍ତମାନ ଯୁବପିଢିମାନଙ୍କୁ ଏକ ନୂଆ ରୂପରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ରାଜ୍ୟରେ ନକ୍ସଲମାନେ ଯୁବପିଢିମାନଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ସହରୀ ନକ୍ସଲମାନଙ୍କ ପଛରେ ବିଦେଶୀ ଶକ୍ତି
Read More...

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିଛି । ସେମାନେ ହେଲେ ବେନ୍‌ ବେର୍ଣ୍ଣାଙ୍କ, ଡଗଲାସ୍‌ ଡାଇମଣ୍ଡ ଓ ଫିଲିପ୍‌ ଡିଭିଗ୍‌ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି
Read More...

ପରଲୋକରେ ମୁଲାୟମ ସିଂ ଯାଦବ

ଗୁରୁଗ୍ରାମ : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।ଗତ ୧୦ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସା
Read More...

ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହୋଇଛି । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଏହା ପୂର୍ବରୁ ବାରମ୍ବାର ନିଜର ସ୍ୱାସ୍ଥ୍ୟଗତ
Read More...

ଖାଡଗେଙ୍କ ପାଇଁ ଇସ୍ତଫା ଦେଲେ କଂଗ୍ରେସର ୩ ନେତା

ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ୩ ନେତା । କଂଗ୍ରେସ ନେତା ଗୌରବ ବଲ୍ଲଭ,ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଦଳର ଅଧ୍ୟକ୍ଷ ଲାଗି ନିର୍ବାଚନ ଲଢୁଥିବା ମଲ୍ଲିକାର୍ଜୁନ ଖାଡଗେଙ୍କ ଲାଗି ଏମାନେ ପ୍ରଚାର ପାଇଁ ସେ ଇସ୍ତଫା ଦେଇ ଥିବା
Read More...

ଇମ୍ରାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି

ଇସ୍ଲାମାବାଦ,୨/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଜଣେ ମହିଳା ଜଜ୍‌ଙ୍କୁ ଧମକାଇବା ଅଭିଯୋଗରେ ମାଜିଷ୍ଟ୍ରେଟ ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଏହି ୱାରେଣ୍ଟ ଜାରି ହେବା ପରେ ଇମ୍ରାନଙ୍କ ଗିରଫକୁ ନେଇ ଚର୍ଚ୍ଚା
Read More...