Browsing Category

ଦେଶ- ବିଦେଶ

ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା, ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର
Read More...

ଡାକ୍ତର ହେବ ତ ଏମିତି ! ଟ୍ରାଫିକ୍‌ ଜାମ୍‌ ଯୋଗୁଁ ରୋଗୀଙ୍କ ପାଇଁ କାର୍‌ ଛାଡି ଦୌଡିଲେ ଡାକ୍ତରଖାନା

ବାଙ୍ଗାଲୋର : ଲୋକମାନେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦେଇଥାନ୍ତି । ସେହିପରି ଜଣେ ଡାକ୍ତରଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଙ୍ଗାଲୋରର ଜଣେ ଡାକ୍ତର ରାସ୍ତାରେ ଦୌଡୁଛନ୍ତି । ତାହାର କାରଣ ଜାଣିଲେ ଆପଣ ମଧ୍ୟ ତାଙ୍କୁ ସଲାମ କରିବେ ।
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ

ରାୟପୁର: ଛତିଶଗଡ କୋରବା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା । ବସ୍ ରାୟପୁରରୁ ସୀତାପୁର ଯାଉଥିଲା । ସୋମବାର ସକାଳେ ପଣ୍ଡି ଉପୋରାଡା
Read More...

ଉଜ୍‌ବେକିସ୍ତାନ ‘ଏସ୍‌ସିଓ’ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୧୫ ଓ ୧୬ ତାରିଖରେ ଉଜ୍‌ବେକିସ୍ତାନର ସମରକନ୍ଦରେ ହେବ ‘ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’(ଏସ୍‌ସିଓ)ର ଶିଖର ସମ୍ମିଳନୀ । ଏଥିରେ ବିଶ୍ୱର ୧୫ଜଣ ନେତା ଯୋଗଦେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବେ । ରୁଷ୍‌
Read More...

ଏଲିଜାବେଥଙ୍କ ସମ୍ମାନରେ ଭାରତ ପାଳିଲା ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଭାରତ ଆଜି ପାଳନ କରିଛି ଦିନିକିଆ ରାଷ୍ଟ୍ରୀୟ ଶୋକ । ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ସେପ୍ଟେମ୍ବର ୮ରେ ମୃତ୍ୟୁବରଣ କରିଥିବା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପ୍ରତି ସମ୍ମାନ
Read More...

ଭାରତରେ ଜାଲ୍‌ ଚାଇନା ସେଲ କମ୍ପାନୀ ବିରୋଧରେ ଏମସିଏର କାର୍ଯ୍ୟାନୁଷ୍ଠାନ,ମାଷ୍ଟରମାଇଣ୍ଡ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ…

ନୂଆଦିଲ୍ଲୀ:ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ୍‌
Read More...

ମହାରାଣୀଙ୍କ ପରଲୋକରେ ରବିବାର ଭାରତ ପାଳନ କରିବ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୯/୯ : ମହାରାଣୀ ଏଲିଜାବେଥ-୨ଙ୍କ ପରଲୋକରେ ସାରାବିଶ୍ୱ ପାଳନ କରୁଛି ଶୋକ । ବିଭିନ୍ନ ଦେଶ ଭିନ୍ନଭିନ୍ନ ଦିନରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ଘୋଷଣା କରିଛନ୍ତି । ଭାରତ ଆସନ୍ତା ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ବୋଲି ଘୋଷଣା କରିଛି । ଆଜି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର
Read More...

ପୁସ୍ତକ ମଣିଷର ସର୍ବୋତ୍ତମ ବନ୍ଧୁ : ପ୍ରଧାନମନ୍ତ୍ରୀ

ଅହମଦାବାଦ : ବର୍ତ୍ତମାନର ସମୟ ହେଉଛି ପ୍ରଯୁକ୍ତିବିଦ୍ୟା ଓ ଇଣ୍ଟରନେଟର ଯୁଗ । ଜ୍ଞାନକୌଶଳ ନିଶ୍ଚିତ ଭାବରେ ଆମ ପାଇଁ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ,କିନ୍ତୁ ଏହା ପୁସ୍ତକର ସ୍ଥାନ ନେବାର ରାସ୍ତା ନୁହେଁ । ଯେତେବେଳେ ସୂଚନା ଆମ ମନରେ ଥାଏ, ମସ୍ତିଷ୍କ ସେହି ସୂଚନାକୁ ଗଭୀର ଭାବରେ
Read More...

୪ ମହଲା କୋଠା ଭୁଶୁଡ଼ି ୩ ଶ୍ରମିକ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ଆଜାଦ ମାର୍କେଟରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ ନିର୍ମାଣାଧିନ ୪ ମହଲା କୋଠା ଭୁଶୁଡି ପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଟିତଳେ ୬ରୁ ୭ଜଣ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି
Read More...

କଂଗ୍ରେସ ସଭାପତି ହେବା ନେଇ ପ୍ରଶ୍ନର ଉତ୍ତର ରଖିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ମୁଖିଆ ପଦବୀ ପାଇଁ ତାଲିକା ବାହାରେ ନାହାନ୍ତି ବିଧାୟକ ରାହୁଲ ଗାନ୍ଧୀ। ସେ ବି କଂଗ୍ରେସର ସଭାପତି ହୋଇପାରନ୍ତି ବେ‌ାଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସବୁଜ ସଂକେତ ଦେଇଛନ୍ତି ରାହୁଲ। ଜାତୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଆୟୋଜନ ହୋଇଥିବା ଭାରତ
Read More...