Browsing Category

ଦେଶ- ବିଦେଶ

କାନ୍ଥ ଭୁଶୁଡ଼ି ୪ ମୃତ, ୯ ଆହତ

ନୋଇଡ଼ା: ମଙ୍ଗଳବାର ସକାଳେ ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ‌ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି
Read More...

କବିତା ଚାୱଲା କେବିସି-୧୪ର ପ୍ରଥମ କୋଟିପତି

କୋହ୍ଲାପୁର,୧୯/୯: ଲୋକପ୍ରିୟ ଟିଭି ସୋ ‘କୌନ ବନେଗା କରୋଡପତି’ ସିଜିନ-୧୪ର କୋରୋଡପତି ହୋଇଛନ୍ତି କୋହ୍ଲାପୁରର କବିତା ଚାୱଲା । ୪୫ ବର୍ଷ ବୟସ୍କା କବିତାଙ୍କ ଶିକ୍ଷାଗତ ଯୋଗ୍ୟତା ଜମାରୁ ଦ୍ୱାଦଶ ପାସ୍‌ । ୨୦୦୦ ମସିହାରେ ଜେବେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା କବିତା
Read More...

୩୦ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଦୀର୍ଘ ୩୦ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌ । ଆଜି ପୁଲୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍‌ ୧୦୦ ସିଟ୍‌ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ । ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ
Read More...

ବିଜେପିରେ ଯୋଗଦେଲେ କ୍ୟାପ୍‌ଟେନ୍‌ ଅମରିନ୍ଦର

ନୂଆଦିଲ୍ଲୀ: ବିଜେପିରେ ଆଜି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ । ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍‌ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡି ନୂଆଦଳ
Read More...

ବାୟୁସେନାରୁ ସବୁଦିନ ପାଇଁ ହଟିବ ମିଗ-୨୧

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଅଉ ଦେଖିବାକୁ ମିଳିବନି ମିଗ-୨୧ ବିମାନ । ଏହାକୁ ସବୁଦିନ ପାଇଁ ହଟାଇ ଦିଆଯିବ । ଏହି ବିମାନ ଉଡନ୍ତା କଫିନ ଭାବେ ବେଶ୍‌ ପରିଚିତ । ଏହା କହିବା ପଛରେ ମଧ୍ୟ ଅନେକ କାରଣ ମଧ୍ୟ ରହିଛି । ଅନେକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ
Read More...

ଭୂକମ୍ପରେ ଦୋହଲିଲା ଲଦାଖ

ଲଦାଖ : ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦
Read More...

ଲଣ୍ଡନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ
Read More...

ଦେଶରେ ୨୩ ସ୍ଥାନରେ ଏନ୍‌ଆଇଏ ରେଡ୍‌

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌? ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢଉ କରିଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌,ଗୁଣ୍ଟୁର,ନେଲୋର
Read More...

୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ,୧୮/୯ : ୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ
Read More...

ଖଣି ଦୁର୍ଘଟଣାର ୧୪ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୮/୯: ଚଳିତମାସ ପ୍ରଥମ ସପ୍ତାହରେ ଚୀନ ହେବେଇସ୍ଥିତ ଏକ ଲୁହା ଖଣିରେ ପାଣି ଭରି ଯାଇଥିଲା । ଫଳରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଖଣିରେ ଚଳା ଯାଇଥିବା ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍ଗସାନ ସହର
Read More...