Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ବ୍ୟାଙ୍କ ଋଣ ଠକେଇ ମାମଲା :
୨୭୪୭ କୋଟିର ସଂପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ : ଏବିଜି ସିପୟାର୍ଡ କମ୍ପାନିର ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ଇଡି ଏହି କମ୍ପାନିର ପ୍ରାୟ ୨୭୪୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏସବୁ ସଂପତ୍ତି ମଧ୍ୟରେ ରହିଛି ସୁରତ ଓ ଦହେଜଠାରେ ଥିବା କମ୍ପାନିର ସିପୟାର୍ଡ ( ଜାହାଜ ତିଆରି ଓ ମରାମତି!-->…
Read More...
Read More...
କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରସଙ୍ଗ :
ମୁଁ ଅଟଳ,ନିର୍ବାଚନ ଲଢିବି ନାହିଁ : ରାହୁଲ
ନୂଆଦିଲ୍ଲୀ,୨୨/୯ : ମୋତେ ବାରମ୍ବାର ପଚାରନ୍ତୁ ନାହିଁ । ମୁଁ ଆଗରୁ ସ୍ପଷ୍ଟ କରିଦେଇଛି ଆଉ ଏବେ ବି କହୁଛି,ମୁଁ କଂଗ୍ରେସ ସଭାପତି ନିର୍ବାଚନ ଲଢିବି ନାହିଁ । ଗୁରୁବାର କେରଳରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ରାହୁଲ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି । ୨୦୧୯ ନିର୍ବାଚନର!-->…
Read More...
Read More...
ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ ସମ୍ପନ୍ନ
ନୂଆଦିଲ୍ଲୀ,୨୨/୯ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ମୃତ୍ୟୁରେ ଅକ୍ଷୟ କୁମାର, କପିଲ ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଜୁଙ୍କ ପୁଅ ଆୟୁଷ୍ମାନ ଆଜି ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଛନ୍ତି । ରାଜୁଙ୍କ!-->…
Read More...
Read More...
ବନ୍ଦରରୁ ୧୭୨୫ କୋଟିର ଡ୍ରଗ୍ସ ଜବତ
ନୂଆଦିଲ୍ଲୀ,୨୧/୯ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ମୁମ୍ବାଇର ନାଭା ଶେଭା ବନ୍ଦରରେ ବିପୁଳ ପରିମାଣର ଡ୍ରଗ୍ସ (ହେରୋଇନ୍)ଜବତ କରିଛି । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା । ଏକ କଣ୍ଟେନରୁ ଜବତ କରାଯାଇଥିଲା ଏହି ହେରୋଇନ୍ । ଭାରତରେ ବଡ ଧରଣର ଡ୍ରଗ୍ସ କାରବାର!-->…
Read More...
Read More...
ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ହେଲେ ରତନ ଟାଟା
ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ନିଯୁକ୍ତ କରାଯାଇଛି । ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନୀତ ହୋଇଥିବା ବେଳେ ସେଥିରେ ଏବେ ଟାଟା!-->…
Read More...
Read More...
ରାସ୍ତାକଡରେ ଶୋଇଥିଲେ, ମାଡିଗଲା ଟ୍ରକ ; ୪ ମୃତ, ୨ ଗୁରୁତର
ନୂଆଦିଲ୍ଲୀ: ରାସ୍ତାକଡରେ ଶୋଇଥିବା ସମୟରେ ମାଡିଗଲା ଟ୍ରକ। ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ସୀମାପୁରୀ ଅଞ୍ଚଳରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ମାଡିଯିବାରୁ!-->…
Read More...
Read More...
୮ଟି ଆଇଆଇଟିର ନୂତନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭୁବନେଶ୍ୱର ସମେତ ଦେଶର ୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଦେଶର ଆଠଟି ଆଇଆଇଟି ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର!-->…
Read More...
Read More...
ପାଚେରୀ ଭୁଶୁଡି ୬ ଶ୍ରମିକ ମୃତ
ଲକ୍ଷେ୍ନø: ଭୁଶୁଡିଲା ନିର୍ମାଣାଧୀନ ପାଚେରୀ । ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୬ ଜଣ ଶ୍ରମିକ । ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି । ନଏଡ଼ାର ସେକ୍ଟର-୨୧ରେ ଥିବା ଏକ ପାଚେରୀ ଭାଙ୍ଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ରୁ ୬ଜଣ ଶ୍ରମିକ!-->…
Read More...
Read More...
ରାଜନୈତିକ ଦଳରେ ସ୍ୱଚ୍ଛତା ପାଇଁ ନିର୍ବାଚନ ଅୟୋଗଙ୍କ ନୂଆ ପ୍ରସ୍ତାବ
ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ପାଖକୁ ଆସୁଥିବା ଅର୍ଥ ଦାନକୁ ନିୟନ୍ତ୍ରଣ କରାଯିବା ଉଚିତ । ଏପରି ନହେଲେ ରାଜନୈତିକ ଅର୍ଥଯୋଗାଣରେ ସ୍ୱଛତା ଆସିବ ନାହିଁ ବୋଲି ଭାରତର ନିର୍ବାଚନ ଆୟୋଗ ମତ ପ୍ରକାଶ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠା ପ୍ରସ୍ତାବ!-->…
Read More...
Read More...
ଲେଦର୍ କାରିଗରଙ୍କ ଦକ୍ଷତା ବୃଦ୍ଧି ସହ ଇ-କମର୍ସରେ ଯୋଡ଼ିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଚେନ୍ନାଇ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚେନ୍ନାଇ ସ୍ଥିତ ଲେଦର ସେକ୍ଟର ସ୍କିଲ୍ କାଉନସିଲ୍ ଠାରେ ଚମଡା ଶିଳ୍ପ ଜଗତରେ ଦକ୍ଷତା ବିକାଶ ପାଇଁ ସ୍କେଲ୍ (ସ୍କିଲ୍ ସାର୍ଟିଫିକେସନ ଆସେସମେଣ୍ଟ ଫର୍ ଲେଦର ଏମ୍ପଲଏଜ୍) ଆପର ଶୁଭାରମ୍ଭ!-->…
Read More...
Read More...