Browsing Category

ଦେଶ- ବିଦେଶ

ଦେଶରେ ପ୍ରତିଷ୍ଠା ହେବ ୧୫୭ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ : ଦେଶର ୧୪ଟି ରାଜ୍ୟରେ ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏସବୁ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ
Read More...

ନିର୍ବାଚନ କମିଶନଙ୍କ ଘୋଷଣା :
ଏଣିକି ୧୭ ବର୍ଷ ବୟସରେ ଭୋଟର ଆଇଡି ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯେଉଁମାନଙ୍କୁ ୧୭ ବର୍ଷ ପୂରି ସାରିଛି,ସେମାନେ ଏଣିକି ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ । ଆଜି ଏହି ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ
Read More...

ମନ୍ତ୍ରୀମଣ୍ଡଳରୁ ପାର୍ଥଙ୍କୁ ବିଦାକଲେ ମମତା

କୋଲକାତା : ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସରକାରରୁ ବିଦା କରିଛନ୍ତି ମମତା । ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ
Read More...

ମିଡିଆକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ :
ନିଜ ସୀମା ଭିତରେ ରହି କାର୍ଯ୍ୟ କର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଗଣମାଧ୍ୟମ ତଥା ମିଡିଆର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ ଘୋର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ଆସୁଛନ୍ତି । ମିଡିଆ ଅନେକ ଘଟଣାରେ ଯେଭଳି କାର୍ଯ୍ୟ କରୁଛି,ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କୋର୍ଟ ମନ୍ତବ୍ୟ ଦେଇଥିବା ବେଳେ ଆଜି
Read More...

ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବି, କିନ୍ତୁ… : କଂଗ୍ରେସ ସାଂସଦ ଅଧୀର ରଂଜନ

ନୂଆଦିଲ୍ଲୀ : "ରାଷ୍ଟ୍ର ପତ୍ନୀ' ଶବ୍ଦ କହିବା ପରେ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ସେ କେବଳ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବେ । କିନ୍ତୁ ଏହି କପଟୀମାନଙ୍କୁ ସେ କେବେବି କ୍ଷମା ମାଗିବେ ନାହିଁ । ଅଧୀର ରଂଜନ ତାଙ୍କ ସ୍ପଷ୍ଟୀକରଣରେ
Read More...

ପୁଣି ତିନି ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ବିଶୃଙ୍ଖଳା ଆଚାରଣ ପାଇଁ ପୁଣି ଆଜି ଆଉ ତିନି ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଆମ୍‌ ଆଦମୀ ଦଳର ହୋଇଥିବା ବେଳେ ଜଣେ ସ୍ୱାଧୀନ ସାଂସଦ ରହିଛନ୍ତି । ଆପ୍‌ ସାଂସଦ ସନ୍ଦୀପ ପାଠକ ଓ ସୁଶୀଲ ଗୁପ୍ତା ନିଲମ୍ବିତ ହୋଇଥିବା ବେଳେ ସ୍ୱାଧୀନ
Read More...

ମଙ୍କିପକ୍ସ ଟିକା ବାହାର କରିବା ପାଇଁ ଟେଣ୍ଡର ଆହ୍ୱାନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ଜଣକ ପରେ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସ୍ଥିତିକୁ ଆଖି ଆଗରେ ରଖି ମଙ୍କିପକ୍ସ ନିମନ୍ତେ ଏକ ଟିକା ବାହାର କରିବାକୁ ଭାରତ ସରକାରଙ୍କ ଅଧିନସ୍ଥ
Read More...

ପୁନର୍ଜୀବନ ପାଇବ ବିଏସଏନଏଲ :
କ୍ୟାବିନେଟ ବୈଠକରେ ୧.୬୪ ଲକ୍ଷ କୋଟିର ପ୍ୟାକେଜକୁ ଅନୁମୋଦନ

ନୂଆଦିଲ୍ଲୀ: ଦେଶରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌କୁ ମିଳିବ ପୁନର୍ଜୀବନ । ଏଥିପାଇଁ କେନ୍ଦ୍ର ସରକାର ଏକ ବଡ଼ ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଖୁବଶୀଘ୍ର ନ୍ୟାୟିକ ଅଧିକାରୀଙ୍କୁ ମିଳିବ ବର୍ଦ୍ଧିତ ବେତନ

ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେମାନଙ୍କୁ ମିଳିବ ବର୍ଦ୍ଧିତ ବେତନ । ୧ ଜାନୁଆରୀ ୨୦୧୬ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ
Read More...

ଡିଜିସିଏ କଟକଣା : ୨ ମାସ ପାଇଁ ଉଡ଼ିପାରିବନି ସ୍ପାଇସଜେଟ୍‌ର ଅଧା ବିମାନ

ନୂଆଦିଲ୍ଲୀ : ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସଜେଟ୍‌ ଉପରେ କେତେକ କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଦୁଇ ମାସ ପାଇଁ କଟକଣା ଲଗାଯାଇଛି । କମ୍ପାନିର ନିରାପତ୍ତା
Read More...