Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କାଠମାଣ୍ଡୁରେ ଭୂକମ୍ପ
କାଠମାଣ୍ଡୁ : ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ସକାଳେ ଭୂକମ୍ପ ହୋଇଛି । କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ!-->…
Read More...
Read More...
ଦୁର୍ଘଟଣାଗ୍ରସ୍ତ କାର ଜଳିଗଲା, ୩ ଡାକ୍ତରୀ ଛାତ୍ର ଜୀବନ୍ତ ଦଗ୍ଧ
ଚଣ୍ଡିଗଡ: ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୩ ଜଣ ଗଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ,!-->…
Read More...
Read More...
ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ
ନୂଆଦିଲ୍ଲୀ: ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ଅହେତୁକ ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।!-->…
Read More...
Read More...
ଗଛରେ ପିଟି ହେଲା ପିକଅପ୍, ୧୦ ମୃତ
ଲଖିମପୁର : ଉତ୍ତରପ୍ରଦେଶର ପିଲିଭୀତ ଜିଲାରେ ଏକ ପିକଅପ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଖବର ପାଇ ପୁଲିସ!-->…
Read More...
Read More...
ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବେ ଇଡିରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି । ଆସନ୍ତାକାଲି ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା । ହେଲେ ସେ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ଏହା!-->…
Read More...
Read More...
ଭୟଙ୍କର ଭୂକମ୍ପ; ୯୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଭୂକଂପରେ ଥରିଛି ସାରା ଦେଶ । ଏଥିରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆହୁରି ବହୁ ଲୋକ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡିଥିବା!-->…
Read More...
Read More...
ରାହୁଲଙ୍କୁ ୫ ଦିନରେ ୫୦ ଘଣ୍ଟା ଜେରା
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରିଛି । ତଥାପି ରାହୁଲଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ । ଇଡି ରାହୁଲଙ୍କୁ ୫୦ ଘଣ୍ଟା ଜେରା କରିଥିଲେ ବି ସେ ପୂରା!-->…
Read More...
Read More...
ଓଡିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଶେଷରେ ଦୂର ହୋଇଛି । ତା ସହିତ ଓଡ଼ିଶା ପାଇଁ ଖୁସି ଖବର ମଧ୍ୟ ଆସିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି । ଏନଡିଏ ମେଣ୍ଟ ପକ୍ଷରୁ ଓଡିଶାର!-->…
Read More...
Read More...
ଯୋଗ ଦିବସ କାର୍ଯ୍ୟକ୍ରମ ସ୍ଥଳରେ ଆକ୍ରମଣ
ମାଲେ: ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ । ଶତାଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ବିକ୍ଷୋଭ କରିବା ସହ!-->…
Read More...
Read More...
ଯଶୱନ୍ତ ସିହ୍ନା ଲଢିବେ ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନୀରେ ପ୍ରାର୍ଥୀ ହେବେ । ଟିଏମ୍ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଟିମ୍ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ ସମ୍ମୁଖ୍ୟର ପ୍ରାର୍ଥୀ ଭାବେ ଉପସ୍ଥାପିତ!-->…
Read More...
Read More...