Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ
ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ!-->…
Read More...
Read More...
ବାରଣାସୀ ବିସ୍ଫୋରଣ ଦୋଷୀକୁ ଫାଶି ଦଣ୍ଡ
ନୂଆଦିଲ୍ଲୀ: ବାରାଣସୀ ସିରିଏଲ୍ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ୱାଲିଉଲ୍ଲାହ ଖାନକୁ ମୃତ୍ୟୁ ଦଣ୍ଡ । ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍ ଆତଙ୍କବାଦୀ ୱାଲିଉଲ୍ଲାହକୁ!-->…
Read More...
Read More...
ରୋହିଣୀ ନଦୀକୁ ଖସିପଡିଲା ବସ୍,୯ ମୃତ
କାଠମାଣ୍ଡୁ : ନେପାଳର ରୂପନଦେହୀ ଜିଲ୍ଲା ଭୈରହମ୍ବା ମାର୍ଗରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ବସଟି ଯାତ୍ରୀ ନେଇ ଯାଉଥିବା ବେଳେ ରୋହିଣୀ ନଦୀକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଭୈରହମ୍ବା!-->…
Read More...
Read More...
ଯମୁନା ଘାଟିରେ ଖସିଲା ବସ,୨୨ ମୃତ
ଡେରାଡୁନ : ଉତ୍ତର କାଶୀରେ ଆଜି ଏକ ବସ୍ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ!-->…
Read More...
Read More...
ଗିରଫ ହୋଇପାରନ୍ତି ପାକ୍ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ଥାନରେ ନୂଆ ସରକାର ଆସିବା ଦୁଇ ମାସ ହୋଇଗଲାଣି । କିନ୍ତୁ ଆର୍ଥିକ ବ୍ୟବସ୍ଥାରେ କୌଣସି ସୁଧାର ଆସି ନାହିଁ । ସଙ୍କଟ ବଢୁଛି,ପରିସ୍ଥିତି ଆହୁରି ଜଟିଳ ହେଉଛି । ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଏପରି କି, ଖୁବ୍ଶୀଘ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ!-->…
Read More...
Read More...
ଆର୍ଯ୍ୟ ସମାଜ ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ । ଶୁକ୍ରବାର ଏହା କହିଛନ୍ତି ସୁପ୍ରିମକୋର୍ଟ । ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା । ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିଷ ଅଜୟ!-->…
Read More...
Read More...
ଜଳିଗଲା ବସ୍ : ୭ ଯାତ୍ରୀ ଜୀବନ୍ତ ଦଗ୍ଧ
କାଲବର୍ଗି,୩/୬ : କର୍ଣ୍ଣାଟକର କମଲାପୁର ସହରରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ବସ ଜଳିଯାଇଛି । ଏକ ଟେମ୍ପୋ ସହ ଧକ୍କା ହେବା ପରେ ସେଥିଲେ ନିଆଁ ଲାଗିଯାଇଥିଲା । ଏଥିରେ ୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ!-->…
Read More...
Read More...
୧୩ରେ ‘ଇଡି’ରେ ହାଜର ହେବେ ରାହୁଲ୍
ନୂଆଦିଲ୍ଲୀ,୩/୬: ନ୍ୟାସ୍ନାଲ୍ ହେରାଲଡ୍’ ମାମଲାରେ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସାନି ସମନ୍ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସମନ୍!-->…
Read More...
Read More...
କରୋନା ନିୟମ ଉଲ୍ଲଂଘନକାରୀଙ୍କୁ ନେଇ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୩/୬: ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ମୁଖ୍ୟତଃ,ଦିଲ୍ଲୀ ଓ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବଢୁଛି । କରୋନା ନିୟମକୁ ନମାନିବା ଏବଂ ସରକାରଙ୍କ ଢିଲାପଣ ଯୋଗୁ ଏଭଳି ହେଉଛି । ଦିଲ୍ଲୀକୁ ବିମାନରେ ଆସୁଥିବା ଯାତ୍ରୀମାନଙ୍କ!-->…
Read More...
Read More...
କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ
ଭଦୋଦରା: ଗୁଜରାଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ଏକାଧିକ ଅଗ୍ନିଶମ ଗାଡି ଓ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେମାନେ ନିଆଁକୁ ଆୟତ୍ତ!-->…
Read More...
Read More...