Browsing Category

ଦେଶ- ବିଦେଶ

ଶ୍ରୀଲଙ୍କାରେ ସ୍ଥିତି ସାଂଘାତିକ, ଚାଉଳ କିଲୋ ୨୨୦ ଛୁଇଁଲା

କଲମ୍ବୋ: ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଅତି ମାତ୍ରାରେ ମହଙ୍ଗା ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ସୁପର୍‌ମାର୍କେଟ୍‌ରେ ପନିପରିବା ଦର ୨ଗୁଣ ହୋଇଯିବା ସହ ଚାଉଳ ଓ ଗହମ ଆଦି ପ୍ରଧାନ ଖାଦ୍ୟ
Read More...

ଇମ୍ରାନଙ୍କୁ ବଡ ଆଶ୍ୱସ୍ତି, ପାକିସ୍ତାନରେ ହୋଇପାରେ ସାନି ନିର୍ବାଚନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ
Read More...

ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର : ପଦୋନ୍ନତିରେ ସଂରକ୍ଷଣ ରଦ୍ଦ ହେଲେ ଅଶାନ୍ତି ବଢିବ

ନୂଆଦିଲ୍ଲୀ,୧/୪ : ସରକାରୀ ଚାକିରୀରେ ଏସସି-ଏସଟି କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ବ୍ୟବସ୍ଥାକୁ ରଦ୍ଦ କରାଗଲେ ଉତ୍ତେଜନାମୂଳକ ପରିସ୍ଥିିତି ସୃଷ୍ଟି ହୋଇପାରେ । କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ କ୍ରୋଧ ସୃଷ୍ଟି
Read More...

ଭାରତରେ ଚାଲିବ ଉଡ଼ନ୍ତା ବସ୍‌!

ନୂଆଦିଲ୍ଲୀ,୧/୪ : ଦେଶରେ ଟ୍ରାଫିକ ସମସ୍ୟା ଏବେ ବି ଗୁରୁତର ସ୍ଥିତିରେ ରହିଛି । ଏଥିଯୋଗୁ ଦୁର୍ଘଟଣା ବଢୁଛି ଏବଂ ଉତ୍ତେଜନା ଦେଖାଦେଉଛି । ଏହି ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନିତୀନ ଗଡ଼କରି ଏକ ଅଭିନବ ପରିକଲ୍ପନା ପ୍ରସ୍ତୁତ କରିଛନ୍ତି । ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ
Read More...

ଋଷ୍‌ର ଦିଲ୍‌ଖୁସ୍‌ ଅଫର : ଭାରତ ଯାହା ଚାହିଁବ ଆମେ ତାହା ଦେବୁ

ନୂଆଦିଲ୍ଲୀ,୧/୪ : ଋଷ୍‌-ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଗଲାଣି । ବନ୍ଦ ହେବାର ସୂଚନା ବି ମିଳୁ ନାହିଁ । ଭାରତ ଏ ପର୍ଯ୍ୟନ୍ତ କାହାକୁ ସମର୍ଥନ ନକରି ନିରପେକ୍ଷ ରହିଆସିଛି । ତେବେ ଋଷ୍‌କୁ ବିରୋଧ କରୁନଥିବାରୁ ଆମେରିକା ଏହା ଉପରେ ଭୀଷଣ କ୍ଷୁ୍‌ବ୍ଧ । ଏପରିକି,ଆମେରିକା ଧମକ ଦେବା ଆରମ୍ଭ
Read More...

ଆକାଶରେ ଧକ୍କା ଖାଇ ପର୍ବତରେ ଖସିପଡ଼ିଲା ବିମାନ

ସିଓଲ୍‌,୧/୪: ଆଜି ତାଲିମ ବେଳେ ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ
Read More...

ଭାରତକୁ ପୁଣି ଧମକ ଦେଲା ଆମେରିକା

ନୂଆଦିଲ୍ଲୀ,୧/୪ : ଆମେରିକା ପୁଣି ଭାରତକୁ ଧମକ ଦେଇଛି । ଆମେରିକା କହିଛି ଯେ ଏତେ ବୁଝାଇବା ପରେ ବି ଯଦି ଭାରତ ଋଷ୍‌ ସହ ବାଣିଜ୍ୟିକ ସଂପର୍କ ରଖେ,ତେବେ ଭାରତ ପାଇଁ ତାହା ମହଙ୍ଗା ପଡ଼ିବ । ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ ସମ୍ପ୍ରତ୍ତି ଭାରତ
Read More...

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, କହିଲେ ଅନଲାଇନରୁ ଜ୍ଞାନ ଆଣି ଅଫଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ: ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଏହି ଆଲୋଚନାରେ ୯ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଆଗାମୀ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ
Read More...

ଏହି ରାଜ୍ୟରେ ମାସ୍କ ନ ପିନ୍ଧିଲେ ବି ଲାଗିବନି ଜୋରିମାନା

ନୂଆଦିଲ୍ଲୀ, ୩୧/୩ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ କେତେକ ରାଜ୍ୟ କଟକଣାକୁ କୋହଳ କରିସାରିଲେଣି । ପଞ୍ଜାବ ପୂରା କଟକଣାମୁକ୍ତ ହୋଇଛି । କେବଳ ମାସ୍କ ଓ ସାମାଜିକ ଦୂରତାକୁ ବଳବତ୍ତର ରଖାଯାଇଛି । ତେବେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି
Read More...

୮ ଆଇଏଏସଙ୍କୁ ମିଳିଲା ବିଚିତ୍ର ଦଣ୍ଡ

ଅମରାବତୀ,୩୧/୩: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଇଏଏସ ଅଧିକାରୀଙ୍କ ଦୋଷୀ ଦର୍ଶାଇଥିଲେ । ଏହାସହ ଦୁଇ ସପ୍ତାହର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
Read More...