Browsing Category

ରାଜନୀତି

ରାଜନୀତିରେ ପାଦ ଥାପିଲେ ଲିଆଣ୍ଡର ପେସ, ଟିଏମ୍‌ସିରେ ସାମିଲ ହେଲେ

ନୂଆଦିଲ୍ଲୀ : ଭାରତର ତାରକା ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟେନିସ୍‌ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍‌ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ
Read More...

ବିଜେଡିରେ ମିଶିଲେ ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ

ଭୁବନେଶ୍ୱର: ଶଙ୍ଖ ଧରିଛନ୍ତି ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ବରୀର ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ
Read More...

ଭଉଣୀ ଗଲେ ଭାଇ ଆସିଲେ, ବିଜେଡିରେ ସାମିଲ ହେଲେ ଅଶୋକ ନାୟକ

ହିନ୍ଦୋଳ : ଯାହା ଚର୍ଚ୍ଚା ଚାଲିଥିଲା, ତାହା ସତ୍ୟ ପ୍ରମାଣିତ ହେଲା । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ଠିକ ପରେପରେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ
Read More...

ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ରକୁ ରାହୁ ଗ୍ରାସ

ନବରଙ୍ଗପୁର : ସୂର୍ଯ୍ୟାଲୋକ ପରି ତେଜୀୟମାନ ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ର ୧୯୯୯ ମସିହା ଲୋକସଭା ନିର୍ବାଚନଠାରୁ ତେଜ ହ୍ରାସ ହେବା ଆରମ୍ଭ ହୋଇ ଧିରେ ଧିରେ ମଳିନ ପଡ଼ିବା ପରେ ଆଜି ଶେଷ ପ୍ରଦୀପ ଲିଭିଯାଇ ଘନ ଅନ୍ଧକାର ଭିତରେ ଦିଗହରା ହୋଇଯାଇଛି । ପୂର୍ବତନ କଂଗ୍ରେସ ସାଂସଦ ୨୦୧୪ ଓ
Read More...

ବିଜେଡିରେ ମିଶିବେ ପ୍ରଦୀପ, କହିଲେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବୁ

ଭୁବନେଶ୍ୱର: ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ ଦୁଇ ଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଇସ୍ତଫା ଦେଇଥିଲେ । ଦଳରେ ଜନସେବାର ସୁଯୋଗ ସେ ଦୁଃଖ ଓ କଷ୍ଟର ସହ କଂଗ୍ରେସରୁ ଇସ୍ତଫା
Read More...

ପାକିସ୍ତାନରେ ଭାଙ୍ଗିବ ଇମ୍ରାନ ସରକାର !, ସହଯୋଗୀ ଦଳ ଦାବି କଲେଣି ଆଗୁଆ ନିର୍ବାଚନ

ଇସଲାମାବାଦ : ପାକିସ୍ତାନରେ ମୁଦ୍ରାସ୍ଫୀତି ଆକାଶଛୁଆଁ । ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ସର୍ବାଧିକ ଋଣ ନେବା ତାଲିକାରେ ବିଶ୍ୱର ୧୦ ଦେଶ ମଧ୍ୟରେ ପାକିସ୍ତାନ ସ୍ଥାନ ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି ।
Read More...

ବିଜେଡିରେ ମିିଶିଲେ ଶତାଧିକ ଯୁବକ

ପାରଳାଖେମୁଣ୍ଡି : ଗୁମ୍ମା ବ୍ଳକ, ଜୀବା ପଞ୍ଚାୟତ, ୱାର୍ଡ ନଂ ୦୩, ଅନୁକୁଣ୍ଡାଗୁଡା ଗ୍ରାମର ଶତାଧିକ ଯୁବକ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇ ଗଜପତି ଜିଲ୍ଲାରେ
Read More...

ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ।  ଏନେଇ ସବୁ ଦଳ ସମେତ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ, ଏଥର ପଞ୍ଚାୟତ ନିର୍ବାଚନରେ ସେଣ୍ଟ୍ରାଲ କାଉଣ୍ଟିଂ ହେବ ।
Read More...

ପ୍ରଦୀପ କଂଗ୍ରେସ ଛାଡିବା ପରେ ସୁର କହିଲେ ଏମିତି

ଭୁବନେଶ୍ୱର: ୧୯ ବର୍ଷ ତଳେ ବିଜେଡିରେ ମିଶିବାକୁ ମୋତେ ଅଫର ମିଳିଥିଲା ।  ମୋତେ ଘରକୁ ଡାକି ଏଭଳି ଅଫର ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଫର ଥିଲା ଜଟଣୀ କିମ୍ବା ଭୁବନେଶ୍ୱରର ଯେଉଁଠୁ ଚାହିଁବେ ଲଢିପାରିବେ ବୋଲି ନବୀନ କହିଥିଲେ । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର
Read More...

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ହାତ ଛାଡିଲେ ପ୍ରଦୀପ ମାଝି । କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଛନ୍ତି ନିଜର ଇସ୍ତଫା ପତ୍ର । ଗତ କିଛି ଦିନ ତଳେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା
Read More...