Browsing Category

ରାଜନୀତି

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ତଥା ବିଜେପିର ଇନ୍ଦୋର ସାଂସଦ ସୁମିତ୍ରା ମହାଜନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏକ ଇସ୍ତାହାରରେ ମହାଜନ କହିଛନ୍ତି ଯେ ଦଳ ପକ୍ଷରୁ ଇନ୍ଦୋର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଛି। ସେ ଅନୁମାନ
Read More...

ରେଢାଖୋଲରେ ଭାଜପା ର ପ୍ରାର୍ଥୀପତ୍ର ଦାଖଲ

ସମ୍ବଲପୁର- ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ରୂପେ ଦେବେନ୍ଦ୍ର ମହାପାତ୍ର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଲୟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କଲେ । ଏହିସମୟରେ ଭାଜପା ଜିଲ୍ଳା ସଭାପତି ରାମଚନ୍ଦ୍ର ମେହେର ସମ୍ବଲପୁର ସାଂସଦ
Read More...

ବୁଧବାର ଦିନ ମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ, ଲୋକସଭା ପାଇଁ ୨ଟି ଓ ବିଧାନସଭା ପାଇଁ ୬ଟି

ସମ୍ବଲପୁର- ପ୍ରାର୍ଥୀପତ୍ର ଦାଖଲ ର ଶେଷ ତାରିଖର ଠିକ ଆଗ ଦିନ ଆଜି ଏଠାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭାଜପା, ବିଜଦ, କଙ୍ଗ୍ରେସ ଓ ନିର୍ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ସର୍ବମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାଜପାର ବିଶାଳ ଶୋଭାଯାତ୍ରା ଯେଉଁଥିରେ
Read More...

ଆଜି ନବୀନଙ୍କ ୬୦କିମି ରୋଡ଼ ସୋ’ କନିଷି, ଛତ୍ରପୁରରେ ସାଧାରଣ ସଭା

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଭୋଟ। ନିର୍ବାଚନକୁ ଆଉ ୯ଦିନ ବାକି ଥିବାବେଳେ ତିନି ପ୍ରମୁଖ ରାଜ‌‌ନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ
Read More...

ଓଡିଶା ରେ ଭାଜପା ୧୨୦ରୁ ଅଧିକ ବିଧାୟକ ପାଇବ: ଅରୁଣ ସିଂହ

ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢୋକ୍ତି ସମ୍ବଲପୁର, ଭାରତୀୟ ଜନତା ପାର୍ଟି ନିଜର ଲକ୍ଷ୍ୟ ମିଶନ-୧୨୦ କୁ ପାର କରିଯିବ ଓ ଓଡିଶାରେ ନିଜ ସରକାର ଗଠନ କରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଭାଜପା ର ରାଷ୍ଟ୍ରୀୟ ସମ୍ପାଦକ ଓ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଅରୁଣ ସିଂହ
Read More...

ଖୁବ୍‌ ଶୀଘ୍ର ଅବଶିଷ୍ଟାଂଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ନବୀନ

ଭୁବନେଶ୍ୱର: ଆଜି ଉଭୟ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କୁ ଦଳରେ ସାମିଲ୍‌ କରିବା ପାଇଁ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ ନବୀନ ନିବାସଠାରେ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ କାକଟପୁରର ବିଜେପି ପ୍ରାର୍ଥୀ
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆସନ୍ତାକାଲି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଗତ ୨୯
Read More...

ବିଜେଡ଼ି ଛାଡ଼ିଲେ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

ମୟୂରଭଞ୍ଜ: ବିଜେଡ଼ିକୁ ଆଉ ଏକ ଧକ୍କା। ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସୋମବାର ବିଜେଡ଼ି ଛାଡ଼ିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା ପଦରୁ ବି ଇସ୍ତଫା ଦେଖିଥିବା
Read More...

କଟକରୁ ଭୁବନେଶ୍ୱର ଆସିଲେ ଲୋକପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ଅପରାଜିତା ମହାନ୍ତି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ ଦର୍ଶକ ଶହେରୁ ଅଧିକ ସିନେମାରେ ଦମ୍‌ଦାର୍‌ ରୋଲ୍‌ରେ ଦେଖିବାକୁ ପାଇଛନ୍ତି। ନାୟିକା ଏବଂ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ନିଜର ଅଭିନୟ ଦକ୍ଷତା ବହୁବାର ପ୍ରତିପାଦିତ କରିଛନ୍ତି ଅପରାଜିତା। ଏବେ ଅପରାଜିତା ବାସ୍ତବ ଜୀବନରେ
Read More...

ରାହୁଳ ଗାନ୍ଧୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରବିବାର ଦିନ ସମ୍ମତି ପ୍ରଦାନ କରିଥିବା କଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଜଣାଇଛନ୍ତି। ଉତ୍ତର ପ୍ରଦେଶର ଆମେଥି ଏବଂ କେରଳର
Read More...