Browsing Category

ରାଜନୀତି

ମୋଦିଙ୍କ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ, ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିବରଣୀ…

ସମ୍ବଲପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ କରିବେ । ଦିଲ୍ଲୀରୁ ବିଶେଷ ବିମାନ ଯୋଗେ ଝାରସୁଗୁଡା ଓ ସେଠାରୁ ବିଶେଷ ହେଲିକପ୍ଟର ଦ୍ବାରା ସ୍ଥାନୀୟ ରେମେଡଛକ ନିକଟସ୍ଥ ସଭାସ୍ଥଳକୁ ପୂର୍ବାହ୍ନ ୧୦ଟା
Read More...

ଖଣ୍ଡପଡ଼ାରେ ଜମୁଛି ବିଜେଡି ପ୍ରଚାର

ଖଣ୍ଡପଡା: ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ  ଜମୁଛି ପ୍ରଚାର । ଆଜି  ଖଣ୍ଡପଡାର  ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ବାଇକ ରାଲିରେ ବାହାରି ଗାଁ ଗାଁ ବୁଲି ଅଞ୍ଚଳବାସୀଙ୍କୁ ଭେଟିଛନ୍ତି । ସୌମ୍ୟଙ୍କ ରୋଡ ସୋରେ ଆଜି ସାମିଲ ହୋଇଛନ୍ତି କଟକ ଲୋକସଭା ଆସନ
Read More...

କଂଗ୍ରେସରେ ଯୋଗ ଦେଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ; ମାସେ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ…

ଜାମନଗର : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳି ତଥା ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ବିଜେପିରେ ସାମିଲ ହେବାର ଏକ ମାସ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ତାଙ୍କ ବାପା ଏବଂ ଭଉଣୀ । ଗତକାଲି ଗୁଜରାଟର ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ
Read More...

ଭାଜପା ର “ନୂଆ ଓଡିଶା ସଙ୍କଳ୍ପ ପତ୍ର” ସମଗ୍ର ରାଜ୍ୟରେ ଏକାସହିତ ଉନ୍ମୋଚିତ

ସମ୍ବଲପୁର, ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ତାଙ୍କର "ନୂଆ ଓଡିଶା ସଙ୍କଳ୍ପ ପତ୍ର" ଓନ୍ମୋଚନ ସହିତ ଲୋକାର୍ପିତ କରାଯାଇଛି । ଏହି ସୃଙ୍ଖଳାରେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉନ୍ମୋଚିତ ହୋଇଛି । ଏହି ଅବସରରେ ପାର୍ଟିର ସମ୍ବଲପୁର ବିଧାୟକ ପ୍ରାର୍ଥୀ ଓ
Read More...

କଂଗ୍ରେସରୁ ଇସ୍ତଫା ଦେଲେ ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଆଜି ଘଟିଛି। ଆଜି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଦଳ ଛାଡ଼ିଛନ୍ତି। ନେତୃବୃନ୍ଦଙ୍କୁ ନେଇ ସୋନାଲି ଅସନ୍ତୁଷ୍ଟ ଥିଲେ । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିବା ହେତୁ
Read More...

ବିଜେଡି ପକ୍ଷରୁ ପ୍ରତିବଦ୍ଧତାର ଇସ୍ତାହାର ପ୍ରକାଶିତ

ଆଠ ପୃଷ୍ଠାର ଏହି ରଙ୍ଗୀନ ଇସ୍ତାହାରରେ ବିଧାୟକ ପ୍ରାର୍ଥୀ ଶ୍ରେଷ୍ଠ ସମ୍ବଲପୁର ଗଢିବାର ଦୃଢ଼ ସଙ୍କଳ୍ପ ଦୋହରାଇଛନ୍ତି ସମ୍ବଲପୁର, ଵିଜୁ ଜନତା ଦଳର ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ରୂପେ ଡା: ରାସେଶ୍ୱରୀ ପାଣିଗ୍ରାହୀ ଏଥର ଆଉଥରେ ନିର୍ବାଚିତ ହେବା ସକାଶେ ମଇଦାନ ରେ
Read More...

ପୂର୍ବତନ ସାଂସଦ ବିଧାୟକ ରବି ନାରାୟଣ ପାଣି ବିଜେଡିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ଆଜି ବିଜେଡିରୁ ପୁଣି ଇସ୍ତଫା ଦେଇଛନ୍ତି ଜଣେ ବରିଷ୍ଠ ନେତା। ସେ ହେଲେ ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ସେ ଦେବଗଡ଼ର
Read More...