Browsing Category

ରାଜନୀତି

ଓଡିଶାର ନିର୍ବାଚନ ଫଳ ସାରା ଦେଶକୁ କରିବ ଆଚମ୍ବିତ

ସୁନ୍ଦରଗଡ/ସୋନପୁର: ସୁନ୍ଦରଗଡି ଜିଲ୍ଲା କିରାଇ ଛତାବର ପଡିଆ ଓ ସୋନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଦିନିକିଆ ଗସ୍ତରେ ଆସି ଓଡିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଓଡିଶାର ଏହି ଦୁଇ ନିର୍ବାଚନରେ
Read More...

ନବରଙ୍ଗପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଗସ୍ତରେ ଯାଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ନବରଙ୍ଗପୁର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ନବୀନ କେନ୍ଦ୍ରକୁ ଟାର୍ଗେଟ କରିବା ସହ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି । ଏହି
Read More...

ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାୟମ ରହିଲା

ଭାଜପା ପକ୍ଷରୁ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିଲା ନାହିଁ ସମ୍ବଲପୁର- ଲାଭଜନକ ପଦରେ ଥାଇ ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅଭିଯୋଗରୁ ବିଜୁ ଜନତା ଦଳର ପ୍ରାର୍ଥୀ ନଳିନୀ ପ୍ରଧାନ ପରିଷ୍କାର ଭାବେ ମୁକୁଳି ଆସିଛନ୍ତି ବୋଲି ସେ ଆଜି ମଧ୍ଯାନ୍ନରେ ଘୋଷଣା କଲେ ।
Read More...

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ତଥା ବିଜେପିର ଇନ୍ଦୋର ସାଂସଦ ସୁମିତ୍ରା ମହାଜନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏକ ଇସ୍ତାହାରରେ ମହାଜନ କହିଛନ୍ତି ଯେ ଦଳ ପକ୍ଷରୁ ଇନ୍ଦୋର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଛି। ସେ ଅନୁମାନ
Read More...

ରେଢାଖୋଲରେ ଭାଜପା ର ପ୍ରାର୍ଥୀପତ୍ର ଦାଖଲ

ସମ୍ବଲପୁର- ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ରୂପେ ଦେବେନ୍ଦ୍ର ମହାପାତ୍ର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଲୟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କଲେ । ଏହିସମୟରେ ଭାଜପା ଜିଲ୍ଳା ସଭାପତି ରାମଚନ୍ଦ୍ର ମେହେର ସମ୍ବଲପୁର ସାଂସଦ
Read More...

ବୁଧବାର ଦିନ ମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ, ଲୋକସଭା ପାଇଁ ୨ଟି ଓ ବିଧାନସଭା ପାଇଁ ୬ଟି

ସମ୍ବଲପୁର- ପ୍ରାର୍ଥୀପତ୍ର ଦାଖଲ ର ଶେଷ ତାରିଖର ଠିକ ଆଗ ଦିନ ଆଜି ଏଠାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭାଜପା, ବିଜଦ, କଙ୍ଗ୍ରେସ ଓ ନିର୍ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ସର୍ବମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାଜପାର ବିଶାଳ ଶୋଭାଯାତ୍ରା ଯେଉଁଥିରେ
Read More...

ଆଜି ନବୀନଙ୍କ ୬୦କିମି ରୋଡ଼ ସୋ’ କନିଷି, ଛତ୍ରପୁରରେ ସାଧାରଣ ସଭା

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଭୋଟ। ନିର୍ବାଚନକୁ ଆଉ ୯ଦିନ ବାକି ଥିବାବେଳେ ତିନି ପ୍ରମୁଖ ରାଜ‌‌ନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ
Read More...

ଓଡିଶା ରେ ଭାଜପା ୧୨୦ରୁ ଅଧିକ ବିଧାୟକ ପାଇବ: ଅରୁଣ ସିଂହ

ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢୋକ୍ତି ସମ୍ବଲପୁର, ଭାରତୀୟ ଜନତା ପାର୍ଟି ନିଜର ଲକ୍ଷ୍ୟ ମିଶନ-୧୨୦ କୁ ପାର କରିଯିବ ଓ ଓଡିଶାରେ ନିଜ ସରକାର ଗଠନ କରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଭାଜପା ର ରାଷ୍ଟ୍ରୀୟ ସମ୍ପାଦକ ଓ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଅରୁଣ ସିଂହ
Read More...

ଖୁବ୍‌ ଶୀଘ୍ର ଅବଶିଷ୍ଟାଂଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ନବୀନ

ଭୁବନେଶ୍ୱର: ଆଜି ଉଭୟ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କୁ ଦଳରେ ସାମିଲ୍‌ କରିବା ପାଇଁ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ ନବୀନ ନିବାସଠାରେ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ କାକଟପୁରର ବିଜେପି ପ୍ରାର୍ଥୀ
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆସନ୍ତାକାଲି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଗତ ୨୯
Read More...