Browsing Category

ଖେଳ

ଆଇପିଏଲରେ ୩ଟି ବଡ ରେକର୍ଡ ହାସଲ କଲେ ସାମସନ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୧ ପର୍ଯ୍ୟାୟ-୨ରେ ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୬୫ ରନ୍‌ ସ୍କୋର କରିବା ପରେ ଆଇପିଏଲରେ ୩୦୦୦ ରନ୍‌ ପୂରଣ କରିଛନ୍ତି । କେବଳ ଏତିକି ନୁହେଁ ରାଜସ୍ଥାନ ରୟାଲ୍ସ ପାଇଁ ୨୫୦୦ ରନ୍‌
Read More...

ସୁଧାରିପାରିଲେନି ଭୁଲ, ପୁଣି ୨୪ ଲକ୍ଷ ଜରିମାନା ଗଣିବେ ସାମସନ

ଦୁବାଇ : ଆଇପିଏଲ-୧୪ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ ୩୩ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ରାଜସ୍ଥାନ ପ୍ଲେ ଅଫ୍‌ରେ ପ୍ରବେଶ କରିବା ଆଶା କ୍ଷଣ ହୋଇଛି । ସେହିପରି
Read More...

କୋଲକତା ଅଧିନାୟକ ମୋର୍ଗାନଙ୍କୁ ୨୪ଲକ୍ଷ ଫାଇନ

ଦୁବାଇ: ଡିଫେଣ୍ଡି ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଟପ୍ ୪ରେ ପ୍ରବେଶ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି କୋଲକାତା ଶକ୍ତିଶାଳୀ ମୁମ୍ବାଇକୁ ପରାସ୍ତ କରିବାକୁ ସକ୍ଷମ ହୋଇଛି। ତେବେ ମ୍ୟାଚ୍ ପରେ ଅଧିନାୟକ
Read More...

ବାର୍ଥ ଡେ ସ୍ପେଶାଲ : ରାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କ ଜନ୍ମଦିନ । ଏକଦା ଟିମ୍‌ ଇଣ୍ଡିଆର ମଧ୍ୟମ ଅର୍ଡରର ଜଣେ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପରିଣତ କରିଥିବା ଅମ୍ବାତି କ୍ରୋଧିତ ହୋଇ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନଷ୍ଟ
Read More...

ପୁଣି ଆଇପିଏଲରେ ପଶିଲା କରୋନା, ଟି ନଟରାଜନ ପଜିଟିଭ ଚିହ୍ନଟ

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚ ଉପରେ ସଂଶୟ ସୃଷ୍ଟି ହୋଇଛି । କାରଣର ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା
Read More...

ନଭେମ୍ବର ୨୫ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ !

ଭୁବନେଶ୍ୱର: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ
Read More...

ଆଇପିଏଲ ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ ବ୍ୟାନ କରିଛି ତାଲିବାନ । ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ
Read More...

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ସମ୍ବର୍ଦ୍ଧନା : ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍‍ର ଦୁଇ…

ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ର୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଥାଏ । ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି । କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ
Read More...

ଫେବୃଆରୀ ୧୫ରେ ବାରବାଟୀରେ ଟି-୨୦

କଟକ : ଫେବୃଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ-ଇଣ୍ଡିଜ୍‌ ଟି-୨୦ । ଏ ସମ୍ପର୍କରେ ଆଜି ଓସିଏ ସମ୍ପାଦକ ସଞ୍ଜୟ ବେହରା ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ୍‌ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ ରେ ୨୦୨୨ ଫେବୃଆରୀ ୧୫ରେ
Read More...

ଆସିଲା ରାୟୁଡୁଙ୍କ ଆହତ ସଂପର୍କରେ ତାଜା ରିପୋର୍ଟ

ଦୁବାଇ : ଗତକାଲି ଆଇପିଏଲ-୨୧ର ଦ୍ୱିତୀୟ ଚରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଚେନ୍ନାଇର ବ୍ୟାଟିଂ ସମୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆମ୍ବାତି ରାୟୁଡୁ ଆହତ ହୋଇଥିଲେ । ସେ ମାତ୍ର ୩ ଟି ବଲ ଖେଳି ରିଟିୟାର୍ଟ
Read More...