Browsing Category

ଖେଳ

ଶ୍ରୀଲଙ୍କାରେ ମସ୍ତି ମୋଡ୍‌ରେ ଭାରତୀୟ ଖେଳାଳି, ଫଟୋ ସେୟାର କଲା ବିସିସିଆଇ

କଲମ୍ବୋ : ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି । ଏହି ଗସ୍ତରେ ଭାରତୀୟ ଦଳକୁ ୩ ଟି ଦିନିକିଆ ଏବଂ ୩ ଟି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳିବ । ପ୍ରଥମ ଦିନିକିଆ ମ୍ୟାଚ୍‌ ଜୁଲାଇ ୧୩ ରେ ଖେଳାଯିବ । ଧାୱନଙ୍କ ଅଧିନାୟକତ୍ୱ ଏବଂ
Read More...

ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ଼ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନଙ୍କ ପାଇଁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍‌ ଖେଳାଳି ମିତାଲି ରାଜ ଏବଂ ଟପ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ନାମ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଜୁନ ପୁରସ୍କାର
Read More...

ଦୌଡରାଣୀ ଦୂତୀଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ : ଓଡିଶା ପାଇଁ ଖୁସି ଖବର । ରାଜ୍ୟ ତଥା ଭାରତର ତାରକା ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ଟୋକିଓ ଅଲିମ୍ପିକ୍ସ ଟିକେଟ । ଅଲିମ୍ପିକ୍ସରେ ସେ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ । ବିଶ୍ୱ ମାନ୍ୟତା ଅଙ୍କ ବା ପଏଣ୍ଟ ଆଧାରରେ ତାଙ୍କୁ ଏହି ଯୋଗ୍ୟତା
Read More...

‘ଖେଳ ରତ୍ନ’ ପାଇଁ ଦୂତୀଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶର ସର୍ବେ଼ାଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ରାଜ୍ୟ ସରକାର ସୁପାରିସ କରିଛନ୍ତି । ସେହିପରି ପୁରୁଷ ହକି ଦଳର ଷ୍ଟାର୍‌ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌
Read More...

ପଞ୍ଚାୟତକୁ ୫ହଜାର ଜରିମାନା ଗଣିଲେ ଅଜୟ ଜାଡେଜା, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଜରିମାନା କରାଯାଇଛି । ଗୋଆର ଏକ ଗାଁରେ ଅଳିଆ ଫିଙ୍ଗିଥିବାରୁ ଅଜୟ ଜାଡେଜାଙ୍କୁ ଜରିମାନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ଗୋଆରଆଲଡୋନା ଗାଁରେ ଅଜୟ ଜାଡେଜା ଏକ
Read More...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌, ଫଟୋ ସେୟାର କଲେ ଖେଳାଳି

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ସ୍ତରୀୟ ଦଳ ଆଜି ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି । ଶିଖର ଧାୱନ ଶ୍ରୀଲଙ୍କା ଗସ୍ତରେ ଭାରତ ଅଧିନାୟକ ହେବାକୁ ଯାଉଥିବାବେଳେ ରାହୁଲ ଦ୍ରାବିଡ କୋଚ ଭାବରେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଜୁଲାଇ ୧୩ ରୁ ଆରମ୍ଭ ହେବ ।
Read More...

ନ୍ୟୁଜିଲାଣ୍ଡ ଦଳକୁ ଶୁଭେଚ୍ଛାର ସୁଅ, ସଚିନ କହିଲେ ଏମିତି କଥା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ଐତିହାସିକ ବିଜୟ ହାସଲ କରିଛି । ଜିତିବା ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୧୩୯ ରନ୍‌ର ଲକ୍ଷ୍ୟ ଦେଇଥିଲା, ଯାହା ଦଳ ୨ ୱିକେଟ୍‌ ହାସଲ କରିଥିଲା । କ୍ରିକେଟ୍‌ ଜଗତର ଅନେକ ଭେଟେରାନ୍‌ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହି ଚମତ୍କାର
Read More...

ଭାରତର ଆଶା ଧୂଳିସାତ, ନ୍ୟୁଜଲାଣ୍ଡ ହେଲା ବିଶ୍ଵ ଟେଷ୍ଟ ଚମ୍ପିୟାନ

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିଅନର ମାନ୍ୟତା ହାସଲ କରିଛି । ଭାରତ ଦ୍ବାରା
Read More...

ଆଇସିସି ଟେଷ୍ଟ ମାନ୍ୟତା : ରବିନ୍ଦ୍ର ଜାଡେଜା ହେଲେ ନମ୍ବରୱାନ ଅଲରାଉଣ୍ଡର

ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତା ଘୋଷଣା କରାଯାଇଛି । ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ଥ୍ରିଡି ପ୍ଲେୟାର ରବିନ୍ଦ୍ର ଜାଡେଜା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି । ଜାଡେଜା ଜେସନ ହୋଲଡରଙ୍କୁ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି । ସାର୍ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ୩୮୬ ପଏଣ୍ଟ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଅଷ୍ଟ୍ରେଲିଆର ଏହି ସ୍ପିନର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସ୍ପିନର ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ବିବାହ କରିଛନ୍ତି । ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି ।ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା
Read More...