Browsing Category

ଖେଳ

ତିନି ଅଧିନାୟକଙ୍କ ଉପରେ ମତ ରଖିଲେ ପ୍ରସାଦ କାହାର ବ୍ୟବହାର କ’ଣ?

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଭାରତର ବର୍ତ୍ତମାନ ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ଏମ୍‌ଏସ୍ ଧୋନି ଓ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ତୁଳନାତ୍ମକ ଚିନ୍ତା କରି କିଏ କିପରି ମନୋଭାବର ତାହା ସୋଶିଆଲ୍ ମିଡ଼ିଆରେ ଭିଡ଼ିଓ
Read More...

ମଇ ଶେଷ ଭାଗରୁ ଆରମ୍ଭ ହେବ ନ୍ୟାସନାଲ୍ କ୍ୟାମ୍ପ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ବର୍ତ୍ତମାନ ନ୍ୟାସନାଲ୍ କ୍ୟାମ୍ପ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ତେବେ ଚଳିତ ମାସ ଶେଷ ଭାଗରୁ କ୍ୟାମ୍ପ କାର୍ଯ୍ୟ ଆରମ୍ଭ କରିବା ଲାଗି ସରକାର ଯୋଜନା କରୁଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ରବିବାର
Read More...

ଆଜିର ଦିନରେ ଇଞ୍ଜାମାମ କ’ଣ ରେକର୍ଡ଼ କରିଥିଲେ ଜାଣନ୍ତୁ

ୱିଲିଙ୍ଗଟନ: ୨୦୦୨ ମସିହା ମଇ ମାସ ୩ ତାରିଖ । ପାକିସ୍ତାନ ହିଟ୍ ମାଷ୍ଟର ଭାବେ ବିବେଚି ଇଞ୍ଜାମାମ-ଉଲ୍‌-ହକ୍ ତ୍ରିଶତକ କରି ନ୍ୟୁଜିଲ୍ୟାଣ୍ଡକୁ ଏକ ଇଂନିସ ଓ ୩୨୪ ରନ୍‌ରେ ହରାଇ ସ୍ମଣୀୟ ଇଂନିସ୍ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ପାକିସ୍ତାନର ସ୍ପିଡିଷ୍ଟର ସୋହେବ ଅଖ୍‌ତାର ମଧ୍ୟ
Read More...

ପିତାଙ୍କ ଜିଦ୍ ପାଇଁ ଷ୍ଟାର କ୍ରିକେଟର ହେଲେ ମନୀଷ ପାଣ୍ଡେ, ଆଇପିଏଲରେ ଏମିତି କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : ନୈନିତାଳରେ ୧୦ ଡିସେମ୍ବର ୧୯୮୯ରେ ଜନ୍ମ ଗ୍ରହଣ କରିଥିବା ମନୀଷ ପାଣ୍ଡରେ ପିଲାବେଳୁ କ୍ରିକେଟ ହେବାକୁ କେବେବି ସ୍ୱପ୍ନ ଦେଖିନଥିଲେ । ସେ ତାଙ୍କ ପିତାଙ୍କ ଭଳିଆ ଆର୍ମୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଥିଲା ଅଲଗା ଓ ପିତାଙ୍କ ଜିଦ୍ ପାଇଁ ସେ ଆଜି ଜଣେ ଷ୍ଟାର
Read More...

ଇମ୍ରାନ୍ ନଜିରଙ୍କ ଠାରୁ ସେହ୍ୱାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ଭାବିବା ଭୁଲ୍‌: ଅଖତର

ଇସଲାମାବାଦ: ଆଜି ପାକିସ୍ତାନର ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ସୋହେବ ଅଖତର ପାକିସ୍ତାନର ଇମ୍ରାନ୍ ନଜିର ଓ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ସହ ତୁଳନା କରି କହିଛନ୍ତି ଯେ, ଇମ୍ରାନ୍ ନଜିରଙ୍କ ଠାରୁ ସ୍ୱେହାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ବୋଲି ଭାବିବା ଭୁଲ୍ ହେବ । ତାଙ୍କ
Read More...

୩୩ରେ ପଦାର୍ପଣ କଲେ “ହିଟ୍‌ମ୍ୟାନ୍‌’

ନୂଆଦିଲ୍ଲୀ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା "ହିଟ୍‌ମ୍ୟାନ୍‌' ଭାବେ ବିବେଚିତ ରୋହିତ ଶର୍ମା ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ଏକଦିବସୀୟ, ଟେଷ୍ଟ ଓ ଆଇପିଏଲ୍ ଯେଉଁଥିରେ ବି ଦେଖିବ ତାଙ୍କର ଛକା, ଚୌକା ବର୍ଷା । ଏଭଳି ଛକା, ଚୌକା ବର୍ଷା ଯୋଗୁଁ ତାଙ୍କୁ ହିଟ୍‌ମ୍ୟାନ୍ ଭାବେ
Read More...

କ୍ରିକେଟ୍ ମହଲରୁ ଋିଷିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତା ଋିଷି କପୁରଙ୍କ ବିୟୋଗରେ କ୍ରିକେଟ୍ ଜଗତ ମଧ୍ୟ ସ୍ତବ୍ଧ ହୋଇପଡ଼ିଛି । ଭାରତୀୟ ଦଳର ବର୍ତ୍ତମାନ ଓ ପୂର୍ବତନ ଖେଳାଳିମାନେ ଋିଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ନିଜ ନିଜ ଟ୍ୱିଟ୍ ମାଧ୍ୟମରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା
Read More...

ଟି-୨୦ ବିଶ୍ୱକପ୍ ନେଇ ଚିନ୍ତିତ ନୁହେଁ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକଡାଉନ କାରଣରୁ ଟି-୨୦ ବିଶ୍ୱକପ୍ ଅନୁଷ୍ଟିତ ହେବା ନେଇ ଆଶଙ୍କା ଦେଖାଦେଇଛି । ଅନେକ ଖେଳାଳି ଏବଂ ଆୟୋଜକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ପ୍ରଖ୍ୟାତ କୋଚ୍ ଡିନ୍ ଜୋନ୍ସ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଟି-୨୦ ବିଶ୍ୱକପକୁ
Read More...

ସଚିନ୍, କୋହଲିଙ୍କଠାରୁ ଉମର କିଛି ଶିଖନ୍ତୁ

ନୂଆଦିଲ୍ଲୀ : ଖେଳରେ ସମସ୍ତେ ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାର ଆବଶ୍ୟକତା ଅଛି । କାରଣ ଏହା ଏଭଳି ଏକ କ୍ଷେତ୍ର, ପ୍ରତିଦିନ ଖେଳାଳିମାନେ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି । ଏ ଦୃଷ୍ଟିରୁ ମୋର ସାନ ଭାଇ ଉମର ଭାରତର ସଚିନ ତେନ୍ଦୁଲକର, ଏମଏସ ଧୋନି ଓ ବିରାଟ କୋହଲିଙ୍କ ଭଳି
Read More...

ସଚିନ୍‌ଙ୍କୁ ୱାର୍ଣ୍ଣେ ବୋଲିଂ କଲାବେଳେ ମୂଷା-ବିଲେଇ ଖେଳ ପରି ଲାଗେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣେ ବୋଲିଂ କରିବାକୁ ଆସିଲେ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍ ଥରହର ହୋଇପଡ଼ନ୍ତି । ୱାର୍ଣ୍ଣେ କଳେ ବଳେ, କୌଶଳେ ଯେପରି ହେଲେ ୱିକେଟ୍ ନେବା କଥା ନେବେ । ତେଣୁ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍‌ମାନେ ତାଙ୍କୁ ସତର୍କତା ସହିତ ଖେଳନ୍ତି ।
Read More...