Browsing Category

ଖେଳ

ବାର୍ଥ ଡେ’ ସ୍ପେଶାଲ : ଧୋନୀଙ୍କ ଶେଷ ଟେଷ୍ଟ ମ୍ୟାଚରେ କରିଥିଲେ ଡେବ୍ୟୁ, ଜାଣନ୍ତୁ ରାହୁଲଙ୍କ କେତେକ ରେକର୍ଡ…

ନୂଆଦିଲ୍ଲୀ : ଭାରତର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଜି ନିଜର ୨୮ତମ ଜନ୍ମ ପାଳନ କରୁଛନ୍ତି । ରାହୁଲଙ୍କ ଜନ୍ମ ୧୮ ଅପ୍ରେଲ ୧୯୯୨ରେ ମେଙ୍ଗାଲୁରୁରେ ହୋଇଥିଲା । ରାହୁଲଙ୍କ କ୍ରିକେଟର କ୍ୟାରଅର ଉତ୍ଥାନ ପତ୍ତନ ଦେଇ ଗତି କରୁଛି . ରାହୁଲ ୨୦୧୪ ଟେଷ୍ଟ ପଦାର୍ପଣ କରିଥିଲେ । କିନ୍ତୁ
Read More...

“ଡାଡି କୁଲ୍’ ନାଚରେ ନାଚିଲେ ଓ ନଚେଇଲେ ଧାୱନ, ଭିଡ଼ିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ଏବେ ସମଗ୍ର ଭାରତବାସୀ ଲକ୍‌ଡାଉନ୍‌ରେ । ଘରେ ବସି ବସି ସମୟ କଟୁନି । ଏଥିପାଇଁ ସେ ଖେଳାଳି ହୁଅନ୍ତୁ ବା ଫିଲ୍ମ ଷ୍ଟାର୍ ସେ ସେମାନଙ୍କ ପରିବାର ସହ ଧୁମ୍ ମଜା କରି ଭିଡ଼ିଓ ଭାଇରାଲ୍ କରୁଛନ୍ତି । ଆଜି ଭାରତୀୟ କ୍ରିକେଟର ଓପନର ଶିଖର ଧାୱନ ଲକ୍‌ଡାଉନ୍ ସମୟକୁ ନିଜ ପୁଅ ସହ "ଡାଡି
Read More...

ଧୋନୀ ଜଣେ ଶ୍ରେଷ୍ଠ ଫିନିସର : ଫ୍ଲେସିସ୍‌

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଜଣେ ଶ୍ରେଷ୍ଠ ଫିନିସର । ସେ ମୋର ଜଣେ ଅତି ପସନ୍ଦର କ୍ରିକେଟର । ତାଙ୍କର ଖେଳିବା ଶୈଳୀ ଏବଂ ନେତୃତ୍ୱ କୌଶଳ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି ବୋଲି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସଫଳ କ୍ରିକେଟର ଏଫ୍‌ଡି ଫ୍ଲେସିସ ମତ ଦେଇଛନ୍ତି । ସେ କହିଛନ୍ତି ଯେ,
Read More...

କୋହଲିଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେଲେ ଅଖତର

କୋରାଚୀ: ଭାରତର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସଂପର୍କରେ ପାକିସ୍ତାନର କ୍ରିକେଟର ସୋଏବ ଅଖତର ସୋସିଆଲ ମିଡିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଖତର କହିଛନ୍ତି ଯେ, କୋହଲି ବର୍ତ୍ତମାନ ସମୟର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସେ
Read More...

୨୦୧୫ ବିଶ୍ୱକପ୍‌ର ଅଭିଜ୍ଞତା ବାଣ୍ଟିଲେ ସାମି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସହଭାଗିତାରେ ଖେଳାଯାଇଥିବା ୨୦୧୫ ବିଶ୍ୱକପ୍‌ରେ ଭାରତୀୟ ପେସର ମହମ୍ମଦ ସାମି ନିଜର ସ୍ୱାସ୍ଥ୍ୟ ଅବସ୍ଥା ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏହି ସିରିଜ୍‌ରେ ଯଦିଓ ମୁଁ ଦ୍ୱିତୀୟ ବୃହତ ୱିକେଟ୍ ନେଇଥିଲି, ତଥାପି ଉକ୍ତ ସିରିଜ୍‌ରେ ମୋର
Read More...

କରୋନା ସତ୍ତ୍ୱେ ଖେଳାଯିବ ଏସିଆନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ଅସଂଖ୍ୟ ବ୍ୟକ୍ତି ପ୍ରାଣ ହରାଉଥିବାରୁ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏଭଳି ସ୍ଥିତିରେ କିନ୍ତୁ ଏସିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଏସିଆନ ଫୁଟବଲ କନ୍
Read More...

ଖେଳ ଦେଖିପାରୁନଥିବାରୁ ଟ୍ରମ୍ପ ଭୀଷଣ ଅତିଷ୍ଠ

ୱାଂଶିଟନ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ଦେଶ ଭଳି ଆମେରିକାରେ ମଧ୍ୟ ସବୁ କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଆମେରିକାରେ ବିଶେଷତଃ ବେସ ବଲ୍ ପ୍ରତିଯୋଗିତା ଅଧିକ ଲୋକପ୍ରିୟ । ଏହି ପ୍ରତିଯୋଗିତାକୁ ଦେଶର ବହୁ ବଡବଡ ନେତା ଓ ମନ୍ତ୍ରୀଙ୍କ ପରି ରାଷ୍ଟ୍ରପତି
Read More...

ଯୁବ କ୍ରିକେଟରଙ୍କୁ ଭଲ ଗୁରୁ ଆବଶ୍ୟକ: ରାଇନା

ନୂଆଦିଲ୍ଲୀ: ଭାରତରେ ବହୁ ପ୍ରତିଭା ସଂପନ୍ନ ଯୁବ କ୍ରିକେଟର ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଏବେବି ଜାତୀୟ ଦଳ ପାଇଁ ଖେଳୁଛନ୍ତି । ସେମାନଙ୍କୁ ଭଲ ଗୁରୁ ଓ ଉପଯୁକ୍ତ ଦିଗଦର୍ଶନ ମିଳିଲେ ସେମାନେ ଜଣେ ଜଣେ ନିର୍ଭରଯୋଗ୍ୟ ଓ ମହାନ କ୍ରିକେଟର ଭାବେ ଉଭା ହୋଇପାରିବେ ବୋଲି କ୍ରିକେଟର
Read More...

ଧୋନିଙ୍କ ପାଇଁ ରାଇନା କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ : ଧୋନି ଆଇପିଏଲ୍ ଖେଳିବେ କି ନାହିଁ ସେ ନେଇ ସବୁ ମହଲରେ ଏବେ ଚର୍ଚ୍ଚା । କିନ୍ତୁ ଆଇପିଏଲ୍‌ରେ ଧୋନି କିପରି ଖେଳିବା ଦରକାର କେଉଁ ଅର୍ଡ଼ରରେ ଆସିବା ଦରକାର ତାହାକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ମଧ୍ୟବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନ୍ । ସେ କହିଛନ୍ତି ଯେ, ଧୋନି ତାଙ୍କ
Read More...

କ୍ରିକେଟ ସଂପର୍କରେ ଅଶ୍ୱିନଙ୍କର ଏଭଳି ଧାରଣା ଥିଲା

ମୁମ୍ବାଇ : ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା\'ର ଟ୍ୱିଟର ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅନୁରୋଧ କରିଥିଲା । କ୍ୟାରିଅର ଆରମ୍ଭ ବେଳେ କ୍ରିକେଟ ସଂପର୍କରେ କି ପ୍ରକାର ଧାରଣା ଥିଲା ତାହା ଜଣାଇବା ପାଇଁ ଆଇସିସି ସେମାନଙ୍କୁ କହିଥିଲା । ଏଭଳି ଏକ ବିଷୟ ଅତ୍ୟନ୍ତ
Read More...