Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସାମ୍ନାକୁ ଆସିଲା ବାର୍ତ୍ତାଳାପ, ଜାଣନ୍ତୁ କୋହଲିଙ୍କୁ କ’ଣ କହିଲେ ଶାହିନ ଆଫ୍ରିଦି
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିରାଟ କୋହଲି ଶାହିନ୍ ଆଫ୍ରିଦିଙ୍କୁ ଭେଟିବାର ଭିଡିଓ ଏବଂ ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହୋଇଥିଲା ଆପଣ ଜାଣନଥିବେ । କାରଣ ପାକିସ୍ତାନ କ୍ରିକେଟ୍ ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୂର୍ବରୁ ସେୟାର!-->…
Read More...
Read More...
୧୯ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ
ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ତିନି ଦିବସିୟ ଉଣେଇସି ବର୍ଷରୁ କମ କ୍ରିକେଟ ଦଳର ଚୟନ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ!-->…
Read More...
Read More...
ଦଶପଲ୍ଲା ମାଟିର ଗର୍ବ ଝିଲ୍ଲୀ ଦଳବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର
ଦଶପଲ୍ଲା : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର - ୨୦୨୧ର ଚୂଡ଼ାନ୍ତ ତାଲିକା ଘୋଷିତ ହୋଇଛି । ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପାଇବାକୁ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡଙ୍ଗୀ!-->…
Read More...
Read More...
ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା :
ପ୍ରିୟଙ୍କ ପଞ୍ଚଲଙ୍କୁ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ : ସେପ୍ଟେମ୍ବର-ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ-ଏ ଦଳ ବିପକ୍ଷରେ ଆଠ ମାସ ମଧ୍ୟରେ ଭାରତ-ଏ ଦଳ ପ୍ରଥମ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିବ ଏବଂ ଏଥିପାଇଁ ବୁଧବାର ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି । ଆସନ୍ତା ମାସରୁ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଚାରି ଦିନିଆ ମ୍ୟାଚ୍ ପାଇଁ ଅଲ ଇଣ୍ଡିଆ!-->…
Read More...
Read More...
ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍ର ୩ଟି ମ୍ୟାଚ
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗ୍ କ୍ରିକେଟ ମ୍ୟାଚ । ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ସଂପାଦକ ସଂଜୟ ବେହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ!-->…
Read More...
Read More...
ଦିନିକିଆ ମାନ୍ୟତା : ଶୀର୍ଷରେ ନ୍ୟୁଜିଲାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି
ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ସିରିଜକୁ ୩-୦ରେ କ୍ଲିନି ସୁଇପ କରିଥିବା ଟିମ୍ ଇଣ୍ଡିଆ ପ୍ରକାଶିତ ଆଇସିସି ଦିନିକିଆ ଦଳ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆ ଆକାଉଣ୍ଟରେ ମୋଟ ୧୧୧ ରେଟିଂ ପଏଣ୍ଟ ରହିଛି ଏବଂ ବର୍ତ୍ତମାନ ଇଂଲଣ୍ଡଠାରୁ ମାତ୍ର ଆଠଟି ରେଟିଂ ପଏଣ୍ଟ ପଛରେ!-->…
Read More...
Read More...
ଭାରତକୁ ଝଟ୍କା, କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ୨୭ ଅଗଷ୍ଟରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଭାରତ ଏକ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ମିଡିଆ ରିପୋର୍ଟ ଅନୁଯାୟୀ ସେ ଏସିଆ କପରେ ଅଂଶଗ୍ରହଣ କରିପାରିବେ ନାହିଁ । ରୋହିତ!-->…
Read More...
Read More...
ଜିମ୍ବାୱେ ବିପକ୍ଷ ଶେଷ ଦିନିକିଆ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଶେଷ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଛି । ଭାରତର ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଭାରତୀୟ ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି ।!-->…
Read More...
Read More...
ନ୍ୟୁଜିଲାଣ୍ଡ-ଏ ବିପକ୍ଷ ସିରିଜ ପାଇଁ ଗିଲ୍ ହୋଇପାରନ୍ତି ଅଧିନାୟକ, ଏମିତି ହୋଇପାରେ ଦଳ
ନୂଆଦିଲ୍ଲୀ :ଭାରତୀୟ ଦଳର ଓପନର୍ ଶୁବମାନ ଗିଲ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଅଛନ୍ତି । ଦିନିକିଆ କ୍ରିକେଟ୍ ରେ ଗିଲ୍ ବର୍ତ୍ତମାନ ଫଲ ଫର୍ମରେ ଅଛନ୍ତି ଏବଂ କ୍ରମାଗତ ଭାବରେ ତାଙ୍କ ବ୍ୟାଟରୁ ରନ୍ ବାହାରୁଛି । ଏହି ସମୟରେ, ଖବର ଆସୁଛି ଯେ ଶୁଭମାନ ଗିଲଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ -ଏ!-->…
Read More...
Read More...
ଦ୍ୱିତୀୟ ଦିନିକିଆ : ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ ଜିମ୍ବାୱେ
ହରାରେ : ଘରୋଇ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଦଳକୁ ଭାରତ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍ ଜିଣି ଏହି ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ!-->…
Read More...
Read More...