Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
କ୍ରୀଡ଼ାରେ ପୁଣି କରୋନା ମାଡ଼ : ସ୍ଥଗିତ ରହିଲା ଏସିଆନ ଗେମ୍ସ
ବେଜିଂ: କ୍ରୀଡ଼ା କ୍ଷେତ୍ରରେ କରୋନା ପୁଣିଥରେ ତା’ର ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଚୀନ ତଥା ସାଂଘାଇରେ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏସିଆନ ଗେମ୍ସ-୨୦୨୨କୁ ସ୍ଥଗିତ ରଖାଯାଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଚାଇନାର ହାଙ୍ଗଜୋହରେ ଏହା!-->…
Read More...
Read More...
ଗୋଟିଏ ଓଭରରେ ୫ ଛକା ମାରିଲେ ଷ୍ଟୋକ୍ସ
ନୂଆଦିଲ୍ଲୀ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଟେଷ୍ଟ କ୍ରିକେଟ ଦଳ ଅଧିନାୟକ ପଦ ମିଳିବା ପରେ ସେ କମାଲ ଦେଖାଇଛନ୍ତି । ଆଜି ଓର୍ସେଷ୍ଟରସାୟର ବିରୋଧରେ ଖେଳିଥିବା କାଉଁଟି ଚାମ୍ପିୟନସିପ ଡିଭିଜନ-୨ରେ ସେ ୬୪ ବଲରେ ଶତକ ହାସଲ କରିଥିଲେ । ଯାହା ଭିତରେ ସେ ବାମହାତି ସ୍ପିନର ଯୋସ!-->…
Read More...
Read More...
ଦାଦାଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ
କୋଲକାତା,୬/୫ : ବର୍ତ୍ତମାନ ପଶ୍ଚିମ ବଙ୍ଗ ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଘରେ ଆଜି ରାତ୍ରୀଭୋଜନ କରିଛନ୍ତି । ଏହାପରେ,ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଲାଗି ରହିଥିବା ଚର୍ଚ୍ଚା ଅଧିକ ସକ୍ରିୟ ହୋଇଉଠିଛି । ଶୁକ୍ରବାର!-->…
Read More...
Read More...
କୋହଲିଙ୍କୁ ନେଇ ଆରସିବିରେ ବଢୁଛି ଟେନସନ
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିପକ୍ଷରେ ଆରସିବିର ବିଜୟ ସତ୍ତେ୍ୱ ଦଳ ପାଇଁ ଅନେକ ଚିନ୍ତା ଜାରି ରହିଛି । ବିଶେଷକରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମରେ ନ ଥିବାରୁ ଦଳର ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୋହଲି!-->…
Read More...
Read More...
ଜାଡେଜାଙ୍କୁ ଅଧିନାୟକ କରି ବଡ ଭୁଲ କରିଥିଲା ସିଏସକେ : ସେହ୍ୱାଗ
ମୁମ୍ବାଇ : ଚାରିଥର ଚାମ୍ପିଅନ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ୍ ୨୦୨୨ ପ୍ଲେ ଅଫ୍ ଦୌଡ଼ରୁ ସମ୍ଭବତଃ ବାଦ ପଡିଛି । ଏହି ସିଜନରେ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି । ଲିଗ୍ ର ୧୫ ତମ ସିଜନରେ ସିଏସକେର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକଙ୍କ ପରିବର୍ତ୍ତନ!-->…
Read More...
Read More...
ଫୁଟବଲ ଖେଳରେ ପଣ୍ଟିଂଙ୍କ ପୁଅଠୁ ହାରିଗଲେ ପନ୍ତ, ଦେଖନ୍ତୁ ଭିଡିଓ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ସିଜନରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିପାରୁନାହିଁ । ଦଳ ଏ ପର୍ଯ୍ୟନ୍ତ ୯ ମ୍ୟାଚରୁ ମାତ୍ର ୪ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୮ ଅଙ୍କ ସହ ସପ୍ତମ ନମ୍ବରରେ ରହିଛି । ଏହି ସବୁ ଚିନ୍ତା!-->…
Read More...
Read More...
ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ
ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ!-->…
Read More...
Read More...
ଓହରିଲେ ଜାଡେଜା, ପୁଣି ସିଏସକେର ନେତୃତ୍ୱ ନେବେ ଧୋନୀ
ନୂଆଦିଲ୍ଲୀ: ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ପଦ ଛାଡିବାକୁ ରବୀନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏମିତି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଘୋଷଣା କରିଛି।!-->…
Read More...
Read More...
ମହାନ ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ୍
ନୂଆଦିଲ୍ଲୀ : ଇନସଲଭେନ୍ସି ଆକ୍ଟର ବିଭିନ୍ନ ଧାରାରେ ବିଶ୍ୱ ଟେନିସ ଜଗତର ମହାନ ଖେଳାଳି ବୋରିସ ବେକରଙ୍କୁ କେତେକ ମାମଲାରେ ଅଢେଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନର ସାଉଥୱାର୍କ କ୍ରାଉନ କୋର୍ଟ ୪ଟି ଅଭିଯୋଗ ଉପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ସଜା ଶୁଣାଇବା ସହ ଜୋରିମାନା!-->…
Read More...
Read More...
ଗୌତମ ଗମ୍ଭୀରଙ୍କ କାର ଦୁର୍ଘଟଣାଗ୍ରସ୍ତ
ମୁମ୍ବାଇ : ଆଇପିଏଲ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟିମ୍ ବସ ମୁମ୍ବାଇରୁ ପୁଣେ ଯାଉଥିଲା । ବସ୍ ପଛେ ପଛେ ଗୌତମ ଗମ୍ଭୀରଙ୍କ କାର ମଧ୍ୟ ଯାଉଥିଲା । ଏହି କାରଟି ଦୁର୍ଘଟଣା ହୋଇଥିବା ଖବର ଆସୁଛି । ସୌଭାଗ୍ୟବଶତଃ ଗୌତମ ଗମ୍ଭୀର ଏହି କାର ନଥିଲେ । କାରରେ ଲକ୍ଷ୍ନୌ ଟିମର ସିଇଓ ଓ!-->…
Read More...
Read More...