Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି । ଏହି ଖେଳାଳିଙ୍କ ନାମ ହେଉଛି!-->…
Read More...
Read More...
ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ : ଓଡିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା
ପୁଣେ: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ବା ମହିଳା ଆଇପିଏଲ ପାଇଁ ଆଜି ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଆସନ୍ତା ୨୩ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପୂର୍ବବର୍ଷ ଗୁଡିକ!-->…
Read More...
Read More...
ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଏମିତି କହିଲେ ସୌରଭ ଗାଙ୍ଗୁଲି
ମୁମ୍ବାଇ : ବିରାଟ କୋହଲି ଏବଂ ରୋହିତ ଶର୍ମା ଆଇପିଏଲ ୨୦୨୨ ରେ ବ୍ୟାଟ ସହିତ ସଂଘର୍ଷ କରୁଛନ୍ତି । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତକୁ ଖେଳିବାକୁ ପଡିବ । ଏଭଳି ପରିସ୍ଥିତି ଏହି ଦୁଇ ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି । ରୋହିତଙ୍କ ଦଳ ମୁମ୍ବାଇ!-->…
Read More...
Read More...
ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ୱର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ
ଫୁଲବାଣୀ:-କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନଠାରେ ଆୟୋଜିତ ଏହି!-->…
Read More...
Read More...
୫ ଡକାୟତକୁ କାବୁକଲା ଟିକାବାଲି ପୋଲିସ
ବାଲିଗୁଡ଼ା: ମୋବାଇଲ ଧରେଇଦେଲା ଡକାୟତଙ୍କୁ । ଏହାସହିତ ଚୋରି ସୁନା ଗହଣା ସହିତ ଗୋଟିଏ ମୋବାଇଲକୁ ଜବତ କରିଛି ଟିକାବାଲି ପୋଲିସ । ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ ।!-->…
Read More...
Read More...
ଚେନ୍ନାଇକୁ ୭ ଓ୍ଵିକେଟ୍ରେ ପରାସ୍ତ କଲା ଗୁଜରାଟ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୨ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଗୁଜରାଟ ଟାଇଟନ୍ସ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। ୧୩୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟିଓ୍ଵିକେଟ୍ ହରାଇ ୧୩୭ ରନ୍ କରିଛି।ଗୁଜରାଟ ଆରମ୍ଭରୁ ଭଲ ବ୍ୟାଟିଂ!-->…
Read More...
Read More...
ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଥୋମାସ କପ ଚମ୍ପିଆନ ହେଲା
ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ!-->…
Read More...
Read More...
ଦ.ଆଫ୍ରିକା ବିପକ୍ଷ ସିରିଜରେ ସବୁ ସିନିୟର ଖେଳାଳିଙ୍କୁ ମିଳିବ ବିଶ୍ରାମ, ଅଧିନାୟକ ରେସ୍ରେ ଏହି ଦୁଇ ଖେଳାଳି
ନୂଆଦିଲ୍ଲୀ : ଜୁଲାଇରେ ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜରୁ ବିଶ୍ରାମ ପାଇବେ । ଏହି ଦୁଇ!-->…
Read More...
Read More...
ଆଉ ନାହନ୍ତି ଆଣ୍ଡ୍ରୁ ସାଇମଣ୍ଡସ୍, କାର୍ ଦୁର୍ଘଟଣାରେ ଚାଲିଗଲା ଜୀବନ
ସିଡ୍ନୀ: କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍ଙ୍କ ପରଲୋକ ହୋଇଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇମଣ୍ଡସ୍ ଶନିବାର ରାତିରେ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ତାଙ୍କୁ ୪୬!-->…
Read More...
Read More...
ଜନ ଡେଭିଡ ଓଡ଼ିଶା ହକିର ନୂଆ ଡ଼ାଇରେକ୍ଟର
ଭୁବନେଶ୍ୱର: ଜନ ଡେଭିଡ ଓଡ଼ିଶା ହକିର ନୂଆ ଡ଼ାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ଜନ ଡେଭିଡ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ। ଓଡ଼ିଶା ହକିକୁ ଏକ ନୂଆ ସୋପାନରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହକି ଆସୋସିଏସନର ମିଳିତ ଉଦ୍ୟମରେ ତାଙ୍କୁ ନୁଯୁକ୍ତ!-->…
Read More...
Read More...