Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟି-୨୦ ମାନ୍ୟତାରେ ଶ୍ରେୟସଙ୍କୁ ବିପୁଳ ଫାଇଦା, ଟପ୍-୧୦ରୁ ବାଦ ପଡିଲେ କୋହଲି
ଦୁବାଇ : ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଖେଳାଯାଇଥିବା ଟି -୨୦ ଆନ୍ତର୍ଜାତୀୟ ସିରିଜ୍ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ପାଇଁ ସ୍ୱତନ୍ତ୍ର ଥିଲା । ଶ୍ରେୟସ୍ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ, ସେ ପୁରା ଟି-୨୦ ସିରିଜରେ!-->…
Read More...
Read More...
ଜୁନରେ ଆୟର୍ଲାଣ୍ଡ ଗସ୍ତ କରିବ ଭାରତୀୟ ଟିମ୍, ଖେଳିବେନି ରୋହିତ, ବିରାଟଙ୍କ ସମେତ ବହୁ ଷ୍ଟାର ଖେଳାଳି
ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ୪ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳିବ । ଏହା ପରେ ସମସ୍ତ ଖେଳାଳି ଆଇପିଏଲ୍ ରେ ବ୍ୟସ୍ତ ରହିବେ । ମେ ମାସ ଶେଷ ସୁଦ୍ଧା ଆଇପିଏଲ୍ ୨୦୨୨ ଆୟୋଜିତ ହେବ ଏବଂ କିଛି ସମୟ ବିରତି ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଇଂଲଣ୍ଡ ଯିବେ,!-->…
Read More...
Read More...
ବିରାଟଙ୍କ ୧୦୦ତମ ଟେଷ୍ଟରେ ଦର୍ଶକଙ୍କୁ ମିଳିଲା ଅନୁମତି
ମୋହାଲି : ଶୁକ୍ରବାରଠାରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିବେ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ମୋହାଲିର କେପିସିଏ ଷ୍ଟାଡିୟମରେ ଖେଳାଯିବ । କୋହଲିଙ୍କ ଏହି ଐତିହାସିକ ମ୍ୟାଚକୁ ପଡିଆରେ ଦର୍ଶକମାନେ ମଧ୍ୟ!-->…
Read More...
Read More...
ଫୁଟବଲ ଟେନିସ ଚାମ୍ପିଅନ ଦଳକୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା
ଜି. ଉଦୟଗିରି : ଓଡ଼ିଶା ଫୁଟବଲ,ଟେନିସ ଆସୋସିଏସନ୍ ଏବଂ ସିଟି କ୍ଲବ ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ୫ମ ନରେନ୍ଦ୍ର ଜେନା ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...
ଋଷ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ପିଟରସନଙ୍କ ପରିବାର
କିଭ : ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଅନେକ ଦେଶ ନିଜ ନାଗରିକଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି । ଭାରତ ମଧ୍ୟ ୟୁକ୍ରେନରୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ କରିଛି । ଏବେ ମଧ୍ୟ ଅନେକ ଦେଶର ନାଗରିକ ୟୁକ୍ରେନରେ!-->…
Read More...
Read More...
ଆଇପିଏଲ ନିଲାମୀ ବେଳେ ମୋର ଛାତି ଧଡଧଡ ହେଉଥିଲା : ଶ୍ରେୟସ
କୋଲକତା : ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ବର୍ତ୍ତମାନ ନିଜର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଶ୍ରେୟସ୍ ଆୟର୍ କ୍ରମାଗତ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ସମଗ୍ର ସିରିଜ୍ରେ ଅପରାଜିତ ରହିଥିଲେ । କେବଳ ଏତିକି!-->…
Read More...
Read More...
୩୬୧ ସପ୍ତାହ ପରେ ଟେନିସକୁ ମିଳିଲା ନୂଆ ନମ୍ୱର ୱାନ ଖେଳାଳି
ନୂଆଦିଲ୍ଲୀ, ୨୮/୨: ଏଟିପି ଟେନିସ ର୍ୟାଙ୍କିଂର ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଋଷର ଡାନିଲ ମେଦଭେଦେବ । ପ୍ରଥମ ସ୍ଥାନ ହାସଲ କରିବାରେ ସେ ଦୁନିଆର ୨୭ତମ ଖେଳାଳି ହୋଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ହଟାଇ ସେ ଶୀର୍ଷରେ ପହଞ୍ଚିଛନ୍ତି ।!-->…
Read More...
Read More...
ଇତିହାସ ରଚିଲେ ଶାହିନ ଆଫ୍ରିଦି
କରାଚୀ : ପାକିସ୍ତାନ ସୁପର ଲିଗ୍ ଫାଇନାଲରେ ଲାହୋର କାଲାଣ୍ଡାର୍ସ ଦଳ ୪୨ ରନ୍ରେ ମଲ୍ଟାନ୍ ସୁଲତାନଙ୍କୁ ପରାସ୍ତ କରିବାରେ ସଫଳ ହୋଇଛିା ଲାହୋର ଅଧିନାୟକ ଶାହିନ୍ ଆଫ୍ରିଦି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଲିଗ୍ ଟାଇଟଲ୍ ଜିତିବାରେ ଶାହିନ୍!-->…
Read More...
Read More...
ବରଦା ରଣଜୀ ଖେଳାଳି ସୋଲାଙ୍କିଙ୍କ ପିତୃ ବିୟୋଗ, କିଛି ଦିନ ତଳେ ତାଙ୍କ ନବଜାତ ଶିଶୁର ହୋଇଥିଲା ଦେହାନ୍ତ
ନୂଆଦିଲ୍ଲୀ : ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ ଦୁଃଖ ଶେଷ ହେଉନାହିଁ । ନିକଟରେ ସେ ତାଙ୍କର ନବଜାତ ଶିଶୁକୁୁ ହରାଇଥିବା ବେଳେ ଗତକାଲି ତାଙ୍କ ପିତାଙ୍କୁ ହରାଇଛନ୍ତି । ଚଣ୍ଡିଗଡ ବିପକ୍ଷ ମ୍ୟାଚ ପରେ ସେ ଏହି ଦୁଃଖଦ ଖବର ପାଇଥିଲେ । ବିଷ୍ଣୁଙ୍କ ପିତାଙ୍କର ପରଲୋକ ରବିବାର ସକାଳେ!-->…
Read More...
Read More...
ମୟଙ୍କ ଅଗ୍ରୱାଲ ହେଲେ ପଞ୍ଜାବ କିଙ୍ଗ୍ସର ଅଧିନାୟକ
ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ପଞ୍ଜାବ କିଙ୍ଗସ୍ ଆଜି ତାର ଅଧିନାୟକ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଦଳର ଓପନର ମୟଙ୍କ ଅଗ୍ରୱାଲଙ୍କୁ ଫ୍ରାଞ୍ଚାଇଜ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ସୋମବାର ଏକ ବିବୃତ୍ତି ଜାରି କରି ଫ୍ରାଞ୍ଚାଇଜ୍ ଏହି ସୂଚନା ଦେଇଛି । ମୟଙ୍କ ୨୦୧୮ ଠାରୁ!-->…
Read More...
Read More...