Browsing Category

ଖେଳ

ଆଇପିଏଲରେ ସୁରେଶ ରାଇନାଙ୍କ ଏଣ୍ଟ୍ରି, ଶାସ୍ତ୍ରୀଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ

ନୂଆଦିଲ୍ଲୀ : ଆଇପିଏଲ ମିଷ୍ଟ୍ର ଭାବରେ ପରିଚିତ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ପୂର୍ବରୁ ଯେଉଁ ଦଳରେ ଖେଳୁଥିଲେ ସେହି ଦଳ ମଧ୍ୟ ତାଙ୍କ ନାମରେ ବିଡ ଡାକି ନଥିଲା । ସୁରେଶ ରାଇନା ଲଗାତାର ଭାବେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ପକ୍ଷରୁ ଖେଳି ଆସୁଥିଲେ । ନିଲାମ
Read More...

୧୬ ତମ ସୁଜିତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର କଲେଜ ପଡିଆ ଠାରେ ସମଲେଇଶ୍ୱରୀ ସ୍ପୋର୍ଟିଂ କ୍ଳବ ଘୋଡାଘାଟପଡ଼ା ପକ୍ଷରୁ ୧୬ ତମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରାଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ
Read More...

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ବଡ ଲମ୍ଫ ମାରି ଟପ୍‌-୫ରେ ବୁମରା

ନୂଆଦିଲ୍ଲୀ, ୧୬/୩ : ଆଇସିସି ବୁଧବାର ଜାରି କରିଛି ଟେଷ୍ଟ ମାନ୍ୟତା ତାଲିକା । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି । ସେ ଛଅଟି ପାହାଚ ଡେଇଁ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ । କିନ୍ତୁ
Read More...

ରେକର୍ଡ ପରେ ରେକଡ ସୃଷ୍ଟି କରିଚାଲିଛନ୍ତି ଝୁଲଣ,ଦିନିକିଆରେ ଏବେ ଏହି କୀର୍ତ୍ତିମାନ କଲେ ସ୍ଥାପନ

ନୂଆଦିଲ୍ଲୀ,୧୬/୩ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ଭାରତର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦
Read More...

ମହିଳା ବିଶ୍ୱକପ : ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡର ପ୍ରଥମ ବିଜୟ

ନୂଆଦିଲ୍ଲୀ : ଆଇସିସି ମହିଳା କ୍ରିକେଟ ବିଶ୍ୱକପର ୧୫ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୪ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଚନ୍ତି । ସେହିପରି ଏହି ପରାଜୟ ପରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି । ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଥିବା ବେଳେ
Read More...

ଆଜମଙ୍କୁ ପ୍ରଶଂସା କଲେ ଅଶ୍ୱିନ

ନୂଆଦିଲ୍ଲୀ: ପାକିସ୍ତାନ ବ୍ୟାଟର ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏବେ କରାଚୀରେ ଚାଲିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ଆଜମଙ୍କ ଶତକୀୟ ଇନିଂସ ଅଶ୍ୱିନଙ୍କୁ ବିଶେଷଭାବରେ ପ୍ରଭାବିତ କରିଛି । ଅଷ୍ଟ୍ରେଲିଆ ଘରୋଇ ଦଳ
Read More...

ଅଶ୍ୱିନଙ୍କୁ ପ୍ରଶଂସାରେ ପୋତିଲେ ରୋହିତ, କହିଲେ ଏହି ବଡ କଥା

ବେଙ୍ଗାଲୁରୁ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ କରିବାରେ ସଫଳ ହୋଇଛି । ଏଥି ସହିତ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନତି ହୋଇଛି । ଭାରତର ଆଗରେ ଦ.ଆଫ୍ରିକ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ରହିଛନ୍ତି । ସେହିପରି ଶ୍ରୀଲଙ୍କା
Read More...

ସିରିଜ୍‌ କ୍ଲିନସୁଇପ କଲା ଭାରତ

ବେଙ୍ଗାଲୁରୁ,୧୪/୩ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ପ୍ରଶଂସକଙ୍କୁ ମୁଗ୍ଧ କରିଛି । ପ୍ରଥମ ଟେଷ୍ଟ ମ୍ୟାଚ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଭାରତ ମାତ୍ର ତିନି ଦିନରେ ଜିତି ନେଇଛି । ପ୍ରଥମ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୧୬୨ ରନରେ କବଜା କରିଥିଲା
Read More...

ଷ୍ଟେନଙ୍କୁ ପଛରେ ପକାଇଲେ ଅଶ୍ଵିନ

ବେଙ୍ଗାଲୁରୁ ୧୪।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ସବୁଠୁ ଅଧିକ ଟେଷ୍ଟ ଓ୍ଵିକେଟ୍ ନେବା ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଦ୍ରୁତ ବୋଲର ଡେଲ୍ ଷ୍ଟେନଙ୍କୁ ପଛରେ
Read More...

ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଜଲୱା

ନୂଆଦିଲ୍ଲୀ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୦୨୩ ଜାରି ରହିଛି । ଏଥିରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜସପ୍ରୀତ ବୁମ୍ରା ସର୍ବାଧିକ ୱିକେଟ୍‌ ନେଇଥିବାବେଳେ ୠଷଭ ପନ୍ତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ
Read More...