Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟେନିସ୍ରୁ ଆଶ୍ଲେ ବାର୍ତିଙ୍କ ସନ୍ନ୍ୟାସ ଘୋଷଣା
ନୂଆଦିଲ୍ଲୀ,୨୩/୩ : ମହିଳା ଟେଡ଼ିସ ଜଗତକୁ ଆଜି ସ୍ତବ୍ଧ କରିଛନ୍ତି ଆଶ୍ଲେ ବାର୍ଟି । ସେ ଅଚାନକ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିର କାରଣ ବି ସେ କହିଛନ୍ତି । ନିକଟରେ ଆଶ୍ଲେ ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ । ବିଶ୍ୱରେ ଏକ!-->…
Read More...
Read More...
ଆଇସିସି ଦିନିକିଆ ମାନ୍ୟତା : ଖସିଲେ ରୋହିତ,ଦ୍ୱିତୀୟ ସ୍ଥାନରେ କୋହଲି
ନୂଆଦିଲ୍ଲୀ, ୨୩/୩ : ଆଇସିସି ଆଜି ଜାରି କରିଛି ଦିନିକିଆ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଅବନତି ଘଟିଛି । ରୋହିତ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଛନ୍ତି । ରୋହିତ ଦିନିକିଆ ରେଟିଂ ପଏଣ୍ଟ ୭୯୧ ରହିଛି । ସେହିପରି,ବିରାଟ କୋହଲି ୮୧୧ ରେଟିଂ!-->…
Read More...
Read More...
ପ୍ରତୀକ୍ଷାର ଅନ୍ତ : ଆଇପିଏଲରେ ଦର୍ଶକ ଏଣ୍ଟ୍ରିକୁ ମିଳିଲା ସବୁଜ ସଙ୍କେତ
ନୂଆଦିଲ୍ଲୀ,୨୩/୩ : ଆଇପିଏଲ-୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ତିନି ଦିନ ବାକିଥିବା ବେଳେ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ଭଲ ଖବର । ଦର୍ଶକମାନଙ୍କୁ ମିଳିଛି ଷ୍ଟାଡିୟମ ପ୍ରବେଶ ଅନୁମତି । ଅର୍ଥାତ,କ୍ରିକେଟପ୍ରେମୀମାନେ ଷ୍ଟାଡିୟମ ଭିତରେ ବସି ସିଧାସଳଖ ଖେଳ ଦେଖିବେ ଏବଂ ପ୍ରିୟ!-->…
Read More...
Read More...
ମାଲାମାଲ ହେବେ ଆଇପିଏଲ ଭାଷ୍ୟକାର
ନୂଆଦିଲ୍ଲୀ,୨୨/୩ : ଏଥର ଆଇପିଏଲ ପାଇଁ ମୋଟ୍ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି । ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ । ଏଥିରେ ଭାଷ୍ୟକାର ବି ମାଲେମାଲ ହେବେ । ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା!-->…
Read More...
Read More...
ଆସନ୍ତାକାଲି ଠାରୁ ଆଇପିଏଲ ଟିକେଟ୍ ବିକ୍ରି
ମୁମ୍ବାଇ, ୨୨/୩: ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ ତାହାକୁ ନେଇ ଉକ୍ରଣ୍ଠା ବଢୁଛି । ବିଶେଷ କରି,ଏହାର ଟିକେଟ ବ୍ୟବସ୍ଥାକୁ ନେଇ ସମସ୍ତେ ଉକ୍ରଣ୍ଠିତ ଥିବା ବେଳେ ଏବେ ଜାରି ହୋଇଛି ଆଦେଶ । ଆଇପିଏଲ ୨୦୨୨ ପାଇଁ ଟିକେଟ୍ ବିକ୍ରି ଆସନ୍ତାକାଲି!-->…
Read More...
Read More...
ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇଲା ଭାରତ
ହାମିଲଟନ : ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍ ମ୍ୟାଚ୍ ହାମିଲଟନ୍ ସ୍ଥିତ ସେଡନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱ କରିଥିବା ଟିମ୍ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ!-->…
Read More...
Read More...
ଆରସିବି କ୍ୟାମ୍ପରେ ଯୋଗଦେଲେ ବିରାଟ, ଦଳ ଏମିତି କଲା ସ୍ୱାଗତ
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନ୍ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରସ୍ତୁତି ଜୋରସୋରରେ ଚାଲିଛି । ତିନିଥର ଆଇପିଏଲ ଫାଇନାଲ ଖେଳିଥିବା ଆରସିବି ପାଇଁ ଏକ ଖୁସି ଖବର ସୋମବାର ଏହାର ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳରେ ଯୋଗ!-->…
Read More...
Read More...
ଅଗଷ୍ଟ ୨୭ରୁ ଏସିଆ କପ
ନୂଆଦିଲ୍ଲୀ,୨୦/୩ : ଆସନ୍ତା ଅଗଷ୍ଟରେ ଆରମ୍ଭ ହେବ ଏସିଆ କପ । ଏଥିପାଇଁ ବିଧିବଦ୍ଧଭାବେ ସୂଚୀ ପ୍ରକାଶ ପାଇଛି । ଏସିସି ଦ୍ୱାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଏଥର ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଛି ।!-->…
Read More...
Read More...
ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଆହତ
ଥିରୁଅନନ୍ତପୁରମ୍: କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି । ଗତ ରାତିରେ ଚ୍ୟ଼ାରିଟି!-->…
Read More...
Read More...
ଏକାଧିକ ରେକର୍ଡର ଅଧିକାରୀ ହେଲେ ଆଜମ
କରାଚି: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି । ୫୦୬ ରନ୍ର ଟାର୍ଗେଟ ପିଛା କରୁଥିବା!-->…
Read More...
Read More...