Browsing Category

ଖେଳ

ଚାପରେ ଶ୍ରୀଲଙ୍କା : ଜିତିବା ପାଇଁ ବଡ଼ ଟାର୍ଗେଟ ଦେଲା ଭାରତ

ବେଙ୍ଗାଲୁରୁ,୧୩/୩ : ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ବେଶ୍‌ ରୋମାଞ୍ଚକର ଥିଲା । ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅତିଥି ଦଳ ୨୮ ରନ୍‌
Read More...

ଲଞ୍ଚ ହେଲା ଗୁଜୁରାଟ ଟାଇଟାନ୍ସର ଜର୍ସି

ଅହମ୍ମଦାବାଦ : ଆଇପିଏଲର ୧୫ ତମ ସିଜିନର ନୂତନ ଦଳ ଗୁଜୁରାଟ ଟାଇଟାନ ରବିବାର ଦିନ ସେମାନଙ୍କର ନୂତନ ଜର୍ସ ଲଞ୍ଚ କରିଛି । ଏହି ଅବସରରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉପସ୍ଥିତ ଥିଲେ । ଜର୍ସି ଲଞ୍ଚ କରିବା ବ୍ୟତୀତ ଗୁଜୁରାଟ ଟାଇଟାନ୍ସ ମଧ୍ୟ ଦଳର ଲୋଗୋ ଲଞ୍ଚ କରିଛି । ଏହି
Read More...

ଟେଷ୍ଟ କ୍ରିକେଟରେ ଏହି ନୂଆ ରେକର୍ଡ କଲେ ରିଷଭ ପନ୍ତ

ବେଙ୍ଗାଲୁରୁ,୧୩/୩ : ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ତଥା କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ରିଷଭ ପନ୍ତ । ରବିବାର ଭାରତ-ଶ୍ରୀଲଙ୍କା ଡେ ନାଇଟ୍‌ ଟେଷ୍ଟରେ ସେ ୨୮ ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହିତ ଟେଷ୍ଟ କ୍ରିକେଟରୁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ
Read More...

ପିଙ୍କ୍‌ ବଲ ଟେଷ୍ଟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୦୯ରେ ଅଲଆଉଟ

ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଭାରତ ବିପକ୍ଷ ଦିବରାତ୍ରୀ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ
Read More...

ପ୍ରଶଂସକଙ୍କୁ ନାକ ଫଟାଇଲେ ରୋହିତ ! ଯିବାକୁ ପଡିଲା ହସ୍ପିଟାଲ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୋଲାପୀ ବଲ ସହିତ ଖେଳାଯାଉଥିବା ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ୍‌ ପ୍ରଶଂସକଙ୍କ ନାକ ଫଟାଇ ଦେଇଥିବା ଜଣାପଡିଛି । ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା
Read More...

ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌, ଆଜି ଅନୁଷ୍ଠିତ ହେଲା ଦୁଇଟି ମ୍ୟାଚ୍‌

ଦଶପଲ୍ଲା : ଆଜି ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌ର ନବମ ଦିବସ ରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବୈଶାଳୀ ଓ ଈଶାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୈଶାଳୀ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଈଶାନୀ ୧୪.୩ ଓଭର ରେ ବିଜୟ
Read More...

ପିଙ୍କ ବଲ ଟେଷ୍ଟରେ କୋହଲିଙ୍କ ଏମିତି ରହିଛି ରେକର୍ଡ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ଗୋଲାପୀ ବଲ ସହିତ ଖେଳାଯିବ । ଭାରତରେ ତୃତୀୟ ଥର ପାଇଁ ପିଙ୍କ ଟେଷ୍ଟ ଖେଳାଯିବାକୁ
Read More...

ମହିଳା ବିଶ୍ୱକପ : ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଲା ଭାରତ

ହାମିଲଟନ: ଆଇସିସି ମହିଳା ବିଶ୍ୱକପରେ ଭାରତକୁ ଆଜି ଝଟକା ଲାଗିଛି । ଆଜି ଅନୁଷ୍ଠିତ ବିଶ୍ୱକପର ଅଷ୍ଟମ ମ୍ୟାଚରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୬୦ ରନ୍‌ କରିଥିଲା । ନ୍ୟୁଜିଲାଣ୍ଡ ତରଫରୁ
Read More...

ଏହି ଐତିହାସିକ ରେକଡ ପ୍ରତିଷ୍ଠା କଲେ ଝୁଲଣ ଗୋସ୍ୱାମୀ

ନୂଆଦିଲ୍ଲୀ, ୧୦/୩ : ଭାରତୀୟ ମହିଳା ଟିମ୍‌ର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଆଜି ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଆଇସିସି ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ କ୍ୟାରିଅରର ଶେଷ ବିଶ୍ୱକପ ଖେଳୁଛନ୍ତି । ୩୯ ବର୍ଷୀୟ ଝୁଲଣ ବିଶ୍ୱକପରେ ସବୁଠାରୁ
Read More...

ପିଙ୍କ୍‌ ବଲ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଫଟୋ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ ଦିବାରାତ୍ରୀ ଖେଳାଯିବା ସହ ପିଙ୍କ୍‌ ବଲରେ ଖେଳାଯିବ । ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ପାଇଁ
Read More...