Browsing Category

ଖେଳ

ପୁଣି ହାରିଲା ଶ୍ରୀଲଙ୍କା, ଭାରତ ୩-୦ରେ ସିରିଜ ଜିତିଲା

ଧର୍ମଶାଳା : ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ୨୦୨୧ ଟି -୨୦ ବିଶ୍ୱକପ୍‌ ର ଶେଷ ତିନୋଟି ମ୍ୟାଚ୍‌ ଜିତିବା ସହିତ ଭାରତୀୟ ଦଳ ଆରମ୍ଭ କରିଥିବା ବିଜୟ ଧାରା ଏବେବି ଜାରି ରହିଛି । କେବଳ ଏତିକି ନୁହେଁ କ୍ରମାଗତ ତୃତୀୟ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ
Read More...

ଅଜବ ଲୁକ୍‌ରେ ଧୋନୀ

ନୂଆଦିଲୀ : ଏବେ କ୍ରିକେଟରେ ଆକସନ ବାହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହି । ଆଉ କିଛି ଦିନ ପରେ ତାଙ୍କୁ ଅବଶ୍ୟ ଆଇପିଏଲରେ ଦେଖିବାକୁ ମିଳିବ । ତେବେ ତା ପୂର୍ବରୁ ତାଙ୍କର ଏଭଳି ଏକ ଲୁକ୍‌ ଭାଇରାଲ ହୋଇଛି,ଯାହାକୁ ଦେଖିଲେ ବଡ଼ ଅଜବ ଲାଗୁଛି । କାରଣ,ଫଟୋଟି
Read More...

ବିନୋଦ କାମ୍ବଲି ଗିରଫ,ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶା ସେବନ କରି ଗାଡି ଚଳାଉଥିବା ବେଳେ ସେ ଏକ କାରକୁ ଧକ୍କା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ତାଙ୍କୁ ମୁମ୍ବାଇ
Read More...

ବିନା ଦର୍ଶକରେ ନିଜର ୧୦୦ତମ ଟେଷ୍ଟ ଖେଳିବେ ବିରାଟ, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍‌ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି, କିନ୍ତୁ ପୂର୍ବତନ ଅଧିନାୟକ ମାର୍ଚ୍ଚରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଦଳକୁ ଫେରିବେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଈଶାନ୍‌ କିଶାନ୍‌, ଖେଳି ନପାରନ୍ତି ତୃତୀୟ ଟି-୨୦

ଧର୍ମଶାଳା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗିବା ପରେ ଭାରତୀୟ ଓପନର୍‌ ଈଶାନ୍‌ କିଶାନଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୁଣ୍ଡ ସ୍କାନ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶର କାଙ୍ଗ୍ରା
Read More...

ଧର୍ମଶାଳାରେ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ, ଏମିତି ହୋଇପାରେ ପ୍ଲେଇଙ୍ଗ ଏକାଦଶ

ଧର୍ମଶାଳା : ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଧର୍ମଶାଳାରେ ଭାରତ ଖେଳିବ । ଏହା ପୂର୍ବରୁ ଉଭୟ ଦଳ ସେଠାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତ ସହଜରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚକୁ ଜିତି ସିରିଜ କବଜା କରିବାକୁ ନିହାତି ଚାହିଁବା
Read More...

ବଦଳିଲା ଆଇପିଏଲ୍‌ ଫର୍ମାଟ୍‌ : ଜାଣନ୍ତୁ,କେମିତି ଖେଳାଯିବ ଏଥର ସଂସ୍କରଣ

ନୂଆଦିଲ୍ଲୀ: ଏଥରର ଆଇପିଏଲ୍‌ ସମ୍ପୂର୍ଣ୍ଣ ଅଲଗା ହେବ । ଏଥର ୧୦ଟି ଟିମ୍‌ ଭାଗ ନେବେ । ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ । କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍‌ ଭାରତରେ ଖେଳାଯାଇନଥିଲା । ହେଲେ ଏଥର ବିସିସିଆଇ ଲିଗକୁ ଭାରତରେ କରାଇବାକୁ ପୂରା ପ୍ରସ୍ତୁତି କରିଛି ।
Read More...

ଅଲରାଉଣ୍ଡର ହେବାକୁ ଚାହାଁନ୍ତି ଶ୍ରେୟସ ଆୟର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ସେ ମାତ୍ର ୨୮ଟି ବଲରେ ୫୭ ରନ କରି ଅପରାଜିତ ରହିଥିଲେ । ଏହି ଇନିସଂରେ ୫ଟି ଚୌକା ଓ ୨ ଛକା ସାମିଲ ଥିଲା । ତାଙ୍କର ଏହି ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ
Read More...

ବିଜୟରୁ ଭାରତର ଟି-୨୦ ସିରିଜ ଅଭିଯାନ : ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ମିଳିଛି ବୃହତ ଓ ଚମକ୍ରାର ବିଜୟ । ଆଉ ଏହି ବିଜୟରୁ ହିଁ ଭାରତ ଆରମ୍ଭ କରିଛି ତା’ର ଅଭିଯାନ । ଏହି ମ୍ୟାଚରେ ଭାରତ ଅତିଥି ଦଳକୁ ୬୨ ରନରେ ପରାସ୍ତ କରିଛି । ଏଥିସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର
Read More...

ଜାଣନ୍ତୁ,କେଉଁ ତାରିଖରୁ ଆରମ୍ଭ ହେବ ଆଇପିଏଲ-୧୫

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ୍ୱ । ଶେଷରେ ଘୋଷଣା ହେଲା ଆଇପିଏଲ୍‌ ତାରିଖ । ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଗୁରୁବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୦ ଟିମ୍‌ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ
Read More...