ଅଜବ ଲୁକ୍‌ରେ ଧୋନୀ

0 49

ନୂଆଦିଲୀ : ଏବେ କ୍ରିକେଟରେ ଆକସନ ବାହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହି । ଆଉ କିଛି ଦିନ ପରେ ତାଙ୍କୁ ଅବଶ୍ୟ ଆଇପିଏଲରେ ଦେଖିବାକୁ ମିଳିବ । ତେବେ ତା ପୂର୍ବରୁ ତାଙ୍କର ଏଭଳି ଏକ ଲୁକ୍‌ ଭାଇରାଲ ହୋଇଛି,ଯାହାକୁ ଦେଖିଲେ ବଡ଼ ଅଜବ ଲାଗୁଛି । କାରଣ,ଫଟୋଟି ସେହିଭଳି ହୋଇଛି । ସ୍ପୋର୍ଟସ ଷ୍ଟାର ଏହି ଫଟୋ ଓ ଭିଡିଓ ସେୟାର କରିଛି । ଧୋନୀଙ୍କ ଦେହରେ ଖାକି ପ୍ୟାଣ୍ଟ-ସାର୍ଟ,ହାତରେ ମାଇକ୍‌ ଓ ମୁହଁରେ ଚଷମା । ଏହି ଦେଖିଲେ କେହି ବି ତାଙ୍କୁ ସହଜେ ଚିହ୍ନିପାରିବେ ନାହିଁ । ପୂରା ବସ୍‌ ଡାଇଭର ଭଳି ଦେଖାଯାଉଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =