Browsing Category

ଖେଳ

ଦ୍ୱିତୀୟ ଟେଷ୍ଟ:ଭାରତକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ରୋମାଞ୍ଚ,ସସ୍‌ପେନ୍ସ ଓ ଦ୍ୱନ୍ଦ୍ୱଭରା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜି ଚତୁର୍ଥ ଦିବସରେ ଶେଷ ହୋଇଛି ଏବଂ ଘରୋଇ ଦଳ ବାଜି ମାରିନେଇଛି । ଭାରତର ଚରମ ବୋଲିଂ ବିଫଳତା ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇବାରେ ସହାୟକ ହୋଇଛି । ଘରୋଇ ଦଳ ଭାରତକୁ ୭ ୱିକେଟ ପରାସ୍ତକରି
Read More...

ଭାରତ ୨୬୬ରେ ଅଲଆଉଟ୍‌, ଦ.ଆଫ୍ରିକାକୁ ବିଜୟ ଲକ୍ଷ୍ୟ ୨୪୦

ଜୋହାନ୍ସବର୍ଗ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜୋହାନ୍ସବର୍ଗରେ ଖେଳାଯାଉଛି । ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ ଅଲଆଉଟ୍‌ ହୋଇଯାଇଛି । ଏହି ଟେଷ୍ଟ ମ୍ୟାଚ୍‌ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍‌
Read More...

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ, ରାହୁଲଙ୍କୁ ଜବରଦସ୍ତ ଫାଇଦା

ଦୁବାଇ : ଆଜି ପ୍ରକାଶ ପାଇଛି ଆଇସିସିର ତାଜା ଟେଷ୍ଟ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିମାନଙ୍କୁ ଖୁବ ଉଲ୍ଲେଖନୀୟ ଫାଇଦା ମିଳିଛି । ଅଧିନାୟକ କେଏଲ ରାହୁଲ ୧୮ଟି ପାହାଚ ଅତିକ୍ରମ କରି ତାଲିକାର ୩୧ତମ ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକୀୟ
Read More...

ଐତିହାସିକ ବିଜୟ ଉତ୍ସବ ମନାଇଲା ବାଂଲାଦେଶ, ଦେଖନ୍ତୁ ଭିଡିଓ

ମାଉଣ୍ଟ ମାଉଙ୍ଗାନୁଇ : ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ କ୍ରିକେଟ୍‌ ଦଳ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୧ ରୁ ଜାନୁୟାରୀ ୫ ମଧ୍ୟରେ ମାଉଣ୍ଟ ମାଉଙ୍ଗାନୁଇର ବାଇ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ
Read More...

ଦିନିକିଆ କ୍ରିକେଟକୁ ପୂରିଲା ୫୧ ବର୍ଷ, ବର୍ଷା ଯୋଗୁଁ ଆଜିର ଦିନରେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ : କ୍ରିକେଟ୍‌ର ଏକ ଦୀର୍ଘ ଇତିହାସ ରହିଛି । ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ର ତିନୋଟି ଫର୍ମାଟ୍‌ ରହିଛି ଯାହା- ଟେଷ୍ଟ, ଦିନିକିଆ କିମ୍ବା ୱାନଡେ ଏବଂ ଟି-୨୦ । ଏଭଳି ପରିସ୍ଥିତିରେ ଆଜି କ୍ରିକେଟ୍‌ ର ଦିନିକିଆ ଫର୍ମାଟର ୫୧ ବର୍ଷ ପୂରଣ ହୋଇଛି । ପ୍ରଥମ ଅନ୍ତର୍ଜାତୀୟ
Read More...

୧୨ ହଜାର କିଲୋର ବସ୍‌ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ଭାରତୀୟ ମହିଳା

ନୂଆଦିଲ୍ଲୀ ,୪/୧ : ଜଣେ ଭାରତୀୟ ମହିଳା ମହିଳା ନିଜ କେଶରେ ୧୨ ହଜାର କିଲୋ ଓଜନର ଡବଲ ଡେକର ବସ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ମହିଳାଙ୍କ ନାମ ଆଶା ରାଣୀ । ସେ ନିଜ କେଶରେ ଏମିତି କାରନାମା କରି ଦେଖାଇଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।
Read More...

୨୦ରୁ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଖେଳିବେ ସେହ୍ୱାଗ, ଯୁବରାଜଙ୍କ ସମେତ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ଓମାନରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ରେ ଭାରତର ପୂର୍ବତନ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଦେଖିବାକୁ ମିଳିବ । ଏହି ଖେଳାଳିମାନେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ । ଏହି ଲିଗରେ ତିନୋଟି ଦଳ ଭାଗ ନେବେ । ଭାରତ
Read More...

ଜୋହାନ୍ସବର୍ଗ ଟେଷ୍ଟ, ଭାରତ ପ୍ରଥମ ଇନିଂସରେ ୨୦୨ରେ ଅଲଆଉଟ୍‌

ଜୋହାନ୍ସବର୍ଗ : ଏଠାରେ ଆଜିଠୁ ବିନା ବିରାଟ କୋହଲିରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ଘରୋଇ ଦଳର ପ୍ରଭାବି ବୋଲିଂ ଯୋଗୁ ଭାରତ ପ୍ରଥମ ଦିବସରେ ମାତ୍ର ୬୩.୧ ଓଭର ଖେଳି ୨୦୨ରେ ଅଲଆଉଟ ହୋଇଯାଇଛି । ଅଧିନାୟକ କେଏଲ
Read More...

ଶାମିଙ୍କ ବିଷୟରେ ଏହି ବଡ କଥା କହିଲେ ବିରାଟ

ସେଞ୍ଚୁରିଅନ : ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବୋଲରମାନଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି । ବିଶେଷକରି ସିମରମାନଙ୍କୁ ନେଇ ସେ ବହୁତ ଖୁସି । ମହମ୍ମଦ ଶାମିଙ୍କ ଚମକ୍ରାର ବୋଲିଂ ପରେ କୋହଲି ତାଙ୍କୁ ପ୍ରଶଂସାରେ ପୋତି
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଜମାହା ମା ବରାଳଦେବୀ ଖେଳ ପଡ଼ିଆ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜାଗ୍ରତ
Read More...