Browsing Category

ଖେଳ

ଟିମ ଚୟନରେ କୋଚ ଓ ଅଧିନାୟକଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯିବା ଉଚିତ : ଶାସ୍ତ୍ରୀ

ମୁମ୍ବାଇ : ସେଞ୍ଚୁରିଆନରେ ଦକ୍ଷିତ ଆଫ୍ରିକା ବିପକ୍ଷରେ ଭାରତର ଐତିହାସିକ ବିଜୟ ହାସଲକୁ ନେଇ ଖୁସିର ମାହୋଲ ରହିଥିବାବେଳେ ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଦଳ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ତେଣୁ ଏହି ପ୍ରକ୍ରିୟାରେ
Read More...

ସେଞ୍ଚୁରିଅନ ଟେଷ୍ଟ ଜିତି ଇତିହାସ ରଚିଲା ଭାରତ

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତ ୧୧୩ ରନ୍‌ରେ ଜିତିଛି । ସେଞ୍ଚୁରିଅନର ସୁପରପୋର୍ଟ ପାର୍କ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ୧୯୧
Read More...

୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ, ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ଚାମ୍ପିୟନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଚାଲିଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପର ଫାଇନାଲ ମ୍ୟାଚରେ ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ବିଜୟୀ ହୋଇ ଚାମ୍ପିୟନ ହୋଇଛି । ମ୍ୟାଚଟି ଦୁଇଟି ଫର୍ମାଟରେ
Read More...

ଟିମ୍‌ ଇଣ୍ଡିଆ ବିଜୟରେ ବାଧକ ସାଜିପାରେ ବର୍ଷା, ଆଜି ଏମିତି ରହିଛି ପାଣିପାଗ

ମୁମ୍ବାଇ ୩୦।୧୨: ସେଞ୍ଚୁରିୟାନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାରି ରହିଛି । ଆଜି ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ବିଜୟ ପାଇଁ ଭାରତକୁ ୬ ଓ୍ୱିକେଟ୍‌ର ଆବଶ୍ୟକତା ଥିବା ବେଳେ ଶେଷ ଦିନରେ ବିଜୟ ପାଇଁ ୨୧୧ରନ୍‌ର ଟାର୍ଗେଟ ପିଛା କରିବ ସାଉଥ ଆଫ୍ରିକାକୁ। ତେବେ ଭାରତ ବିଜୟ ଦ୍ୱାର
Read More...

ଭାରତ ଦ୍ୱିତୀୟ ଇନିଂସରେ ୧୭୪ରେ ଅଲଆଉଟ, ଦ.ଆଫ୍ରିକାକୁ ବିଜୟ ଲକ୍ଷ୍ୟ ୩୦୫

ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ସେଞ୍ଚୁରିଅନର ସୁପରପୋର୍ଟ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଆଜି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ । ଭାରତର ଦ୍ୱିତୀୟ ଇନିଂସ ୧୭୪ ରନରେ ଅଲଆଉଟ ହୋଇଯାଇଛି । ଟେଷ୍ଟ ମ୍ୟାଚ୍‌ ଜିତିବା
Read More...

ଆଇପିଏଲରେ ଏହି ଦଳ ପକ୍ଷରୁ ଖେଳିବାକୁ ରାୟୁଡୁଙ୍କ ଇଚ୍ଛା

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଆଉ କିଛି ଦିନ ପରେ ମେଗା ନିଲାମ ହେବ । ଏଥିରେ ବହୁ ବହୁ ବଡ ବଡ ଖେଳାଳିଙ୍କ ନିଲାମରେ ସାମିଲ ହେବେ । ଏଥର ଦୁଇ ନୂଆ ଆଇପିଏଲ ଟିମ୍‌ ପଡିଆକୁ ଓହ୍ଲାଇବେ । ପ୍ରଥମର ଆଠ ଟିମ୍‌ ନିଜର ରିଟେନ ଖେଳାଳିଙ୍କ ଲିଷ୍ଟ ବିସିସିଆଇ ନିକଟରେ ଦାଖଲ କରିସାରିଲେଣି ।
Read More...

ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିର ଭାରତ

ସେଞ୍ଚୁରିୟନ : ସେଞ୍ଚରିୟନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଜବୁତ ସ୍ଥିତିର ଭାରତ । ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିନ ଭାରତ ୨୭୧ରନକରି ୩ ଓ୍ବିକେଟ ହରାଇଥିଲା । ବରେ ତୃତୀୟ ଦିନ ଦଳ
Read More...

ସୌରଭ ଗାଙ୍ଗୁଲି ଙ୍କୁ କରୋନା

ନୂଆଦିଲ୍ଲୀ : ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜାନୁୟାରୀ
Read More...

ଅଣ୍ଡର -୧୯ ଏସିଆ କପ : ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ : ୟୁଏଇରେ ଚାଲିଥିବା ଅଣ୍ଡର -୧୯ ଏସିଆ କପରେ ଭାରତ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଟୁର୍ନାମେଣ୍ଟରେ ତିନିଟି ମ୍ୟାଚ୍‌ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ ଏବଂ ଏହା ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ୧୫୪ ରନରେ ପରାସ୍ତ
Read More...

ସେନା ଦେଶରେ ଏମିତି ରେକର୍ଡ କଲେ ରାହୁଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ (ସେନା)ରେ ଭାରତ ପାଇଁ ଓପନର୍ ଭାବରେ ସୁନୀଲ ଗାଭାସ୍କର ନାମରେ ଅଧିକ ଶତକ କରିବାର ରେକର୍ଡ ରହିଛି । ଗାଭାସ୍କର ପରେ କେ.ଏଲ୍ ରାହୁଲ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ
Read More...