Browsing Category

ଖେଳ

ଆଉ ପିଜ୍ଜା ଖାଇବାକୁ ଅପେକ୍ଷା କରିହେବନି : ମିରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ ଗେମ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତିବା ପରେ ମିରାବାଇ ଚାନୁଙ୍କୁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ପଦକ ସହିତ ଅଲିମ୍ପିକ୍ସ୍‌ ଭାରୋତ୍ତୋଳନରେ ଭାରତର ୨୧ ବର୍ଷର ମରୁଡ଼ି ସମାପ୍ତ ହୋଇଛି । ଗତ ଥର କର୍ଣ୍ଣମ
Read More...

ହର୍ଷ ଭୋଗଲେ ଚୟନ କଲେ ସର୍ବକାଳୀନ ଭାରତୀୟ ଟେଷ୍ଟ ଦଳ

ନୂଆଦିଲ୍ଲୀ: ଭେଟେରାନ କ୍ରିକେଟ ସମୀକ୍ଷକ ହର୍ଷ ଭୋଗଲେ ତାଙ୍କର ୬୦ ତମ ଜନ୍ମଦିନ ଅବସରରେ, ସେ ନିଜର ସର୍ବକାଳୀନ ଭାରତୀୟ ଟେଷ୍ଟ ଦଳ ଚୟନ କରିଛନ୍ତି । ସେ ପୂର୍ବରୁ ଆଇପିଏଲ୍‌ ର ସର୍ବକାଳୀନ ଦଳ, ଭାରତ-ପାକିସ୍ଥାନ ମିଳିତ ସର୍ବକାଳୀନ ଦଳ ଆଦି ଚୟନ କରି ଚର୍ଚ୍ଚା ରହିଆସିଛନ୍ତି । ଏହି କ୍ରମରେ
Read More...

୨ୟ ଦିନିକିଆ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨ୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ସନକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ
Read More...

ଓଡ଼ିଶା ଟେନିସ ଭଲିବଲ୍‌ ଆସୋସିଏସନ୍‌ ତରଫରୁ ବିଶ୍ୱ ଟେନିସ ଭଲିବଲ୍‌ ଦିବସ ପାଳିତ

କଟକ ୧୬/୦୭:- ବିଶ୍ୱ ଟେନିସ ଭଲିବଲ୍‌ ଦିବସ ଇତି ମଧ୍ୟରେ ଆଜି ସକାଳ ୮ଟା ସମୟରେ କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମଠାରେ ପାଳନ କରାଯାଇଛି । ବର୍ତ୍ତମାନର କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମକୁ ମାନି ଓଡିଶା ଟେନିସ ଭଲିବଲ ଆସୋସିଏସନ ତରଫରୁ ଚେୟାରମ୍ୟାନ ବିଘ୍ନ
Read More...

ଧୋନିଙ୍କ ଭୂମିକା ନିଭାଇ ପାରିବେ ଏହି ଖେଳାଳି

ନୂଆଦିଲ୍ଲୀ : ଧୋନିଙ୍କ ଅବସର ପରେ ଭାରତୀୟ ଦଳରେ ମ୍ୟାଚ୍‌ ଫିନିସର ଅଭାବ ଦେଖାଦେଇଛି ବୋଲି ସିଭାରାମକ୍ରିଷ୍ଣନ୍‌ କହିଛନ୍ତି । ହାର୍ଦ୍ଦିକ ଏହି ଶୂନ୍ୟସ୍ଥାନ ପୂରଣ କରିପାରିବେ ବୋଲି ସେ କହିଛନ୍ତି । ଭାରତର ପୂର୍ବତନ ସ୍ପିନର ଲକ୍ଷ୍ମଣ ସିଭାରାମକ୍ରିଷ୍ଣନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ
Read More...

ଋଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ, ଦେଖିଥିଲେ ୟୁରୋକପ୍‌ ମ୍ୟାଚ୍‌

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆକୁ ଝଟକା । ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍‌ ହୋଇଥିବା ସୂଚନା ରହିଛି । ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିଲା ଟେଷ୍ଟ ମ୍ୟାଚ । କରୋନା ନିୟମକୁ ଦୃଷ୍ଟିରୁ ରଖି ଟିମ୍‌ ଇଣ୍ଡିଆ ବହୁ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା ।
Read More...

ଡବ୍ଲ୍ୟୁଟିସି-୨୩ ପାଇଁ କାର୍ଯ୍ୟସୂଚୀ ଓ ପଏଣ୍ଟ ବ୍ୟବସ୍ଥା ଘୋଷଣା କଲା ଆଇସିସି

ଦୁବାଇ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ପାଇଁ ନୂତନ ପଏଣ୍ଟ ଟେବୁଲର ନିୟମ ସହ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥର ଟେଷ୍ଟ ଚାମ୍ପିଅନସିପ୍‌ ଅଧୀନରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ । ଟେଷ୍ଟ ଟାଇ କ୍ଷେତ୍ରରେ ଉଭୟ ଦଳକୁ ୬ ପଏଣ୍ଟ ଦିଆଯିବ ।
Read More...

କ୍ରିସ୍‌ ଗେଲଙ୍କ ଐତିହାସିକ ବିଶ୍ୱ ରେକର୍ଡ

ଦୁବାଇ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କ୍ରିକେଟ୍‌ ଦୁନିଆରେ ଆଉ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି -୨୦ ଫର୍ମାଟରେ ୧୪,୦୦୦ ରନ୍‌ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ଶୈଳୀରେ ଗେଲ ଏକ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଥିଲେ
Read More...

୫୩ ବର୍ଷ ପରେ ଇଟାଲି ଜିତିଲା ୟୁରୋ କପ, ଇଂଲଣ୍ଡକୁ ଶୁଟ ଆଉଟ୍‌ରେ ହରାଇଲା

ନୂଆଦିଲ୍ଲୀ:  ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲି ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି ।
Read More...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଏକାଦଶ ଚୟନ କଲେ ବ୍ରାଡ ହଗ : ଶିଖର ଓ ସାମିଙ୍କୁ ମିଳିଳାନି ସ୍ଥାନ

ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-୨୦ ବିଶ୍ୱକପ ୨୦୨୧ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଭାରତୀୟ ଦଳ ପୁଣି ଥରେ ଟି -୨୦ ବିଶ୍ୱକପ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି । ଟି -୨୦ ବିଶ୍ୱକପ ପାଇଁ
Read More...