Browsing Category

ରାଜ୍ୟ

ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସଂପନ୍ନ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ଗ୍ରାମର କଲଙ୍ଗାପଡାରେ ଚବିଶ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୮ରୁ ୨୧ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ ସ୍ଥାନୀୟ ପୋଖରୀରୁ
Read More...

ବିଶ୍ୱ ପୃଥିବୀ ଦିବସ ପାଳିତ, ପୁନିତ ସାଗର ଅଭିଯାନରେ ସାମିଲ ହେଲେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ପୁରୀ: ବିଶ୍ୱ ପୃଥିବୀ ଦିବସ ଆଜି ପାଳିତ ହୋଇଛି । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ "ପୁନିତ ସାଗର ଅଭିଯାନ' ଅନୁଷ୍ଠିତ ହୋଇଛି । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଏହି ଅବସରରେ
Read More...

ଠିକାଦାରୀ ସଂସ୍ଥାର ମନମାନି, ଫାଟିଲା ଆଜବେଷ୍ଟ ଓ ଘର କାନ୍ଥ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପ୍ରକଳ୍ପରେ କାର୍ଯ୍ୟ କରୁଥିବା ଠିକାଦାରୀ ସଂସ୍ଥାର ମନମାନି ଓ ଦବଙ୍ଗଗିରି ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପାୟତର ସାଧାରଣ ଜନତା । କାର୍ଯ୍ୟ ସମୟରେ ହାଇୱା, ଜେସିବି ଓ ଟିପ୍ପର ଯୋଗୁଁ ଉଡୁଥିବା
Read More...

ବୌଦ୍ଧ ଏନଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ,୨୨/୪- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଭୂମି ପ୍ରମାଣପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ
Read More...

ଆରମ୍ଭ ହେଲା କୁଆଁରିଆ ମହୋତ୍ସବ-୨୦୨୨, ଘୁମୁରା ସାଙ୍ଗକୁ ବିରିଲି ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ଦଶପଲ୍ଲା : ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଶେଷ ହୋଇଥିବାବେଳେ ଗତକାଲିଠାରୁ ଆରମ୍ଭ ହୋଇଯାଇଛି କୁଆଁରିଆ ମହୋତ୍ସବ - ୨୦୨୨ ଓ ପଲ୍ଲିଶ୍ରୀ ମେଳା । ସ୍ଥାନୀୟ ଗାନ୍ଧୀ ମଇଦାନଠାରେ ଆୟୋଜିତ ଉତ୍ସବର ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷୀ ଓ ଉଚ୍ଚିକ୍ଷା ମନ୍ତ୍ରୀ
Read More...

ଖରାଛୁଟିକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ।
Read More...

ହିଞ୍ଜିଳି ପୌରପରିଷଦ ୱାର୍ଡ ନଂ ୯ ଓ ୧୯ ରେ ଡ୍ରେନ ଏବଂ ରୋଡ କାମରେ ଦୁର୍ନୀତି ଅଭିଯୋଗ

ଗଞ୍ଜାମ,୨୨/୪: ହିଞ୍ଜିଳି ପୌର ପରିଷଦ ନିର୍ବାଚନ ମଣ୍ଡଳୀରେ ବହୁ ଦୁର୍ନୀତି ହୋଇଥିବା କିଛି ୱାର୍ଡବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ୱାର୍ଡବାସୀ ଇଓଙ୍କୁ ଅଭିଯୋଗ କଲେ ମଧ୍ୟ ସେ ନିରବ ରହୁଥିବା ପ୍ରକାଶ
Read More...

ଦୁର୍ବ୍ୟବହାର କରି ସାମ୍ବାଦିକଙ୍କଠୁ ମୋବାଇଲ ଛଡ଼ାଇନେଲେ ଡାକ୍ତର

ଦଶପଲ୍ଲା : ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ିଚାଲିଛି ଦୁର୍ବ୍ୟବହାର । କେଉଁଠି ସାମ୍ବାଦିକଙ୍କୁ ମାଡ଼ ମରାଗଲାଣି ତ ପୁଣି କେଉଁଠି ଧମକ । ଏପରିକି କିଛିଦିନ ତଳେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ଦଶପଲ୍ଲା ଗୋଷ୍ଠୀ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ବିରଳ ପେଣ୍ଟିଂ ଦେଲେ ବିସ୍ମୟ ବାଳିକା ଆନଭି

ଭୁବନେଶ୍ୱର,୨୧/୪ : ଆମ ଦେଶରେ ଏଭଳି ଅନେକ ଶିଶୁ ଅଛନ୍ତି,ଯେଉଁମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ବୟସ ଅଳ୍ପ ହେଲେ ବି ସେମାନେ ଅବିଶ୍ୱସନୀୟ ଓ ବିସ୍ମୟକର ପ୍ରତିଭା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ପରିବାର ଓ ଦେଶକୁ ଧନ୍ୟ କରିପାରିଛନ୍ତି । ଏଭଳି ଜଣେ ଶିଶୁ ହେଲେ
Read More...

ମଇ ୨୭ରେ ସ୍ଥଗିତ ଥିବା ସ୍ଥାନରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର:ଗତ ପଂଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି
Read More...