Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ
ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥି ପାଇଁ ଦୁଇଦିନ ଭିତରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨ ଦିନ ପ୍ରବଳ ବର୍ଷିବ। ସଅଳ ମୌସୁମୀ!-->…
Read More...
Read More...
କେନ୍ଦ୍ରୀୟ ବିଦ୍ୟାଳୟ, କମାକ୍ଷାନଗର ସମେତ ୧୩୩ କୋଟି ଟଙ୍କାର ପ୍ରକଳ୍ପ ଢେଙ୍କାନାଳର ବିକାଶ କରାଇବ –…
କାମାକ୍ଷାନଗର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ!-->…
Read More...
Read More...
୨୪ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଦଳ ଘୋଷଣା! ଏହି ସବୁ ଖେଳାଳିଙ୍କୁ ମିଳିପାରେ ସ୍ଥାନ
ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ବହୁ ପ୍ରତିକ୍ଷୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ସହିତ ନୂଆ ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ୨୪ ତାରିଖରେ ମୁମ୍ବାଇରେ ଜାତୀୟ ଚୟନ କମିଟିର ବୈଠକ ଅନୁଷ୍ଠିତ ହେବା ପରେ ଏହା ଘୋଷଣା!-->…
Read More...
Read More...
ଏଣିକି ବିମାନରେ ବ୍ୟବହାର କରିପାରିବେ ନାହିଁ ମୋବାଇଲ
ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର ନିୟମ!-->…
Read More...
Read More...
ଭିଜିଲାନ୍ସ ଜାଲରେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନାସତ୍ତ୍ବ!-->…
Read More...
Read More...
ଯନ୍ତ୍ରୀଙ୍କ ଟେବୁଲ ଡ୍ରରେ ପୁଳାପୁଳା ଗୁଟଖା !
ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କରୁଣାକର ତ୍ରିପାଠୀଙ୍କ ଟେବୁଲ ଡ୍ର ଭିତରୁ ପୁଳା ପୁଳା ଗୁଟଖା ଦେଖିବାକୁ ମିଳିଥିଲା l ସତରେ ଏହା ଅଫିସ କାର୍ଯ୍ୟାଳୟ ନା ଗୁଟଖା କାରଖାନା । ଯଦି ଜଣେ ସରକାରୀ କର୍ମଚାରୀ ହୋଇ ନିଜ!-->…
Read More...
Read More...
ଆଇପିଏଲ ବିଜେତା ଦଳକୁ ଏତିକି ଟଙ୍କା ଦେବ ବିସିସିଆଇ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଗୋଟିଏ ସପ୍ତାହ ପାଇଁ ବାତିଲ କରାଯାଇଥିଲା। ଏହା ପରେ ପୁଣି ଥରେ IPL ଆରମ୍ଭ ହେଲା। ପୂର୍ବରୁ ଆଇପିଏଲ ଫାଇନାଲ୍ ୨୫ ମେରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବାର ଥିଲା କିନ୍ତୁ ଏବେ ଏହି!-->…
Read More...
Read More...
ଜୁନ ୧ରୁ ଯେକୌଣସି ସମୟରେ ଖୋଲିବ ହୀରାକୁଦ ଡ୍ୟାମ୍, ଜାରି ହେଲା ସତର୍କ ସୂଚନା
ସମ୍ବଲପୁର,: ସମ୍ଭାବ୍ୟ ଆଗକୁ ଆସୁଥିବା ବଡ ବର୍ଷା ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ଜୁନ ୧ ତାରିଖରୁ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ କରାଯାଇପାରେ। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ ୧୫ଟି ନିମ୍ନାଞ୍ଚଳ ଜିଲାର ଜିଲାପାଳଙ୍କୁ ସତର୍କ!-->…
Read More...
Read More...
ଡକାୟତି ପାଇଁ ସଜବାଜ ବେଳେ ମାଡ଼ି ବସିଲା ସୋନପୁର ପୋଲିସ, ୩ଗିରଫ
ସୁବର୍ଣ୍ଣପୁର : ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତେଲ ନଦୀ ରିଙ୍ଗ ରୋଡ ଲେପ୍ରୋସି କଲୋନୀ ନିକଟରେ ୮ ରୁ ୧୦ ଜଣ ଅସମାଜିକ ବ୍ୟକ୍ତି ଏକାଠି ହୋଇ ଡକାୟତି ଯୋଜନା କରୁଥିବା ସୂଚନା ପାଇ ସୋନପୁର ପୁଲିସର ଉକ୍ତ ଟିମ ସେହି ସ୍ଥାନରେ ଚଢାଉ କରିଥିଲା।!-->…
Read More...
Read More...
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି
ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ!-->…
Read More...
Read More...