Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପିର କୁନୁ ନାୟକ ନବରଙ୍ଗପୁର ପୌରାଧ୍ୟକ୍ଷ
ନବରଙ୍ଗପୁର: ପ୍ରଥମଥର ପାଇଁ ବିଜେପିର ପୌର ପରିଷଦ ଅଧ୍ୟକ୍ଷ ଦୁଇ ହଜାର ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ଜିତି ରେକର୍ଡ କରିଛି ବିଜେପି । ସତର ଗୋଟି ୱାର୍ଡ ମଧ୍ୟରୁ ବିଜେଡି ୯, ବିଜେପି ୬ ଓ ୨ ଟି ରେ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ଭାବେ ଜିତିଛନ୍ତି । ପୌର ଅଧ୍ୟକ୍ଷ ପଦ ଜିତିବା!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦକୁ ଦଖଲ କଲା ବିଜେଡି
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଯାକ ପୌର ପରିଷଦର ପୌରାଧ୍ୟକ୍ଷ ଆସନରେ ବିଜେଡି ବିଜୟୀ ହୋଇଛି । ସୁବର୍ଣ୍ଣପୁର ପୌର ପରିଷଦରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ତାମସୀ ତମସ୍ମିତା ନାଏକ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ରାଜଶ୍ରୀ ଦ୍ୱିବେଦୀଙ୍କ ଠାରୁ ୩୫୬୭ ଭୋଟ ବ୍ୟବଧାନରେ ବିଜୟୀ!-->…
Read More...
Read More...
ନିକୁ ସାହୁ ହେଲେ କେନ୍ଦୁଝର ଅଧ୍ୟକ୍ଷ
କେନ୍ଦୁଝର- ଚଳିତ ପୌର ନିର୍ବାଚନରେ କେନ୍ଦୁଝରଗଡ଼ ପୌରପରିଷଦର ଅଧ୍ୟକ୍ଷ ଭାବରେ ବିଜେପିର ନିକୁ ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେଡ଼ିର ଅର୍ଚ୍ଚନା ରାଉତଙ୍କୁ ୪୦୨୧ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି ।
Read More...
Read More...
ସାଧବାଣୀ ନାୟକ ହେଲେ ଜିଲ୍ଲା ଉପାଧ୍ୟକ୍ଷା
ଘୁ ଉଦୟଗିରି: ଫୁଲବାଣୀ ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉପାଦ୍ଧକ୍ଷା ନିମନ୍ତେ ନିର୍ବାଚନ ହୋଇଥିଲା ।ଏହି ନିର୍ବାଚନ ନିମନ୍ତେ ତିନୋଟି ଦଳର ପ୍ରାର୍ଥୀମାନେ ଯୋଗ ଦେଇଥିଲେ । ବିଜେଡ଼ି ପକ୍ଷରୁ ୧୩ ଜଣ ଜିଲ୍ଲା ପରିଷଦ ପାର୍ଥୀ ରହିଥିବା ବେଳେ ବିଜେପି ପକ୍ଷରୁ ୨ଜଣ ଓ କଂଗ୍ରେସ ପକ୍ଷରୁ ୩ଜଣ ଜିଲ୍ଲା!-->…
Read More...
Read More...
କୋଣାର୍କ ଏନଏସିରେ ବିଜେଡି ବିଜୟୀ
କୋଣାର୍କ : କୋଣାର୍କ ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀନି ସଂଯୁକ୍ତା ତ୍ରିପାଠୀ ୮୫୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ୩୩୪୫ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀନୀ ଚନ୍ଦ୍ରିକା ରାଉତରାୟ ୨୪୮୬, କଂଗ୍ରେସ ପ୍ରାର୍ଥୀନୀ ରୂପାଲିନୀ ସ୍ୱାଇଁ!-->…
Read More...
Read More...
ବାଲିଗୁଡ଼ାରେ ବିଜେଡ଼ିର ବିପୁଳ ବିଜୟ
ବାଲିଗୁଡ଼ା:ପୌର ନିର୍ବାଚନରେ ପୁଣି ବିଜେଡ଼ିର ବାଜିମାତ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ । ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡ଼ି ଅଧ୍ୟକ୍ଷ ପଦବୀ ସମେତ ୧୧ଟି ୱାର୍ଡ ଦଖଲ କରିଛି । ବ୍ଲକ୍ ସଭାପତି!-->…
Read More...
Read More...
ନିରୂପମା ଖଟେଇ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା
ଦଶପଲ୍ଲା :ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ନିରୂପମା ଖଟେଇ ୬୫୨୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀନୀ ତନୁଶ୍ରୀ ସାମଲଙ୍କୁ ପରାଜିତ କରିଛନ୍ତି । ନୟାଗଡ ପୌର ପରିଷଦର ୧୬ ଟି ଓାର୍ଡରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ!-->…
Read More...
Read More...
ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨ ଉଦଘାଟିତ ହୋଇଯାଇଛି । ଏସ ଏସ ଭି ଏମର ପ୍ରଧାନାଚାର୍ଯ୍ୟ ତଥା କ୍ୟାମ୍ପ ଆୟୋଜକ ଜାନକୀ ବଲ୍ଲଭ ବିଷୋୟୀ ଅତିଥି ପରିଚୟ ଦେଇଥିଲେ । ଏହି!-->…
Read More...
Read More...
ବୌଦ୍ଧ ଓ କଣ୍ଟାମାଳ ଠାରେ ହେବ ନିଯୁକ୍ତି ମେଳା
ବୌଦ୍ଧ,୨୫ା୩ : ଆଜି ଅପରାହ୍ନରେ ଆଭାସି ଜରିଆରେ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସନତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ହେବାକୁଥିବା ଏହି ନିଯୁକ୍ତି!-->…
Read More...
Read More...
କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ସଂପର୍କିତ ସଚେତନତା ତାଲିମ
ବୌଦ୍ଧ,୨୫ା୩ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା(ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩) ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ!-->…
Read More...
Read More...