Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଛତ୍ରବଜାର ପୋଲ ଭୁଶିଡି, ୨ ମୃତ
କଟକ : କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡିଯିବା ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଭଗ୍ନାଂଶ ତଳୁ ୩ଜଣ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଜଣେ ଗୁରୁତରଥିବା ଜଣାପଡିଛି ।!-->…
Read More...
Read More...
ଦଶପଲ୍ଲା ପ୍ରିମିୟର୍ ଲିଗ୍ : ସିଲେକ୍ସନ୍ ୱାରିୟର ବିଜୟୀ
ଦଶପଲ୍ଲା : - ଆଜି ଦଶପଲ୍ଲା ପ୍ରୀମିଅର୍ ଲିଗ୍ର ସପ୍ତମ ଦିବସର ମ୍ୟାଚ୍ ବ୍ଲାକ ହାର୍ଟ ଓ ସିଲେକ୍ସନ୍ ୱାରିଅର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବ୍ଲାକ ହାର୍ଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୫ ଓଭରରେ ୮ ୱିକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲା । ଜବାବରେ!-->…
Read More...
Read More...
ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ
ଫୁଲବାଣୀ: ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ଦିନ ବିଜେଡି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି!-->…
Read More...
Read More...
୧୪ବର୍ଷରୁ କମ ଜାତୀୟସ୍ତରୀୟ ରଗବୀ ଖେଳାଳିଙ୍କୁ ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା
ଫୁଲବାଣୀ:-ହାଇଦ୍ରାବାଦରେ ଅନୁଷ୍ଠିତ ୧୪ ବର୍ଷରୁ କମ ଖେଳାଳିଙ୍କୁ ନେଇ ହୋଇଥିବା ଟଚ ରଗବି ପ୍ରତିଯୋଗିତାରେ କନ୍ଧମାଳ ଜିଲା ଜି. ଉଦୟଗିରିର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁନୀ ଖେଳାଳୀଙ୍କୁ ଜିଲା ପ୍ରେସକ୍କବ୍ ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି ।ଏହି ଅବସରରେ ସ୍ଥାନୀୟ ପ୍ରେସ!-->…
Read More...
Read More...
ଛତ୍ରବଜାର ପୋଲ ଭୁଶିଡିଲା, କିଛି ଲୋକ ଚାପି ହୋଇଥିବା ସୂଚନା
କଟକ : ଭୁଶୁଡିଲା ଛତ୍ରବଜାର ପୋଲ । କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡି ପଡିଥିବା ଜଣାପଡିି । ପୋଲଟି ନିର୍ମାଣଧୀନ ଅବସ୍ଥାରେ ଭୁଶୁଡି ପଡିଥିବା ସୂଚନା ମିଳିଛି । ପୋଲ ତଳେ କିଛି ଲୋକ ଚାପି ହୋଇଥିବା ସୂଚନା ମିଳିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ!-->…
Read More...
Read More...
ମହିଳା ସ୍ନାତକ ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୨ ଅନଲାଇନ ମାଧ୍ୟମରେ (YouTube Live) ଜିଲ୍ଲା ଅଦାଲତର ଭିଡିଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ!-->…
Read More...
Read More...
ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ
କଟକ: ବିଡାନାସି ଭୁଆଶୁଣି ପଠାରେ ଘଟିଥିବା ବିହାରୀ ମିସ୍ତ୍ରୀ ଆଜାଦ ଯାଦବ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ପରକିଆ ପ୍ରୀତିରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି!-->…
Read More...
Read More...
ଅଟୋକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ଦଶପଲ୍ଲା : ଆଜି ସକାଳ ୯.୩୦ ସମୟରେ ନୟାଗଡ଼ ରଣପୁର ରାସ୍ତାର ବଜ୍ରକୋଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଛି ମାଲବୋଝେଇ ଟ୍ରକ । ଅଟୋଟି ପାସେଞ୍ଜେର ଧରି ଦର୍ପନାରାୟଣପୁରୁରୁ ରଣପୁର ଅଭିମୁଖେ ଯାଉଥିଲାବେଳେ ଟ୍ରକଟି ରଣପୁରରୁ ନୟାଗଡ଼!-->…
Read More...
Read More...
ସୁବର୍ଣ୍ଣପୁରରେ ନୂତନ ଏସପିଙ୍କ ଯୋଗଦାନ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି । ୧୯୮୫ ରୁ ପୋଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା!-->…
Read More...
Read More...