Browsing Category

ରାଜ୍ୟ

ବେଆଇନ ଗୋ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ, ୪ ଅଟକ

ପାଟଣାଗଡ଼: ବେଆଇନ ଗୋ-ଚାଲାଣ ରୋକିବାକୁ କଡାକଡି ଭାବେ ପଦକ୍ଷେପ କାରବାର ଦିନକୁ ଦିନ ବୃଦ୍ଧି ପାଉଛି । କୌଣସି ପରିପ୍ରେକ୍ଷୀରେ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି କାରବାରରେ ଯେଉଁମାନେ ବିଲିପ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ…
Read More...

ଏପ୍ରିଲ ୪ ରୁ ସକାଳୁଆ କୋର୍ଟ

କଟକ: ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ବେଳେ ଅଧ ଘଣ୍ଟାଏ ଅର୍ଥାତ ଦିନ ୧୦ଟାରୁ ୧୦ଟା ୩୦…
Read More...

ଗଛରେ ପିଟିହେଲା ସରକାରୀ ବସ୍‌, ହେଲ୍‌ପର ମୃତ

କୋରାପୁଟ: ବ୍ରେକ୍‌ଫେଲ୍‌ ହୋଇ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ସରକାରୀ ବସ୍‌। ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବସ୍‌ଟି ଦାମନଯୋଡ଼ିରୁ…
Read More...

୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗତକାଲି ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା…
Read More...

ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନବରଙ୍ଗପୁର: ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଓ ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ୱର୍‌ ରାଓ ନବରଙ୍ଗପୁର ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ପୁର୍ବତନ ଛାତ୍ରୀ ମାନଙ୍କ ବିଭିନ୍ନ କର୍ମ ସଂସ୍ଥାନ ମାନଙ୍କରେ ନିଯୁକ୍ତି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ…
Read More...

ପୁଅର ଆକ୍ରମଣରେ ମା’ ମୃତ, ୩ ଗୁରୁତର

ପୁରୀ : ପୁରୀରେ ଆଜି ଏକ ଅଭାନୀୟ ଘଟଣା ଘଟିଛି । ଜଣେ ପୁଅର ଆକ୍ରମଣରେ ଜନ୍ମଦାତ୍ରୀ ମାଆର ଜୀବନ ଯାଇଛି । ସେହିପରି ଆକ୍ରମଣରେ ସାଇଭାଇ, ନିଜ ପତ୍ନୀ ଓ ବାପା ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମେରାଇନ ଥାନା ଅଞ୍ଚଳରେ । ମୃତକ ହେଉଛନ୍ତି…
Read More...

ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କୁ ଗୁଳିକରି ହତ୍ୟା

ପୁରୀ : ସୁଆର ମହାସୁଆର ନିଯୋଗ ସଂପାଦକଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଗୁଳିମାଡରେ ମୃତ୍ୟୁବରଣ କରିଥିବା ସୁଆର ମହାସୁଆର ନିଯୋଗ ସଂପାଦକ ହେଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ।…
Read More...

ଘନଘନ ବୈଠକ ସହ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ ନେତା କରୁଛନ୍ତି ଭୋଟ୍‌ ଭିକ୍ଷା

ବାଲିଗୁଡ଼ା,୧୬/୩:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିୱେଟ ନେତାଙ୍କ ଘନଘନ ପ୍ରଚାରରେ ଦୁଲୁକୁଛି ସହର । ଭଳିକି ଭଳି ଗୀତସହ ବ୍ୟାନର୍‌ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ…
Read More...

ଆଉ 6 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।…
Read More...

ଭୁବନେଶ୍ୱରରୁ ନିଖୋଜ, ୟୁପି ମଥୁରାରେ ଠାବ

ଭୁବନେଶ୍ୱର: ଶେଷରେ ଦୁଇ ଦିନର କସରତ ପରେ ଉତ୍ତରପ୍ରଦେଶ ମଥୁରାରୁ ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଠାବ କରିଛି ପୁଲିସ | ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରେଲୱେ ପୁଲିସ ଦୁଇ ଜଣଙ୍କୁ ହେପାଜତରେ ରଖିଛି | ଏବେ ଏହି ଦୁଇ ଛାତ୍ରୀଙ୍କୁ ଆଣିବାକୁ ଉତ୍ତରପ୍ରଦେଶର ମଥୁରାକୁ…
Read More...