Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଥରବନ୍ଧ ଅଞ୍ଚଳରେ ମହିଳା ନେତ୍ରୀଙ୍କ ଦ୍ଵାରା ପାଠ୍ୟ ଉପକରଣ ବଣ୍ଟନ
ଭୁବନେଶ୍ୱର: ପଥରବନ୍ଧ ଅଞ୍ଚଳରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା କେ. ଭାରତୀ ରେଡ୍ଡୀ ଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ସାହି, ଲାୟନସ କ୍ଲବ , ଟାଇଗର କ୍ଲବ , ମଝି ସାହି ଅଂଚଳରେ ମହିଳା ସଶସ୍ତ୍ରୀକରଣ ପାଈଁ ଆଲୋଚନା କରିବା ସହିତ ସ୍କୁଲ୍ ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ଓ!-->…
Read More...
Read More...
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାରିଜଣ ଗୁରୁତର
ଗଞ୍ଜାମ :ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ଦିନ ଦ୍ୱି ପ୍ରହରେ କୋଦଳାଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ଦେଓଗାଁ ନିକଟରେ ମୁହାଁ!-->…
Read More...
Read More...
ମା ମଣୀନାଗ ଶକ୍ତିପୀଠରେ ବିଜୟା ଏକାଦଶୀ ଓ ବାର୍ଷିକ ଉତ୍ସବ ପାଳିତ
ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ମଣୀନାଗ ଠାକୁରାଣୀଙ୍କ ର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରଂପରା ମତେ, ଫାଲଗୁନ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ଇଂରାଜି ତା ୨୫ / ୨୬ / ୨୭ ତାରିଖ ତିନିଦିନ ଧରି ମହା ସମାରୋହରେ ବୁଗୁଡା!-->…
Read More...
Read More...
ଜି. ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବିପୁଳ ବିଜୟ
ଜି. ଉଦୟଗିରି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜି. ଉଦୟଗିରି ବ୍ଲକର ଏକମାତ୍ର ଜିଲ୍ଲା ପରିଷଦ ଜୋନ ସହ ୮ ଟି ସରପଞ୍ଚ,୮ ଟି ସମିତି ସଭ୍ୟ ଓ ୱାର୍ଡମେମ୍ବର ଆସନ ନିମନ୍ତେ ଫଳାଫଳ ଘୋଷଣା ହୋଇଛି । ସମୁଦାୟ ବ୍ଲକର ଭୋଟର ସଂଖ୍ୟା ୨୯୯୧୦ ଥିବାବେଳେ ୧୯୩୩୭ ଖଣ୍ଡ ଭୋଟ ପୋଲିଂ ହୋଇଥିଲା ।!-->…
Read More...
Read More...
ଏନ୍କାଉଣ୍ଟର, ୨ ମହିଳା ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ଦୁରଦା!-->!-->!-->…
Read More...
Read More...
୫ଶହ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ କଂଗ୍ରେସ ଓ ବିଜେପି ସ୍ଥିିତି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଆଜି ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଜାରି ରହିଛି । ତେବେ ଏଯାବତ ବିଜୁ ଜନତା ଦଳ ୫୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ!-->…
Read More...
Read More...
ୟୁକ୍ରେନରେ ଫସିରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ, ଉଦ୍ଧାର ପାଇଁ ବାପା ମାଙ୍କ ଆକୁଳ ନିବେଦନ
ବୌଦ୍ଧ,୨୭/୨:- ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଆଜକୁ ୪ଦିନ ହୋଇଥିବାବେଳେ ଆହୁରି ହଜାର ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବୌଦ୍ଧ ସହର ରାମେଶ୍ୱର ବିହାରର ସିଦ୍ଧାର୍ଥ ସାହିଲ ମହାପାତ୍ର ନାମକ ଜଣେ ଛାତ୍ର ଅଛନ୍ତିି । ସେ ୟୁକ୍ରେନ ରାଜଧାନୀ କିଭ୍ରେ ଫସି ରହିଛନ୍ତି ।!-->…
Read More...
Read More...
ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲାରେ ବିଜେଡି ଆଗୁଆ
ପୁରୀ : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଚାରୋଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇଟିରେ ଆଗୁଆ ରହିଛି । ବ୍ରହ୍ମଗିରିର ୨୯ନମ୍ବର ଜୋନ ଓ ପୁରୀ ସଦର ୨୬ନମ୍ବର ଜୋନରେ ବିଜେପି ଆଗରେ ଥିବା ବେଳେ ଅସ୍ତରଙ୍ଗ ୨ନମ୍ବର, ଗୋପର ୧୨ନମ୍ବର ଜୋନ,!-->…
Read More...
Read More...
ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : କରୋନା କେସ୍ କମିଛି । ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି!-->…
Read More...
Read More...
ପଞ୍ଚାୟତ ଫଳାଫଳ : ଦ୍ୱିତୀୟ ଦିନରେ ବି ବହୁ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗରେ
ଭୁବନେଶ୍ୱର : ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୧୫୯ଟି ଜୋନରେ ଆଗୁଆ, ବିଜେପି ୨୬ ଏବଂ କଂଗ୍ରେସ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ!-->…
Read More...
Read More...