Browsing Category

ରାଜ୍ୟ

ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ଜାରି ରହିିଛି । ଆଜି ତୃତୀୟ ଦିନରେ ଗଣତି ମଧ୍ୟ ଜାରି ରହିଛି । ଆଜି ମୋଟ୍ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪
Read More...

ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ରଙ୍କ ବିରାଟ ବିଜୟ

ଦଶପଲ୍ଲା,୨୮/୨: - ନୟାଗଡ଼ ଜିଲ୍ଲାରେ ଥିବା ୨୪ ଗୋଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ଦଶପଲ୍ଲା ବ୍ଲକ୍‌ର ପଶ୍ଚିମାଞ୍ଚଳ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ଘେରା ବାଣୀଗୋଛା ୯ ନଂ ଜୋନ୍‌ରେ ଶାସକ ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ର ଜାନୀ ବିପୁଳ ପରିମାଣର ଭୋଟ୍‌ ବ୍ୟବଧାନରେ ବିଜୟଲାଭ
Read More...

୧୧ ନମ୍ବର ଜୋନ୍‌ରେ ଶରତଙ୍କ ଦବଦବା

ଦଶପଲ୍ଲା : - ଆଜି ଦଶପଲ୍ଲା ବ୍ଲକ୍‌ ପରିସରରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଆସନରେ ବିଜେଡିର ବସନ୍ତ କୁମାର ପ୍ରଧାନ, ସିପିଆଇ (ଏମ୍‌)ର ପୁରୁଖା ନେତା ଶରତ ଚନ୍ଦ୍ର ବେହେରା, ବିଜେପିର ଦେବେନ୍ଦ୍ର ପ୍ରଧାନ ଏବଂ
Read More...

କିସ ପୁଣି ଦେଖାନଯାଏ, ମତଦାନ ୧୬୮, ହେଲେ ବାଲାଟ୍‌ ବାହାରିଲା ୧୬୯

ଦଶପଲ୍ଲା : - ଦଶପଲ୍ଲା ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଗଣତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ତୁମାଣ୍ଡି ପଂଚାୟତର ବଡକୁରୁବାରୀସ୍ଥିତ ୧ ନମ୍ବର ବୁଥ୍‌ରେ ୧୬୮ ଜଣ ବ୍ୟକ୍ତି ମତଦାନ କରିଛନ୍ତି । ହେଲେ ଆଜି ସରପଞ୍ଚ ପଦବି ପାଇଁ
Read More...

ବୌଦ୍ଧରେ ପଲ୍‌ସ ପୋଲିଓ ଟୀକାକରଣ

ବୌଦ୍ଧ,୨୭/୨- ଜାତୀୟ ପଲ୍‌ସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପ୍ରସବୋତର କେନ୍ଦ୍ର (ପିପିସି) ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାକୁ ଆରମ୍ଭ କରିଥିଲେ । ଜିଲ୍ଲା
Read More...

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି । ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ
Read More...

ଜିଲ୍ଲାସ୍ତରୀୟ ପଲ୍‌ସ ପୋଲିଓ ଟୀକାକରଣର ଶୁଭାରମ୍ଭ

ଗଜପତି,୨୭/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠା ଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର
Read More...