Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ
ଗଜପତି,୨୮/୨: ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶକ୍ରମେ ଓ ଶିକ୍ଷକ ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା,!-->…
Read More...
Read More...
ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀର ସଂସ୍ଥାପକକୁ ଶ୍ରେଷ୍ଠ କ୍ରୀଡା ସଂଗଠକ ସମ୍ମାନରେ ସମ୍ମାନିତ
ଘୁ.ଉଦୟଗିରି,୨୮/୨- ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍, ଏବଂ ସିଟି କ୍ଲବ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡିଆରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି!-->…
Read More...
Read More...
ଉଦଘାଟିତ ହେଲା ସୁବର୍ଣ୍ଣପୁର ସଦର ଥାନାର ନୂତନ କୋଠା
ସୁବର୍ଣ୍ଣପୁର,୨୮/୨ - ଆଜି ସୁବର୍ଣ୍ଣପୁର ସହର ତଥା ତରଭା ଓ ବିନିକା ଥାନାର ନୂତନ କୋଠା ଗୃହକୁ ସୁବର୍ଣ୍ଣପୁର ଏସ ପି ସୀତାରାମ ଶତପଥି ଶୁଭ ଉଦଘାଟନ କରିଛନ୍ତି । ଏ ଅବସରରେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ ଆମ ପୋଲିସ ବ୍ୟବସ୍ଥା, ଆଧୁନିକ ବ୍ୟବସ୍ଥା ଓ ମୋ ସରକାର ଯୋଜନାର ସଫଳତା ଉପରେ!-->…
Read More...
Read More...
ବୌଦ୍ଧ ନବୋଦୟ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ବୌଦ୍ଧ,୨୮/୨- ଜାତୀୟ ବିଜ୍ଞାନ ଦିବସ ଅବସରରେ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଷୟିକ ତଥା ବିଭିନ୍ନ ଜ୍ଞାନ କୌଶଳରେ ୪୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା
ପୁରୀ : ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩ ହଜାର ୪୩୬ ଟି!-->…
Read More...
Read More...
ଆସିଲା ମାର୍ଚ୍ଚ ମାସର ଗାଇଡଲାଇନ,ଜାଣନ୍ତୁ କ’ଣସବୁ ରହିଛି ଏଥିରେ
ଭୁବନେଶ୍ୱର,୨୮/୨: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ । ଆଜି ଜାରି ହୋଇଥିବା ଏହି ଗାଇଡଲାଇନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ନାଇଟ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ!-->…
Read More...
Read More...
ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ୟୁକ୍ରେନରେ!-->…
Read More...
Read More...
ଆସିଲା ଦ୍ୱିତୀୟ ଦିନର ଜିଲ୍ଲା ପରିଷଦ ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣତି । ଏହାର ଭିତରେ ଦ୍ୱିତୀୟ ଦିନର ଫଳାଫଳ ସାମ୍ନାକୁ ଆସିଛି । ଗତକାଲି ମୋଟ୍ ୩୦୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଏଥିରେ ୨୯୫ ଜୋନର ଫଳାଫଳ ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଶାସକ ବିଜେଡି ପ୍ରଥମ ଦିନ ଭଳି!-->…
Read More...
Read More...
ଖୋଲିଲା ପ୍ରାଥମିକ ବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ
ବାଲିଗୁଡ଼ା,୨୮/୨: ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଆଜି ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି!-->…
Read More...
Read More...
ଦଶପଲ୍ଲାର ଗୌରବ ଇଶାନ୍ୱି ଦାଶ
ଦଶପଲ୍ଲା,୨୮/୨: - କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ ଠିକ ସେହିପରି ଦଶପଲ୍ଲା କୁଞ୍ଜବନଗଡସ୍ଥିତ ବ୍ରାହ୍ମଣ ସାହିର ସ୍ୱର୍ଗତ ମାଧବାନନ୍ଦ ଦାଶ ଓ ବିଦ୍ୟୁତଲତା ଦାଶଙ୍କ ନାତୁଣୀ ଈଶାନ୍ୱି ଦାଶ ( ବିଭୁଦତ୍ତ ଦାଶ ଓ ପଦ୍ମଜା ମିଶ୍ରଙ୍କ କନ୍ୟା) ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ କୌଣସି!-->…
Read More...
Read More...