Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇସିସି ଟେଷ୍ଟ ମାନ୍ୟତାରେ ଭାରତକୁ ଫାଇଦା, ନ୍ୟୁଜିଲାଣ୍ଡକୁ ଝଟକା
ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଫାଇଦା ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଝଟକା ଲାଗିଛି । ଭାରତ ନିକଟରେ କୌଣସି ଟେଷ୍ଟ ମ୍ୟାଚ୍ ଖେଳିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତକୁ ଏହି ଫାଇଦା ମିଳିଛି । ଆଇସିସି ବିଶ୍ୱ ଟେଷ୍ଟ!-->…
Read More...
Read More...
ସମିତି ସଭ୍ୟ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନ୍ଦୋଳ ବ୍ଲକର ଗିରିଧାରୀ!-->…
Read More...
Read More...
୧୧ତମ ଆନ୍ତଃଜିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଗାନ୍ଧୀ ପଡିଆ ଠାରେ ୧୧ ତମ ଆନ୍ତଃଜ଼ିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଭଗବତୀ ସ୍ପୋର୍ଟିଂ କ୍ଲବର ସଭାପତି ନନ୍ଦ କିଶୋର!-->…
Read More...
Read More...
ସ୍ୱାମୀ ହେଲା ସଇତାନ୍,ପତ୍ନୀଙ୍କୁ ପିଟି ପିଟି ମାରିଦେଲା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ତଇଲା ସାହି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ପତ୍ନୀଙ୍କୁ ପିଟି ହତ୍ୟା କରାଯାଇଥିବା ବାଣୀଗୋଛା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଘଟଣାର!-->…
Read More...
Read More...
ଆସିଲା ଦ୍ୱିତୀୟ ଦିନର ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ
ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଗଣତି ହୋଇଥିବା ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୩୦୫ ଆସନରୁ ଶାସକ ବିଜେଡି ୨୭୦ ଆସନ ହାତେଇଥିବା ବେଳେ ବିରୋଧୀ ବିଜେପି ୧୬ ଓ କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଜଣେ ସ୍ୱାଧୀନ!-->…
Read More...
Read More...
ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଗଜପତି,୨୮/୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ ଏନସିଏସଟିସି ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢ଼ୀ ଅଧ୍ୟକ୍ଷତା!-->…
Read More...
Read More...
ଦୁଇବର୍ଷ ପରେ ଖୋଲିଲା ସ୍କୁଲ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ
ପାଟଣାଗଡ,୨୮/୨- ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମଶ୍ରେଣୀ ସ୍କୁଲ ଖୋଲାଯାଇଛି । ସ୍କୁଲ ଖୋଲିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ ସ୍କୁଲ ଆଜି ଦିନ ସକାଳ ୧୦ଟାରୁ!-->…
Read More...
Read More...
ଆସନ୍ତାକାଲି ଜାଗର ଯାତ୍ରା, ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ
ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ!-->…
Read More...
Read More...
ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗଜପତି,୨୮/୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ୨୩. ୧୨. ୨୦୨୧ ଠାରୁ ୨୮.୨.୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଆଜି!-->…
Read More...
Read More...