Browsing Category

ରାଜ୍ୟ

କାର ଦୁର୍ଘଟଣାରେ ୬ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଛତିଶଗଡ଼ର ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ବରଗଡ଼ରୁ
Read More...

ଜିଲ୍ଲା ପରିଷଦ ନିର୍ବାଚନରେ କେଉଁ ଦଳକୁ କେତେ ଭୋଟ ମିଳିଲା ଜାଣନ୍ତୁ

ଭୁବନେଶ୍ୱର : ସରିଛି ପଞ୍ଚାୟତ ନିର୍ବାଚନ । ଶାସକ ବିଜେଡି ୮୬୫ ଜିଲ୍ଲା ପରିଷଦ ଆସନ ଜିଣି ରେକର୍ଡ ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଏହି ନିର୍ବାଚନରେ କେଉଁ ଦଳକୁ କେତେ ଭୋଟ ମିଳିଛି..
Read More...

ଆସିଲା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନ ଫଳାଫଳ, ବିଜେଡିର ରେକର୍ଡ ବିଜୟ

ଭୁବନେଶ୍ୱର : ସରଛି ପଞ୍ଚାୟତ ନିର୍ବାଚନ, ଶେଷ ହେଲା ଫଳାଫଳ ଘୋଷଣା । ଆଜି ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ନିର୍ବାଚନୀ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଘୋଷଣା ଅନୁଯାୟୀ ଶାସକ ବିଜେଡି ତା'ର ସବୁ ରେକର୍ଡ ଭାଙ୍ଗି ୭୬୫ ଜୋନରେ ବିଜୟୀ ହୋଇଛି । ଗତ ୨୦୧୭ ନିର୍ବାଚନ ଦଳ
Read More...

ଆସିଲା ୮୪୫ ଜିଲ୍ଲା ପରିଷଦ ଜୋନ ଫଳାଫଳ, ବିଜୟୀ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । ଘୋଷିତ ୮୪୫ ଜୋନରୁ ବିଜେଡି ୭୫୯ଟିରେ ବିଜୟୀ ହୋଇଛି । ୪୨ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୩୭ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୩ଟିରେ ସ୍ୱାଧୀନ ଓ ୪ଟିରେ
Read More...

ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ପାଳିତ ହେଉଛି ମହାଶିବରାତ୍ରୀ

ଦଶପଲ୍ଲା,୧/୩ - ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ଆଜି ମହାସମାରୋହରେ ପାଳିତ ହେଉଛି ମହାଶିବରାତ୍ରୀ ବା ଜାଗର ବ୍ରତ । ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଦେବଦେବ ମହାଦେବଙ୍କର ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବାସହିତ ଶହଶହ ଦର୍ଶନାର୍ଥୀ ଓ ବ୍ରତଧାରୀ ମାନଙ୍କୁ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା
Read More...

ବୌଦ୍ଧ: ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବାଳୟରେ ଭକ୍ତଙ୍କ ସମାଗମ

ବୌଦ୍ଧ,୧/୩- ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ବୌଦ୍ଧର ସମସ୍ତ ଶୈବପୀଠ ଗୁଡିକରେ ପ୍ରାତଃରୁ ପ୍ରଭୁ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର ହୋଇଛି । ମନ୍ଦିରଗୁଡିକୁ ପୁଷ୍ପମାଳା ଓ ଆଲୋକମାଳାରେ
Read More...

ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା ଅନୁଷ୍ଠିତ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପାଟଣାଗଡ଼,୧/୩- ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍‌ ଗାଇଡଲାଇନକୁ ପାଳନକରି ସମସ୍ତଙ୍କୁ ପୂଜାର୍ଚ୍ଚନା କରିବାପାଇଁ ସୁଯୋଗ ଦିଆଯାଇଥିଲା । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ
Read More...

ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ଶରଣକୁଳ

ଦଶପଲ୍ଲା : ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଲଡୁକେଶ ମହେଶଙ୍କ ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ନୟାଗଡ଼ ଜିଲ୍ଲାର ଶରଣକୂଳ । ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଶାସନ ଦ୍ୱାରା ନିର୍ମିତ ଲୁହା ବ୍ୟାରିକେଡ୍‌ ଦେଇ
Read More...

ମନ୍ଦିର ଗମ୍ଭୀରା ଭିତରୁ ମହିଳାଙ୍କ ସୁନା ଚେନ୍‌ ଲୁଟ,ମହିଳା ଲୁଟେରା ଅଟକ

ପୁରୀ : ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର । ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ । ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦୁର୍ବୁତ୍ତ ଲୁଟି ନେଲା ସୁନା ଚେନ୍‌ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ । ଆଜି ଜାଗର
Read More...

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା କାର ; ଚାଲିଗଲା ୫ ଜୀବନ

ଅନୁଗୋଳ : ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା
Read More...