Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାଶିବରାତ୍ରି ଉପଲକ୍ଷେ ଭଜନ ସମାରୋହ
ଗଜପତି,୨/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହାଶିବରାତ୍ରି ଉପଲକ୍ଷେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୁରୁ!-->…
Read More...
Read More...
ରାଜଧାନୀରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ୨ ଗିରଫ
ଭୁବନେଶ୍ୱର: ଦିନକୁ ଦିନ ବିଶୃଙ୍ଖଳା ହେଉଛି ପରିବେଶ । ଲୁଟ, ହତ୍ୟା, ଦୁର୍ନୀତି, ଦୁଷ୍କର୍ମର ମାତ୍ରା ବଢିଚାଲିଛି । ଆଜି ଭୁବନେଶ୍ୱରରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜାଲନୋଟ ଗୁଡିକ ଖାରବେଳନଗର ଅଂଚଳରୁ ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ସମସ୍ତ ଜାଲ ନୋଟ ୨ଶହ ଟଙ୍କିଆ!-->…
Read More...
Read More...
ପୌର ନିର୍ବାଚନ: ଆଜିଠୁ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର: ଆଜିଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଆଜିଠୁ ୭ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦେବାକୁ ପଡ଼ିବ । ଆଶାୟୀ ପ୍ରାର୍ଥୀ ଚଳିତ ଥର ଦୁଇଟି ସତ୍ୟପାଠ ଦେବାକୁ!-->…
Read More...
Read More...
ଲଡୁକେଶ ମହେଶଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ
ଦଶପଲ୍ଲା :ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍, ଶରଣକୁଳର ଲଡୁକେଶ ମହେଶ (ଲଡୁବାବା)ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଯାଇଛି । ଏଠାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ!-->…
Read More...
Read More...
ଜଳିଗଲା ମୋବାଇଲ ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ!-->…
Read More...
Read More...
ଲିଙ୍ଗରାଜଙ୍କ ମହାଦୀପ ଉଠିଲା
ଭୁବନେଶ୍ୱର: ଭୁବନେଶ୍ୱରର ମହାପ୍ରଭୁ ଶ୍ରୀଲିଙ୍ଗରାଜ ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠଗୁଡ଼ିକରେ ଆଜି ଶାନ୍ତିଶୃଙ୍ଖଳାର ସହ ଏବଂ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ତଥା ଜାଗର ପାଳିତ ହୋଇଯାଇଛି । ମହାଶିବରାତ୍ରି ପାଇଁ ଶୈବପୀଠଗୁକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।!-->…
Read More...
Read More...
ସଡକ ଦୁର୍ଘଟଣାରେ ନବବିବାହିତାଙ୍କ ମୃତ୍ୟୁ
ଭଦ୍ରକ: ଆଜି ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର!-->…
Read More...
Read More...
ବିଜେଡି ପାଳିବ ‘ବିଜୟ ଉତ୍ସବ’
ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ଉତ୍ସାହିତ ବିଜେଡି ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ!-->…
Read More...
Read More...
ପଞ୍ଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଛି କିନ୍ତୁ ଦଳ ପ୍ରତି ଜନସମର୍ଥନ କମିନାହିଁ : ସମୀର ମହାନ୍ତି
ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ!-->…
Read More...
Read More...
ପାରଳାଖେମୁଣ୍ଡିର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କର ସମାଗମ
ଗଜପତି,୧/୩- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶିବମନ୍ଦିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଆଜି ଶିବ ରାତ୍ର ହୋଇଥିବାରୁ ସହରର ରାମଲିଙ୍ଗେଶ୍ୱର , ଚନ୍ଦ୍ରଶେଖରେଶ୍ୱର, ଧବଳେଶ୍ୱର, ଶ୍ରୀ ଚନ୍ଦ୍ରଶେଖର, କାଶୀ ବିଶ୍ୱନାଥ, ମଲ୍ଲିକାଅର୍ଜୁନ ସ୍ୱର, ଅର୍ଦ୍ଧ ନାଗେଶ୍ୱର!-->…
Read More...
Read More...