Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ୟୁକ୍ରେନରେ ଫଶିଛନ୍ତି ସୋନପୁରର ଛାତ୍ର, ସୁରକ୍ଷିତ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କଠାରେ ନିବେଦନ କଲେ ମାଆ
ସୁବର୍ଣ୍ଣପୁର : ୟୁକ୍ରେନ ଉପରେ ଋଷର ଘନଘନ ମିସାଇଲ ଆକ୍ରମଣ ଜାରି ରହିଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢି ଯାଇଛି । ଏପରି ସ୍ଥଳେ ସୋନପୁର ସହରର ଜଣେ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଥିବା ଜଣାପଡିଛି । ସୋନପୁର ଅଧିବାସୀ ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର!-->…
Read More...
Read More...
କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିପୂର୍ଣ୍ଣ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଯାଇଛି । ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା । ଭୋଟରମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ପଞ୍ଚୟତର ପ୍ରତ୍ୟେକ ଗ୍ରାମରେ ଭୋଟରମାନେ ଧାଡିରେ ଛିଡ଼ା ହୋଇ!-->…
Read More...
Read More...
ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଦେଶୀ ରନ୍ଧାମଦ ଜବତ, ଜଣେ ଅଟକ
ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣା ସ୍ଥଳରୁ ଜଣକ ଅଫିସକୁ ଆଣି ଅଟକ ରଖିଛି । ଏହାସହ ଘଟଣା ସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀମଦ ପୋଚକୁ ନଷ୍ଟ କରିଥିବା ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ସୂଚନା ଦେଇଛନ୍ତି ।!-->…
Read More...
Read More...
ୟୁକ୍ରେନରୁ ଫେରିବେ ଓଡିଆ, ଖର୍ଚ୍ଚ କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଫସିଥିବା ଛାତ୍ରଛାତ୍ରୀ ଓ!-->…
Read More...
Read More...
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ
ଭୁବନେଶ୍ବର: ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ!-->…
Read More...
Read More...
ଛୁରା ମାଡ଼ରେ ଯୁବକ ଗୁରୁତର
ଗଞ୍ଜାମ,୨୫/୨- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ ବରିଡା ସାନସାହିରେ ଛୁରା ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତି ୧୦ଟା ସମୟରେ ୧୫ ହଜାର ଟଙ୍କା ଚୋରି କରି ନେଇଛି ବୋଲି ସନ୍ଦେହରେ ଟୁକୁନା ପ୍ରଧାନ ସେହି ଗ୍ରାମର କୈଳାଶ ପ୍ରଧାନକୁ ଏକ ଛୁରା ସାହାଯ୍ୟରେ!-->…
Read More...
Read More...
ୟୁକ୍ରେନରୁ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଶାହଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ମିଜାଇଲା!-->…
Read More...
Read More...
ଗୋଶାଣି ବ୍ଳକରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ
ଗଜପତି,୨୫/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପନ ହୋଇଯାଇଛି । ବୁଥ ର୍ୟାଗିଂ ଯୋଗୁଁ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତର ୱାର୍ଡନମ୍ବର ୧୧ ଏବଂ ଅଗରଖଣ୍ଡି ଗ୍ରାମପଞ୍ଚାୟତର ୱାର୍ଡନମ୍ବର ୯ରେ ମତଦାନ ବାଧାପ୍ରାପ୍ତ!-->…
Read More...
Read More...
ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।!-->…
Read More...
Read More...
୨୦୨୦-୨୧ ବର୍ଷର ଓଡିଶା ସରକାରଙ୍କ ଆର୍ଥିକ ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ
ଭୁବନେଶ୍ୱର : ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ମହାଲେଖାକାର (ଲେଖା ଓ ହକ୍ଦାରୀ) ଅନନ୍ତ କିଶୋର ବେହେରା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡିଶା ବିଧାନସଭାର ଆସନ୍ତା ବଜେଟ!-->…
Read More...
Read More...